ବିବାହ ଓ ଭଲପାଇବାରେ ସବୁଠୁ ଅଧିକ ଭରସାଯୋଗ୍ୟ ହୋଇଥାନ୍ତି ଏହି 5 ରାଶିର ଝିଅମାନେ – ଆପଣ ବି କହିବେ “ହଁ ସତକଥା”

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି 5ଟି ରାଶିର ଝିଅମାନେ ବିବାହ ଓ ଭଲପାଇବାରେ ସବୁଠୁ ଅଧିକ ଭରସାଯୋଗ୍ୟ ହୋଇଥାନ୍ତି

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶି ଅଛି। ଏହି ୧୨ଟି ରାଶିର ବିଶେଷତା ଓ ଗୁଣ ଅଲଗା ଅଲଗା ହୋଇଥାଏ। ସେଥିପାଇଁ ବିବାହ ପୂର୍ବରୁ ବ୍ୟକ୍ତି ନିଜ ପାଇଁ ପର୍ଫେକ୍ଟ ପାର୍ଟନର ଖୋଜିଥାନ୍ତି। ବିବାହ ପୂର୍ବରୁ ଜ୍ୟୋତିଷଙ୍କ ନିକଟରେ ଜାତକ ମିଳନ ଓ ରାଶି ଉପରେ ଧ୍ୟାନ ଦିଅନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର କନ୍ୟା ସବୁଠାରୁ ଅଧିକ ଭରସାଯୋଗ୍ୟ ହୋଇଥାନ୍ତି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଭାରତୀୟ ଜ୍ୟୋତିଷଶାସ୍ତ୍ର ଅନୁସାରେ ରାଶି କୌଣସି ବ୍ୟକ୍ତିର ବ୍ୟକ୍ତିତ୍ଵକୁ ମହତ୍ବପୂର୍ଣ ଭୂମିକା ଅଟେ। ଏହି ରାଶି ଦ୍ଵାରା ବ୍ୟକ୍ତିର ସ୍ଵଭାବ, ବ୍ୟବହାର, ପସନ୍ଦ ଅପସନ୍ଦ ବିଷୟରେ ଜାଣିହୁଏ। ଏହି କଥା କନ୍ୟା ମାନଙ୍କ ଉପରେ ମଧ୍ୟ ଲାଗୁ ହୋଇଥାଏ। ଆସନ୍ତୁ ଜାଣିବା ଏହି ୫ଟି ରାଶିର କନ୍ୟାଙ୍କ ବିଷୟରେ, ଯିଏ ସବୁଠାରୁ ବହୁତ ଭରସାଯୋଗ୍ୟ ହୋଇଥାନ୍ତି।

ବୃଷ ରାଶିର କନ୍ୟା :

କହିବାକୁ ଗଲେ ସବୁଠାରୁ ଅଧିକ ବିଶ୍ଵାସୀ ବା ଭରସାଯୋଗ୍ୟ ବୃଷ ରାଶିର କନ୍ୟା ହୋଇଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃଷ ରାଶିର କନ୍ୟା ବିଶ୍ଵାସୀ ଓ ପାର୍ଟନରଙ୍କ ସହିତ ସବୁବେଳେ ଭଲରେ ରହିଥାନ୍ତି।

କର୍କଟ ରାଶିର କନ୍ୟା :

କର୍କଟ ରାଶି ବହୁତ ଚିନ୍ତାଶୀଳ ବୋଲି ମନାଯାଏ। କର୍କଟ ରାଶିର ସ୍ତ୍ରୀ ବା ପୁରୁଷ ଦୁହେଁ ବିବାହକୁ ନେଇ ବହୁତ ଦାୟିତ୍ଵବାନ ହୋଇଥାନ୍ତି। କହିବାକୁ ଗଲେ କର୍କଟ ରାଶିର ସ୍ତ୍ରୀ ସହିତ ବିବାହ କଲେ ଆପଣଙ୍କ ପାଇଁ ସୌଭାଗ୍ୟର କଥା। ଏମାନେ କାହାକୁ କଷ୍ଟ ଦିଅନ୍ତି ନାହିଁ ଓ ଭରସାଯୋଗ୍ୟ ହୋଇଥାନ୍ତି।

ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ, ଯାହା ଅନେକ ରୋଗ ଦୂର କରିଥାଏ।

କନ୍ୟା ରାଶିର କନ୍ୟା :

କନ୍ୟା ରାଶିର କନ୍ୟା ଆଦର୍ଶବାଦୀ ବୋଲି ମନାଯାଏ। ଏହି ରାଶିର କନ୍ୟା କାହାକୁ ଧୋକା ଦିଅନ୍ତି ନାହିଁ ବା ଧୋକା ସହିବା କ୍ଷମତା ନାହିଁ। ଏମାନେ ନିଜର ବିବାହକୁ ନେଇ ସକାରାତ୍ମକ ରୁହନ୍ତି। ଏହାର ବିପରୀତ ପରିସ୍ଥିତିରେ ମଧ୍ୟ ଆଦର୍ଶବାଦୀ ହେବା ପାଇଁ ଅଦଭୁତ କ୍ଷମତା ଥାଏ।

ବିଛା ରାଶିର କନ୍ୟା :

ବିଛା ରାଶିର କନ୍ୟା ହୃଦୟରୁ ବହୁତ ଭଲ ହେଇଥାନ୍ତି। ଏହି ରାଶିର କନ୍ୟା ଯଦି କାହାକୁ ଭଲ ପାଏ, ସେହି ବ୍ୟକ୍ତିକୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ବିବାହ କରେ। ଏହି ରାଶିର କନ୍ୟା ସର୍ବଦା ସତ କହିବା ଓ ସତ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି।

ଆହୁରି ପଢନ୍ତୁ: ଆପଣଙ୍କ କ୍ରୋଧର କାରଣ ଜାଣନ୍ତୁ! ନିଜ ରାଶି ଅନୁସାରେ।

ମକର ରାଶିର କନ୍ୟା :

ମକର ରାଶିର କନ୍ୟାକୁ ଭଲ ପାଇବା ମାମଲାରେ ବହୁତ ଭୋଲି ହେଇଥାନ୍ତି। ଏମାନେ ଗୋଟିଏ ପୁରୁଷ ସହିତ ଜୀବନ ସାରା ସମ୍ପର୍କ ରଖିବାକୁ ଚେଷ୍ଟା କରିଥାନ୍ତି। ମକର ରାଶିର କନ୍ୟା ବିଶ୍ଵାସୀ ହେବା ସହିତ ନିଜର ବିବାହକୁ ନେଇ ବହୁତ ଗମ୍ଭୀର ରହିଥାନ୍ତି।

ଯଦି ଏହି ୫ଟି ରାଶିର ଯେଉଁ କନ୍ୟା ସହିତ ବିବାହ କରନ୍ତି ତେବେ ଚେଷ୍ଟା ନିଶ୍ଚୟ କରିବେ କି ବୈବାହିକ ଜୀବନ କେମିତି ସୁଖରେ କଟାଇ ପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!