ଜାଣନ୍ତୁ ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିଲେ କଣ ଲାଭ ଓ କଣ କ୍ଷତି- Vastu Tips

ଘରର କବାଟ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ ବା ଅନ୍ୟ କୌଣସି ଦିଗରେ ବା କୋଣରେ ରହିଥାଏ ତେବେ ସବୁ ବାସ୍ତୁ ଅନୁସାରେ ଅଲଗା ଅଲଗା ପ୍ରଭାବ ପଡିଥାଏ । ଘରର କବାଟ ଲାଗିବା ଦିଗରେ ହିଁ ଘରର ଦଶା ମଧ୍ୟ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ କବାଟ ରହିଲେ କଣ ଲାଭ ହୁଏ ଓ କଣ କ୍ଷତି ହୁଏ । … ଅଧିକ ପଢନ୍ତୁ

ଘର ପାଖରେ ଯଦି ଅଛି ଶନିଗ୍ରହଙ୍କ ଏହି ଗଛ, ତେବେ ତାର ୭ଟି ମହତ୍ଵ ଜାଣନ୍ତୁ

ପ୍ରତ୍ୟେକ ଗଛରେ ଦେବା ଦେବୀ ଓ ଗ୍ରହମାନଙ୍କର ଅଧିକାର ଥାଏ । ଯେପରିକି ରବିଙ୍କର ତେଜପତ୍ର, ଚନ୍ଦ୍ରଙ୍କର ଦୁଗ୍ଧ ଜାତୀୟ ଗଛ, ମଙ୍ଗଳଙ୍କର ଉନ୍ନତି ପାଇଁ ନିମ୍ବ ଗଛ, ବୁଧଙ୍କର କଦଳୀ ଗଛ ବା ଚୌଡା ପତ୍ରଥିବା ଗଛ, ଗୁରୁ ଗ୍ରହଙ୍କ ଅଶୋସ୍ଥ ଗଛ, ଶୁକ୍ରଙ୍କର କପା ବା ତୁଳା, ଶନିଙ୍କର ଶମୀ ଗଛ, ରାହୁଙ୍କର ଚନ୍ଦନ ନଡିଆ ଓ କେତୁ ଗ୍ରହଙ୍କର ତେନ୍ତୁଳି ଗଛ ଅଟେ । ଯଦି … ଅଧିକ ପଢନ୍ତୁ

ଘର ଭିତରେ କେଉଁ କୋଣରେ କଣ ଜିନିଷ ରଖିପାରିବେ- Vastu Tips

ଘର ଭିତରେ ଚାରି କୋଣରେ ମଧ୍ୟ ବାସ୍ତୁଦୋଷ ରହିଥାଏ । ତେଣୁ କେଉଁ କୋଣରେ କେଉଁ ଜିନିଷ କେଉଁ ଜାଗାରେ ସଠିକ ଭାବରେ ରଖିଲେ ବାସ୍ତୁଦୋଷ ରହିବ ନାହିଁ, ସବୁ କଷ୍ଟରୁ ମୁକ୍ତି ମିଳିବ ଓ ଅର୍ଥର ଅଭାବ ହେବ ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ କେଉଁଠି ରଖିବେ । ବିଜ୍ଞାନ ମତରେ ଦିଗ ଚାରି ପ୍ରକାର- ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ … ଅଧିକ ପଢନ୍ତୁ

ଯଦି ଆପଣ ମଧ୍ୟ ରଖୁଛନ୍ତି ଏହି ସ୍ଥାନରେ ତିଜୋରି, ହୋଇଯାନ୍ତୁ ସାବଧାନ! ନଚେତ ବଢିବ କରଜ

ବାସ୍ତୁ ଓ ଜ୍ୟୋତିଷ ଅନୁସାରେ ଧନ ବା ଅଳଙ୍କାର ରଖିବା ପାଇଁ ଏକ ଉଚିତ୍ ଦିଗ ବା ସ୍ଥାନ ରହିଛି । ଯଦି ସଠିକ୍ ସ୍ଥାନରେ ଧନ ରଖାଯାଏ ତେବେ ଧନ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଧନ ରଖିବା ଉଚିତ୍ । ଏହି ସ୍ଥାନରେ ଧନ ରଖନ୍ତୁ ନାହିଁ – ଦକ୍ଷିଣ ପୂର୍ବ ଦିଗର ମଝି ଭାଗକୁ ଆଗ୍ନେୟ କୋଣ କୁହାଯାଏ । … ଅଧିକ ପଢନ୍ତୁ

