ଯଦି ଚାହୁଁଛନ୍ତି ନିଜ ଜୀବନରେ ସୁଖ ଓ ଶାନ୍ତି ତେବେ କରନ୍ତୁ ଏହି ୮ଟି ଉପାୟ। ଜାଣି ନିଅନ୍ତୁ ସେହି ଉପାୟ ଗୁଡିକ କଣ?   

ଭାଗ୍ୟୋନ୍ନତି ଓ କର୍ମୋନ୍ନତି ପାଇଁ କରନ୍ତୁ ଏହି ୮ଟି ଉପାୟ। ୧. ଗାଈ ବାଛୁରୀକୁ କ୍ଷୀର ପିଆଉଥିବା ଦେଖିଲେ ସେହି ସମୟରେ ଗାଈକୁ ଫଳ, ମିଠା ବା କିଛି ସ୍ୱାଦିଷ୍ଟ ଖାଦ୍ୟ ଖୁଆଇବା ଦରକାର । ଏମିତି କରିଲେ ସମସ୍ତ ବାଧାବିଘ୍ନ ନାଶ ହୋଇ ଭୋଗ ବିଳାସରେ ବୃଦ୍ଧି ହୋଇଥାଏ। ଏହା ଶୁଭତାର ପ୍ରତୀକ କୁହାଯାଏ । ଆଉରି ମଧ୍ୟ ଅନେକ ଶୁଭ କାର୍ଯ୍ୟରେ ନିରନ୍ତର ଲାଗିବା ଅବରୋଧର ଅନ୍ତ … ଅଧିକ ପଢନ୍ତୁ

ବାସ୍ତୁ ସମ୍ବନ୍ଧୀୟ ଏହି ଗୋଟେ ଭୁଲ କରିପାରେ ଆପଣଙ୍କୁ ଦରିଦ୍ର।

ବାସ୍ତୁ ସମ୍ବନ୍ଧୀୟ ଏହି ଗୋଟେ ଭୁଲ କରିପାରେ ଆପଣଙ୍କୁ ଦରିଦ୍ର। ଆଜିକାଲି ଦୁନିଆରେ ସମସ୍ତେ ସଫଳତା ପଛରେ ଧାଇଁଞ୍ଚନ୍ତି । କିନ୍ତୁ ସମସ୍ତଙ୍କୁ ନିଜ ମନମୁତାବକର ସଫଳତା ବା ଆଶା କରୁଥିବା ପରିଣାମ ମିଳି ନଥାଏ । ଭଲ ଚାକିରି ସମସ୍ତେ ଚାହାଁନ୍ତି କିନ୍ତୁ ଯୋଗ୍ୟତା କ୍ଷମତା ମୁତାବକ ସମସ୍ତଙ୍କୁ ଗୋଟେ ଭଲ ଚାକିରି ମିଳିବା ଭାଗ୍ୟଉପରେ ନିର୍ଭର କରେ । କେବଳ ଭାଗ୍ୟ ନୁହେଁ ଏହା ଆମ ଜୀବନ … ଅଧିକ ପଢନ୍ତୁ

କରନ୍ତୁ ଏହି ୩ଟି ଦାନ! ଏମିତି କିଛି ମିଳିବ ଯାହା ଆପଣ ସ୍ଵପ୍ନରେ ବି ଭାବି ନଥିବେ।

କରନ୍ତୁ ଏହି ୩ଟି ଦାନ! ଜାଣନ୍ତୁ ପାଇବେ କେଉଁ ଅମୂଲ୍ୟ ଧନ? ଆମ ହିନ୍ଦୁ ଧର୍ମରେ ଦାନ ଧର୍ମର ବହୁତ ମାନ୍ୟତା ଅଛି। କେବଳ ହିନ୍ଦୁ ନୁହେଁ ବରଂ ସମସ୍ତ ଧର୍ମରେ ଦାନ ଧର୍ମ କରିବାକୁ ବହୁତ ମହତ୍ଵ ଦିଆଯାଏ। ଦାନ ଧର୍ମ କରିବା ଦ୍ଵାରା ପୁର୍ଣ୍ଣ୍ୟ ମିଳେ। ଯାହା ଫଳରେ ଯଦି ଆମେ କିଛି ବି ଭୁଲ କରିଥାଉ ଓ ସେଥିପାଇଁ ମିଲକିବାକୁ ଥିବା ଶାସ୍ତି ଟିକେ କମ … ଅଧିକ ପଢନ୍ତୁ

