Weekly Kumbha

Mesha
ùch

Brusha
aéh
Mithuna
cò[ê^

Karkata
KKðU

Singha
iòõj

Kanya
K^ýû

Tula
Zêkû

Bichha
aòQû

Dhanu
]^ê

Makara
cKe

Kumbha
Kê¸

Mina
cú^

Weekly Horoscope Kumbha

Kê¸ eûgò

^ûce cìk @le Mê, ùM ùjûA[ôùf: ]^òÂû ^lZâö ùMû, iû, iú, iê ùjûA[ôùf: gZbòhû ^lZâö ùi, ùiû, \û ùjûA[ôùf: _ìaðbû\â_\ ^lZâö

gêbew: Kkû, ^úk, I @ûKûgú, gêb@u: 8, gêbeZÜ: ^úkû, gêbaûe: gêKâ I g^òaûe, gêbù\aú: cwkû cû’, gêbù\aZû: g^òù\aö

NûZaûe: Mêeêaûe, NûZcûi: bû\âa, NûZZò[ô: Rdû aû 3, 8, 13, NûZ^lZâ: @û\âðû, NûZP¦â: ]^ê, NûZfMÜ: cò[ê^ö

a¥qòZß: @a]ìZ, ù~ûMú, iû]K, Z_Êú, iZ¥ùLûRú, @ù^ßhK, ~gÊú, iù´\^gúk, icûR _âòd, KêUê´ù_âcú, cZ_eòa©ð^, _âgûiK, KùVûe _eògâcú, KéZm,\dûkê, aÈûbìhY ù_âcò, @ûkiú, \êeûMâjú, iûjiú, ùKûâ]~êq, _ùeû_Kûeú, ~ò\¨ùLûe,\û¸òK, iað\û Kû~ð¥Z_ôe, lYùKû_òö

Odia Calendar 2020 (New)


iû¯ûjòK eûgò`k Kê¸ [ September 14 to September 20, 2020]

ù\÷^òK iû¯ûjòK cûiòK aûhðòK

G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ଗୃହବାହନ ପ୍ରାପ୍ତି, ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ ଓ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ସ୍ଥଳ ବିଶେଷରେ ବିନା ପରିଶ୍ରମରେ ଅଧିକ ଲାଭବାନ ହେବେ। ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାର ସାମର୍ଥ୍ୟ ବଢ଼ିବ। କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବାକୁ ହକ୍ ହେବେ। ଅପେକ୍ଷାକୃତ ସୁସ୍ଥ ବାତାବାରଣ ପାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ। ବୁଡ଼ି ଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ। ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନ ହେବ। ମହତ୍ ଉଦ୍ଦେଶ୍ୟ ଓ ଉଚ୍ଚ ଆକାଂକ୍ଷା ପୂର୍ଣ୍ଣ ହେବ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Odia Calendar 2020 (New)

error: Content is protected !!