Weekly Bichha

Mesha
ùch

Brusha
aéh
Mithuna
cò[ê^

Karkata
KKðU

Singha
iòõj

Kanya
K^ýû

Tula
Zêkû

Bichha
aòQû

Dhanu
]^ê

Makara
cKe

Kumbha
Kê¸

Mina
cú^

Weekly Horoscope Bichha

aòQû eûgò

^ûce cìk @le ùZû ùjûA[ôùf: aògûLû^lZâö ^û, ^ú, ^ì, ù^ ùjûA[ôùf: @^êeû]û^lZâ ù^û, ~û, ~ê ùjûA[ôùf: ùR¥Âû^lZâö

gêbew: fûf, gêb@u: 9, gêbeZÜ: eq_âaûk, gêbaûe: eaòaûe I cwkaûe, gêbù\aú: cwkû cû’, gêbù\aZû: E\âù\aö

NûZaûe: gêKâaûe, NûZcûi: ùR¥Â, NûZZò[ô: ^¦û aû 1, 6, 11, NûZ^lZâ: ùeaZú, NûZP¦â: aéh, NûZfMÜ: aòQûö

a¥qòZß: @^úZò ^òdcùe PkYò, MYK, i^Ú, icúlK, iûjiú, ùKûâ]~êq, K©ða¥^òÂ, _ùeû_Kûeú, ~ò\¨ùLûe, \û¸òK, iað\û Kû~ð¥Z_ôe, GKaêSû, ÆÁaû\úö

Odia Calendar 2020 (New)


iû¯ûjòK eûgò`k aòQû [ September 14 to September 20, 2020]

ù\÷^òK iû¯ûjòK cûiòK aûhðòK

G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ। କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଅଚାନକ ଧନ ପ୍ରାପ୍ତି ହେବ ଓ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ଉଚ୍ଚଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବ। ଗୃହରେ ଥିବା କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତା ଭାବର ସମାଧାନ ହେବ। ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ଆଦାନ-ପ୍ରଦାନ କରି ଉଚିତ ଲାଭ ପାଇବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭ ଦାୟକ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

Odia Calendar 2020 (New)

error: Content is protected !!