ସନ୍ତାନ ପ୍ରାପ୍ତି ଚାହୁଁଥିଲେ ବାସ୍ତୁର ଏହି ୧୧ଟି କଥା ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ- Vastu Tips

ବିବାହ ପରେ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ସୁଖ ସବୁଠାରୁ ବଡ ସୁଖ ଅଟେ । ଯଦି ସନ୍ତାନ ହେଉ ନାହିଁ ତେବେ ଶାରୀରିକ ଚିକିତ୍ସା କରିବା ସହିତ ଯଦି ବାସ୍ତୁର ଏହି ୧୧ଟି ଉପାୟକୁ ବ୍ୟବହାର କରନ୍ତି ତେବେ ସନ୍ତାନ ପ୍ରାପ୍ତି ହେବ । ତେବେ କଣ ସେହି ସବୁ ଉପାୟ ଆସନ୍ତୁ ଜାଣିବା । ୧- ଯେଉଁ ଦମ୍ପତ୍ତିମାନେ ସନ୍ତାନ ପ୍ରାପ୍ତି ପାଇଁ ଇଛା କରୁଛନ୍ତି ସେମାନେ ନିଜର … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଫେବୃୟାରି 01 ତାରିଖ ରୁ ଫେବୃୟାରି 07 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସବୁ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଛାତ୍ର ଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେଇ ବିଦ୍ୟାକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ … ଅଧିକ ପଢନ୍ତୁ

ଜାତକର ତୃତୀୟ, ଚତୁର୍ଥ ଓ ପଞ୍ଚମ ଭାବରେ ଚନ୍ଦ୍ର ଥିଲେ କଣ ହୁଏ ସମସ୍ଯା ଓ କଣ କରିବେ ତାର ସମାଧାନ

ଭାତୃବିବାଦ, ଜମିଜମା ନେଇ ଗଣ୍ଡଗୋଳ ଦେଖାଦେଉଥିବ, ପରିବାରରେ ଅସାନ୍ତି, ସନ୍ତାନମାନେ ଅସହଯୋଗ କରୁଥିଲେ ମାନସିକ ଅସାନ୍ତି ଦେଖାଦେଉ ଥିଲେ, ସମସ୍ତ କାର୍ଯ୍ୟ ଶେଷଭାଗରେ ଅଟକି ଯାଉଥିଲେ, କୌଣସି କ୍ଷେତ୍ରରେ ସ୍ଥିର ସିଦ୍ଧାନ୍ତ ନେଇ ପାରୁ ନଥିଲେ, ମାଲିମୋକଦ୍ଦମାର ସମ୍ମୁଖୀନ ହେଉଥିଲେ କେମିତି କରିବେ ସମସ୍ୟାର ସମାଧାନ ଆସନ୍ତୁ ଜାଣିବା । ସମସ୍ୟା ସମାଧାନ:- ତୃତୀୟ ଭାବରେ ଯଦି ଚନ୍ଦ୍ର ରହିଥାନ୍ତି ଜାତବ୍ୟକ୍ତି ଉଚ୍ଚଶିକ୍ଷା ସମ୍ପନ୍ନ ହୁଅନ୍ତି । ବାପାଙ୍କ ଆର୍ଥିକ … ଅଧିକ ପଢନ୍ତୁ

କୁଣ୍ଡଳୀରେ କର୍କଟ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

କର୍କଟ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, … ଅଧିକ ପଢନ୍ତୁ

error: Content is protected !!