ପଞ୍ଚୁଦୋଳ ମେଳଣ। କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ମାର୍ଚ୍ଚ ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୭, ୨୦୧୮

ପଞ୍ଚୁଦୋଳ ମେଳଣ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୩|୧|୧୯  ଇଂ ପ୍ରାତଃ ଘ ୬|୨|୧୦ସେ

ସୂର୍ଯ୍ୟାସ୍ତ ସିଂହ ଦ୪|୬|୪୨   ଇଂ ସଂଧ୍ୟା ଘ ୫|୪୬|୫୧ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୩ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୬ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି ରାତ୍ର ଘଣ୍ଟା ୨।୧।୪୫ସେକେଣ୍ଡ୍,

ବିଶାଖାନକ୍ଷତ୍ର ରାତ୍ର ଘଣ୍ଟା ୧୦।୩୪।୪୫ସେକେଣ୍ଡ୍, ତୂଳାଚନ୍ଦ୍ର ଦିବା ଘଣ୍ଟା୪।୮।୦ସେକେଣ୍ଡ୍,

ବ୍ୟାଘାତଯୋଗ ସଂଧ୍ୟା ଘଣ୍ଟା ୫।୧୫।୨୮ସେକେଣ୍ଡ୍,

ଗରକରଣ ଦିବା ଘଣ୍ଟା୨।୨୪।୨୭ସେକେଣ୍ଡ୍, ବାଣିଜ୍ୟକରଣ ରାତ୍ର ଘଣ୍ଟା୨।୧।୪୫ସେକେଣ୍ଡ୍,

ରବ୍ୟଂଶଽ୨୨।୧୬।୫୯, ସୂକ୍ଷ୍ମଚନ୍ଦ୍ର ରାଶି ୬।୨୪।୪୩।୪୬,

ଦିନମାନ ଘଣ୍ଟା ୧୧।୪୪।୪୧ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୫।୧୯ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ରାତ୍ର ଘଣ୍ଟା ୨।୧।୪୫ସେକେଣ୍ଡ୍ ଗତେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୨।୧।୪୫ସେକେଣ୍ଡ୍, ମଧ୍ୟେ ନିମ୍ବ ଓ ପରେ ତାଳ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୩୬ମିନିଟ୍, ଦିବା ଘଣ୍ଟା ୯।୫୭ମିନିଟ୍ ରୁ ଘଣ୍ଟା ୧୧।୩୧ମିନିଟ୍, ଦିବା ଘଣ୍ଟା ୩।୨୬ମିନିଟ୍ ରୁ ୫ଟା, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬।୩୬ମିନିଟ୍ ରୁ ଘଣ୍ଟା ୯।୩ମିନିଟ୍, ରାତ୍ର ଘଣ୍ଟା ୧।୫୭ମିନିଟ୍ ରୁ ଘଣ୍ଟା ୬।୨ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୫୨ମିନିଟ୍ ରୁ ଘଣ୍ଟା ୩।୨୬ମିନିଟ୍, ରାତ୍ର ଘଣ୍ଟା ୯।୩ମିନିଟ୍ ରୁ ଘଣ୍ଟା ୧୦।୪୧ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିବା ଘଣ୍ଟା୪।୮।୦ସେକେଣ୍ଡ୍ ଗତେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ନକ୍ଷତ୍ରମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧୦।୩୪।୪୫ସେକେଣ୍ଡ୍ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଚଞ୍ଚଳମତି। 

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ରାତ୍ରଘଣ୍ଟା୧୦।୩୪।୪୫ସେକେଣ୍ଡ୍ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ ଓ ରାତ୍ର ଘଣ୍ଟା ୨।୧।୪୫ସେକେଣ୍ଡ୍ ଗତେ ଏକପାଦ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ ଓ ବାରବେଳା- ଦିବା ଘଣ୍ଟା୧୧।୫୬ମିନିଟ୍ ରୁ ଘଣ୍ଟା୧।୨୪ମିନିଟ୍ ମଧ୍ୟେ। କାଳବେଳା- ସକାଳ ଘଣ୍ଟା ୯।୧ମିନିଟ୍ ରୁ ଘଣ୍ଟା ୧୦।୨୯ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୩ଟା ରୁ ଘଣ୍ଟା ୪।୩୨ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୨।୧୬।୫୯-୨୫/୧୧, ଚନ୍ଦ୍ରରାଶି-୬।୨୪।୪୩।୪୬-୧୬୫/୭, ମଙ୍ଗଳରାଶି-୭|୨୯|୪୩|୨୫-୧୮/୮, ବୁଧରାଶି-୧୧|୭|୮|୨-୨୬/୧୨, ବୃହସ୍ପତି ରାଶି-୬|୨୯|୮|୪-୧୬/୭, ଶୁକ୍ରରାଶି-୧୧|୫|୫୬|୫୮-୨୬/୧୨,

ଶନିରାଶି-୮|୧୩|୩୬|୫୮-୨୦/୯, ରାହୁରାଶି-୩|୨୦|୪୨|୧୧-୯/୪, କେତୁରାଶି-୯|୨୦|୪୨|୧୧-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ଟା ୪୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ । ୬ଟା ୨୭ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୮ଟା ୧ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୪୩ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୪୩ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୧୧ଟା ୫୬ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ୪ଟା ୯ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୬ଟା ୧୮ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୨୬ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୩୮ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୫୩ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୨ଟା ୫୮ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୪୭ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି କ୍ରୟବିକ୍ରୟ, ଦିକ୍ଷାଗ୍ରହଣ କରିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା୪।୮ମିନିଟ୍ ମଧ୍ୟେ ବିଶାଖାନକ୍ଷତ୍ର  ତୂଳାରାଶି ଓ ଗୁରୁ ମହାଦଶାରେ ଜନ୍ମ। ଦିବା ଘଣ୍ଟା୪।୮ମିନିଟ୍ ପରେ ଓ ରାତ୍ର ଘଣ୍ଟା୧୦।୩୪।୪୫ସେକେଣ୍ଡ୍ ମଧ୍ୟେ ବିଶାଖାନକ୍ଷତ୍ର ବିଛାରାଶି ଓ ଗୁରୁ ମହାଦଶାରେ ଜନ୍ମ। ରାତ୍ର ଘଣ୍ଟା୧୦। ୩୪।୪୫ସେକେଣ୍ଡ୍ ପରେ  ଅନୁରାଧା ନକ୍ଷତ୍ର  ବିଛା ରାଶି ଓ ଶନି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!