ଝିଅ ମାନଙ୍କ ରାଶିରୁ ଜାଣନ୍ତୁ! କିପରି ହୋଇଥାଏ ସେମାନଙ୍କ ପ୍ରେମ ଜୀବନ।

ରାଶି ଅନୁଯାୟୀ ଜାଣନ୍ତୁ ପ୍ରତ୍ୟେକ ନାରୀର ପ୍ରେମ ଭାବ। ଯଦି ଆପଣ ପ୍ରେମ କ୍ଷେତ୍ରରେ କିମ୍ବା ବିବାହକ୍ଷେତ୍ରରେ ଅସଫଳ ହୋଇଥାନ୍ତି ତେବେ ପ୍ରତ୍ୟେକ ଶୁକ୍ରବାର ଦିନ ପଦ୍ମଫୁଲରେ ଲକ୍ଷ୍ମୀଙ୍କୁ ଓ ପ୍ରତ୍ୟେକ ବୁଧବାର ଦିନ ସାତକେରା ଦୁବରେ ଗଣେଶଙ୍କୁ ପୂଜା କରି ଫୁଲ ଓ ଦୁବକୁ  ନାଲି ବସ୍ତ୍ରରେ ବାନ୍ଧି ନିଜପାଖରେ ରଖିଲେ ପ୍ରେମରେ ସଫଳତା ସହ ବୈବାହିକ ଜୀବନ ସୁଖମୟ ହେବ। ମେଷ- ଏହିରାଶିର ସ୍ତ୍ରୀ ପ୍ରେମ କରିବା … ଅଧିକ ପଢନ୍ତୁ

ଶୁକ୍ର ନିଜ ରାଶି ତୁଳାକୁ ଚଳିବେ! ଏହି ୫ଟି ରାଶିର ବଦଳିପାରେ ଭାଗ୍ୟ। ଏଥିରେ ଆପଣଙ୍କ ରାଶି ମଧ୍ୟ ଥାଇପାରେ, ନିଶ୍ଚୟ ପଢନ୍ତୁ।

ଶୁକ୍ର ନିଜ ରାଶି ତୁଳାକୁ ଚଳିବେ! ଏହି ୫ଟି ରାଶିର ବଦଳିଯିବ ଭାଗ୍ୟ। ୧ ସେପ୍ଟେମ୍ବର ୨୦୧୮ ଶନିବାର ରାତ୍ରି ୧୧:୨୯ ମିନିଟ୍ ରେ ଶୁକ୍ର ନିଚ୍ଚ ରାଶି କନ୍ୟାକୁ ତ୍ୟାଗ କରି ଚିତ୍ରା ନକ୍ଷତ୍ର ତୃତୀୟ ଚରଣ ନିଜ ରାଶି ତୁଳାକୁ ଚଳିବେ। ବର୍ଷ ଶେଷ ପର୍ଯ୍ୟନ୍ତ ଶୁକ୍ର ସ୍ଵରାଶିରେ ରହୁଥିବାରୁ ଏହି ୫ଟି ରାଶି ଅତ୍ୟନ୍ତ ଶୁଭ ଫଳ ପାଇବେ। ଶିକ୍ଷା କ୍ଷେତ୍ରର, ରାଜନୀତିର, ଦାମ୍ପତ୍ୟ ସୁଖର ଓ … ଅଧିକ ପଢନ୍ତୁ

ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀରେ କରନ୍ତୁ ଏହି ଉପାୟ।  

ଗୃହର ସମସ୍ତ ବାସ୍ତୁଦୋଷ ଖଣ୍ଡନ ପାଇଁ ରେଖାପଞ୍ଚମୀ ଦିନ କରନ୍ତୁ ଏହି ପୂଜା। ପ୍ରଦୋଷ ସମୟେ ଗୃହର ପ୍ରବେଶ ଦ୍ଵାର କପାଟେ ଗଣପତି, ମହାଦେବ ଓ ଭୈରବାନ୍ ବିଲିଖ୍ୟ, ପୂଜା ପୂର୍ବକ ରକ୍ଷା ବିଧାନଂ କୁର୍ଜ୍ୟାତ୍। ରକ୍ଷା ବିଧାନଂ ରତ୍ରୌ କ୍ରିୟତେ – ରାତ୍ରି ପଦେନ ପ୍ରଦୋଷ ଏବ କର୍ମକାଳ। ରକ୍ଷା କାରଣ ମନ୍ତ୍ର- ଓଁ ଘଣ୍ଟକର୍ଣ୍ଣ ମହାବୀର ! ସର୍ବବ୍ୟାଧି ନିବାରଣ, ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟାଃ। କଣ୍ଠେ … ଅଧିକ ପଢନ୍ତୁ

ରାଶି ଅନୁଯାଇ କରନ୍ତୁ ଜନ୍ମାଷ୍ଟମୀ ପୂଜା, ମିଳିବ ମନୋବାଞ୍ଛିତ ଫଳ।

ରାଶି ଅନୁସାରେ ଜାଣନ୍ତୁ ଜନ୍ମାଷ୍ଟମୀରେ କେମିତି କରିବେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା? ସାଧାରଣତଃ ଲୋକମାନେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀକୁ ହରିଜନ୍ମ ବୋଲି ମଧ୍ୟ କହିଥାନ୍ତି ବା ହରିଜନ୍ମ ବ୍ରତ ଭାବରେ ପାଳନ କରନ୍ତି। ନର ରୂପରେ ଶ୍ରୀହରି ମର୍ତ୍ୟରେ ଜନ୍ମ ଗ୍ରହଣ କରି ଲୀଳା କରିଯାଇଛନ୍ତି। ସବୁ ରାଶିର ଅଧିପତି ଗ୍ରହ ହୋଇଥିବାରୁ ଓ ଗ୍ରହ ମାନଙ୍କର ଇଷ୍ଟ ଗ୍ରହରୁପି ଜନାର୍ଦନ ଶ୍ରୀହରି ହୋଇଥିବାରୁ ହରିଜନ୍ମ ବ୍ରତ ପାଳନ କଲେ ଗ୍ରହ ପୀଡାରୁ … ଅଧିକ ପଢନ୍ତୁ

କୁଣ୍ଡଳୀରେ ଯଦି ବୃହସ୍ପତି ନିଚ୍ଚରେ ଥାଆନ୍ତି, ତେବେ କରନ୍ତୁ ଏହି ୫ଟି ଉପାୟ।

ବୃହସ୍ପତିଙ୍କର ଶୁଭଫଳ ପାଇଁ ଗୁରୁବାରର ଦିନ କରନ୍ତୁ ଏହି ୫ଟି ଉପାୟ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମ କୁଣ୍ଡଳୀରେ ଥିବା ସମସ୍ତ ଗ୍ରହ ମାନକ ପ୍ରଭାବ ଦ୍ଵାରା ଆମେ ପରିଚାଳିତ ହେଉ। କୁଣ୍ଡଳୀରେ ଥିବା ୯ଟି ଯାକ ଗ୍ରହ କିଛି ନା କିଛି ଫଳ ନିଶ୍ଚିନ୍ତ ଦିଅନ୍ତି, କିଏ କମ ତ କିଏ ଅଧିକା, ଏହା ସେମାନଙ୍କ ସ୍ଥିତିକୁ ନେଇ ଗଣନା କରାଯାଏ। ଯେଉଁ ଗ୍ରହ ନିଜର ଉଚ୍ଚ ରାଶିରେ … ଅଧିକ ପଢନ୍ତୁ

error: Content is protected !!