ଘରୁ ବାହାରିବା ସମୟରେ ଏହି ପାଞ୍ଚଟି ବିଷୟରେ କେବେହେଲେ ବି କୁହନ୍ତୁ ନାହିଁ ଅପଶବ୍ଦ- ହେଇପାରେ ଦୁର୍ଘଟଣା

ଯାତ୍ରାକୁ ଯିବା ସମୟରେ ଏହି ପାଞ୍ଚଟି ଅପଶବ୍ଦ କୁହନ୍ତୁ ନାହିଁ  ଆମ୍ଭର ଜୀବନରେ ଯାତ୍ରା ଏକ ବିଶେଷ ମହତ୍ଵ ଅଟେ। ସର୍ବଦା ବିଶେଷ କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିଥାଉ। ସେଥିପାଇଁ କିଏ ଘରୁ ବାହାରକୁ ଯିବା ସମୟରେ ତାଙ୍କୁ ଶୁଭକାମନା ଦିଆଯାଏ, ଯାହା ଯାତ୍ରା ସହିତ ତାହାର ଅଭିପ୍ରାୟ ମଧ୍ୟ ସଫଳ ହେବ। ଶାସ୍ତ୍ରରେ ମଧ୍ୟ ଏହା ଲିଖିତ ଅଛି। ଏହା ମାନି ଚଳିଲେ ଯାତ୍ରାରେ ସୁଖ ଓ … ଅଧିକ ପଢନ୍ତୁ

ଚାଣକ୍ୟଙ୍କ ଅନୁସାରେ ଏହି ତିନୋଟି ଲୋକଙ୍କୁ କେବେ ସାହାଯ୍ୟ କରିବବା କଥା ନୁହେଁ , ଯଦି କରନ୍ତି ତେବେ ନିଜେ ଦୁଖ ଭୋଗିବେ।

ଏହି ୩ ପ୍ରକାର ଲୋକଙ୍କୁ କେବେବି ସାହାଯ୍ୟ କରିବା କଥା ନୁହେଁ ଚାଣକ୍ୟ ମଣିଷକୁ ସମାଜରେ ଭଲରେ ବଞ୍ଚିବା ପାଇଁ ଆନେକ ବାଣୀ କହିଛନ୍ତି । ଯଦି କୌଣସି ମଣିଷ ତାଙ୍କ ନୀତିକୁ ଅନୁସରଣ କରେ ତେବେ ତା ଜୀବନ ଧାରା ଅତିଉତ୍ତମ ହେବାକୁ ଡେରି ହେବ ନାହିଁ । ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେପରି କି ସମାଜର ବଞ୍ଚିବା ପାଇଁ କିପରି ଲୋକଙ୍କ … ଅଧିକ ପଢନ୍ତୁ

କେବଳ ମନ୍ଦିରକୁ କୁ ନୁହେଁ , ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ – ଅଜଣାରେ ପାପର ଭାଗୀଦାରୀ ହୁଅନ୍ତୁ ନାହିଁ

ଏସବୁ ଜାଗାକୁ ମଧ୍ୟ ଖାଲି ପାଦରେ ଯିବା ଆବଶ୍ୟକ ପ୍ରାଚୀନ କାଳରୁ ସନାତନ ଧର୍ମରେ ପବିତ୍ରତାକୁ ବହୁତ ମହତ୍ଵ ଦିଆ ଯାଇଛି। କେଉଁଠିକି  ଯିବା ପୂର୍ବରୁ ଆମେ ସବୁବେଳେ ଆଗେ ସ୍ବଚ୍ଛତା ଧ୍ୟାନରେ ରଖିଥାଉ। ମନ୍ଦିରକୁ ଯିବା ପୂର୍ବରୁ ସ୍ନାନ କରି ଯିବା ଆବଶ୍ୟକ। ଜୋତା ବା ଚପଲ ବାହାରେ କାଢି ମନ୍ଦିରକୁ ପ୍ରବେଶ କରାଯାଏ। ହିନ୍ଦୁ ଧର୍ମ ଶାସ୍ତ୍ରରେ ମନ୍ଦିର ବ୍ୟତୀତ ଏପରି ଅନେକ ଜାଗା ଅଛି ଯାହା … ଅଧିକ ପଢନ୍ତୁ

ଜାଣନ୍ତୁ – ରାତିରେ ଜନ୍ମ ହେଇଥିବା ଲୋକମାନଙ୍କ ପାଖରେ ଥାଏ ଏହି ସବୁ ଖାସ୍ ଗୁଣ

ରାତିରେ ଜନ୍ମ ହେଇଥିବା ଲୋକମାନେ ବହୁତ ଖାସ୍ – ଏହି ସବୁ ଅଦ୍ଭୁତ ବିଶେଷତା ତାଙ୍କୁ ଜନ୍ମରୁ ହିଁ ମିଳିଥାଏ ମନୁଷ୍ୟ କିଏ କେତେବେଳେ ଜନ୍ମ ହେବ ତାହା ଭଗବାନ ଯେଉଁ ସମୟ ଠିକ୍ କରିଥାନ୍ତି ସେହି ସମୟରେ ହିଁ ମନୁଷ୍ୟ ଜନ୍ମ ହୁଏ। ଜନ୍ମ ଓ ମୃତ୍ୟୁ ଦୁଇଟି ଯାକ ଭଗବାନ ସମୟ ନିର୍ଦ୍ଧାରଣ କରିଥାନ୍ତି। ହିନ୍ଦୁ ଶାସ୍ତ୍ରରେ ଅଛି ଯେ ମନୁଷ୍ୟ ଜନ୍ମ ହେବାବେଳେ ନିଜର ଭାଗ୍ୟକୁ … ଅଧିକ ପଢନ୍ତୁ

ଝାଡୁ ଆପଣଙ୍କୁ କାଙ୍ଗାଳ କରିପାରେ ଓ କରିପାରେ ମାଲାମାଲ୍! ଜାଣନ୍ତୁ କେମିତି?

