Weekly Karkata

Mesha
ùch

Brusha
aéh
Mithuna
cò[ê^

Karkata
KKðU

Singha
iòõj

Kanya
K^ýû

Tula
Zêkû

Bichha
aòQû

Dhanu
]^ê

Makara
cKe

Kumbha
Kê¸

Mina
cú^

Weekly Horoscope Karkata

KKðU eûgò

^ûce cìk @le ùjûA[ôùf: _ê^aðiê^lZâö jê, ùj, ùjû, Wû ùjûA[ôùf: _êh¥û^lZâö Wò,Wê,ùW,ùWû ùjûA[ôùf: @ùgæhû^lZââö

gêbew: i`û]kû I Kâúc¨, gêb@u: 2, gêbeZÜ: cêqû, gêbaûe: ùiûc, gêKâ, eaòI g^òaûe, gêbù\aú: Zâú_êeûiê¦eú, gêbù\aZû: gòa I P¦âö

NûZaûe: aê]aûe, NûZcûi: cûN, NûZZò[ô: b\âû aû 2, 7, 12, NûZ^lZâ: @^êeû]û, NûZP¦â: iòõj, NûZfMÜ: Zêkûö

a¥qòZß: @]¥d^_âòd, Rk_âòd, bûaêK, @iêiÚ geúe, KÌ^ûgúk, iùyûU, @lcûgúk, Kêgk _âa§K, ^ìZ^ ù~ûR^ûùe i`kZû, PZêe, aê¡òcû^, Kêgk a¥aiûdú, ^òÂêe, cûZéêbq, KéZm, \dûkê, iûjiú, ùKûâ]~êq, _ùeû_Kûeú, ~ò\¨ùLûe, \û¸òK, iað\û Kû~ð¥Z_ôe, lYùKû_ò ùjùfc]¥ \dûaû^ö

Odia Calendar 2020 (New)


iû¯ûjòK eûgò`k KKðU [ September 14 to September 20, 2020]

ù\÷^òK iû¯ûjòK cûiòK aûhðòK

G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି, ଶତୃ ମାନଙ୍କୁ ପରାସ୍ତ କରି ପାରିବେ ଓ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖା ଦେବା ଫଳରେ ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ। ସନ୍ତାନ ମାନଙ୍କ ଭବିଷ୍ୟତ ଚିନ୍ତା କରି ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର:- ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।

Odia Calendar 2020 (New)

error: Content is protected !!