ଗୃହର ଝାଡୁ ମଧ୍ୟ ମଣିଷକୁ ବେଳେବେଳେ କଙ୍ଗାଳ ଓ ଧନୀ କରିଥାଏ। ଏହାକୁ ଧ୍ୟାନ ରଖିବାକୁ ହେବ। କେତେଥର ଆମେ ଯେଉଁ ଜିନିଷକୁ ମାମୁଲି ବୋଲି ବୁଝି ବ୍ୟବହାର କରୁ। ବାସ୍ତବରେ ଏହା ଜୀବନରେ ମୁଖ୍ୟ ଭୂମିକା ହୁଏ ଏବଂ ଏହାର ଶୁଭ ଅଶୁଭ ପ୍ରଭାବ ଆମ ପାଇଁ ବଡ ପରିବର୍ତ୍ତନର ସଂକେତ ଦିଏ। ସେହିପରି ଏକ ସାମାନ୍ୟ ବସ୍ତୁ ଅଛି ଝାଡୁ। ଘରେ ବ୍ୟବହାର କରାଯାଉଥିବା ଝାଡୁ ଆର୍ଥିକ … ଅଧିକ ପଢନ୍ତୁ

ସଙ୍କଟମୋଚନ ହନୁମାନଙ୍କୁ ଶନିବାର ଦିନ ଅର୍ପଣ କରନ୍ତୁ ଏହି ବସ୍ତୁ – ସବୁ ସମସ୍ୟା ହେବ ସମାଧାନ, ସଙ୍କଟରୁ ମିଳିବ ମୁକ୍ତି।

ସବୁ ସମସ୍ୟା ହେବ ସମାଧାନ, ସଙ୍କଟରୁ ମିଳିବ ମୁକ୍ତି ଏମିତି ଦେଖିବାକୁ ଗଲେ ଶନି ବାର ଦିନଟି ଶନି ଦେବଙ୍କ ପାଇଁ ବୋଲି କୁହାଯାଏ। କିନ୍ତୁ ଶନିବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ଵାରା ତାଙ୍କର ଓ ଶନି ଦେବଙ୍କର ଏକା ସହ କୃପା ପ୍ରାପ୍ତି ହୁଏ। କଳି ଯୁଗରେ ହନୁମାନ ଏକ ମାତ୍ର ଏମିତି ଭଗବାନ ଯିଏ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କର ମନୋକାମନା ପୂର୍ଣ୍ଣ କରନ୍ତି। … ଅଧିକ ପଢନ୍ତୁ

ଯଦି ହାତର ପାପୁଲିରେ ‘X’ ଚିହ୍ନ ଅଛି, ତେବେ ତା ପଛରେ ଲୁଚି ରହିଛି ଏହି ରାଜ୍ !

ହାତର ପାପୁଲିରେ ‘X’ ଚିହ୍ନ ଅଛି, ତେବେ ତା ପଛରେ ଲୁଚି ରହିଛି ଏହି ରାଜ୍ ! ଜ୍ୟୋତିଷ ବିଦ୍ୟା ଏକ ଏମିତି ବିଦ୍ୟା ଯାହା ବିଭିନ୍ନ ପ୍ରକାରରେ ବ୍ୟକ୍ତିର ଭବିଷ୍ୟ କୁହାଯାଏ ଏବଂ କେତେ ମାମଲାରେ ମଧ୍ୟ ଏହା ପ୍ରାମାଣିକ ବୋଲି ଜଣାଯାଏ। ଜ୍ୟୋତିଷ ଶାସ୍ତ୍ରରେ ହସ୍ତରେଖାର ମଧ୍ୟ ଏକ ମହତ୍ତ୍ଵ ରହିଛି। ଜ୍ୟୋତିଷ ବିଦ୍ୟାରେ ହସ୍ତରେଖାର ଆଧାର ଉପରେ ଭବିଷ୍ୟବାଣୀ କୁହାଯାଏ। ହସ୍ତରେଖା ବିଦ୍ୟାରେ ପୁରୁଷଙ୍କ ଦକ୍ଷିଣ ହସ୍ତ … ଅଧିକ ପଢନ୍ତୁ

ଘରର ଏହି ଦିଗରେ କରନ୍ତୁ ମନ୍ଦିର ହେବ ନାହିଁ ଧନର ଅଭାବ।

ଆର୍ଥିକ ସମସ୍ୟାରେ ରହୁଥିବା ବ୍ୟକ୍ତି ଘରର ଏହି ଦିଗରେ କରନ୍ତୁ ମନ୍ଦିର ହୋଇଯିବେ ଧନୀ।   ଆଜିକାଲି ସମୟରେ ପୁରୁଷ ହେଉ ଅବା ନାରୀ ସମସ୍ତଙ୍କର ଧନର ଆବଶ୍ୟକତା ରହିଛି। ବିନା ଟଙ୍କା ପଇସାରେ ଗୋଟେ ପାଦ ଚାଲିବା ଆଜିକା ସମୟରେ ଅସମ୍ଭବ, କିଛି କରିବା ପାଇଁ ପ୍ରଥମେ ଧନର ଆବଶ୍ୟକତା ରହିଛି। ଏମିତିକି ସମ୍ମାନ ମଧ୍ୟ ସେହି ବ୍ୟକ୍ତିକୁ ମିଳେ ଯାହା ପାଖରେ ପ୍ରଚୁର ଧନ ଅଛି, ଓ … ଅଧିକ ପଢନ୍ତୁ

error: Content is protected !!