ଆପଣଙ୍କ ନାମରେ ଏକରୁ ଅଧିକ ଥର ଯଦି କୌଣସି ଅକ୍ଷର Repeat ହୋଇଛି ତେବେ ନିଶ୍ଚୟ ପଢନ୍ତୁ ଏହି ପୋଷ୍ଟ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଆପଣଙ୍କ ନାମରେ ମଧ୍ୟ ଅଛି ଗୋଟେ ଅକ୍ଷର ୨ କିମ୍ବା ତା ଠାରୁ ଅଧିକ ଥର, ତେବେ ନିଶ୍ଚୟ ପଢନ୍ତୁ ଏହି ପୋଷ୍ଟ ଟିକୁ।

ଯେତେବେଳେ ଗୋଟେ ପିଲା ଜନ୍ମ ହୁଏ ପ୍ରଥମେ ତାର ନାମ କାରଣ କରାଯାଏ। ଧାର୍ମିକ ଲୋକ ଧର୍ମ ହିସାବରେ ନିଜ ସନ୍ତାନମାନଙ୍କର ନାମ କାରଣ କରିଥାନ୍ତି, ତ ଯେଉଁ ମାନେ ଧର୍ମକୁ ମାନନ୍ତି ନାହିଁ ସେମାନେ ନିଜ ମନକୁ ଯାହା ଆସେ ସେମିତି ଏକ ନାମ ଦେଇ ଦିଅନ୍ତି। ହିନ୍ଦୁ ଧର୍ମରେ ଯୁଗ ଯୁଗରୁ ଚାଲି ଆସିଛି ଯେ ପିଲାଟିଏ ଜନ୍ମ ହେଲେ ତାର ଜନ୍ମ କୁଣ୍ଡଳୀ ତିଆରି ହୁଏ, ସେହି କୁଣ୍ଡଳୀ ହିସାବରେ ଯେଉଁ ନାମ ଠିକ ହେବ ସେମିତି ଏକ ନାମ ଦିଆଯାଏ। ଆଗକୁ ଯାଇ ବ୍ଯକ୍ତିର ସେହି ନାମ ହିଁ ତାର ପରିଚୟ ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅକ୍ଷରର ଦୋହରାଇବା ପକାଇଥାଏ ବ୍ୟକ୍ତି ଉପରେ ପ୍ରଭାବ-

ଆପଣ ଦେଖିଥିବେ କିଛି ଲୋକଙ୍କର ନାମରେ ଇଂରାଜୀର କିଛି ଅକ୍ଷର ଏକ ରୁ ଅଧିକ ଥର ଥାଏ। ଆଉ କିଛି ଲୋକଙ୍କ ନାମରେ କୌଣସି ବି ଅକ୍ଷର ୨ଥର ନ ଥାଏ। କଣ ଆପଣ ଜାଣିଛନ୍ତି ଏହା ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ କହିଥାଏ। ଏହା ପଛରେ ଥିବା ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଶବ୍ଦ ଆପାଣଙ୍କ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା ଏହା ଆମ ଜୀବନରେ କଣ ପ୍ରଭାବ ପାକଇଥାଏ।

ଆହୁରି ପଢନ୍ତୁ: ଜାଣିଲେ ଆଶ୍ଚର୍ଯ୍ୟ ହେବେ! ଡାଳିମ୍ବରେ ଥିବା ଔଷଧୀୟ ଗୁଣ ସମ୍ବନ୍ଧରେ, ଯାହା ଅନେକ ରୋଗ ଦୂର କରିଥାଏ।

ନାମାରେ ଏହି ଅକ୍ଷର ଯଦି ଦୋହରା ଯାଇଥାଏ ତେବେ ଏହା ହୁଏ ତାର ପ୍ରଭାବ-

ଯଦି କୌଣସି ବ୍ୟକ୍ତିର ନାମରେ A, I, J, Y, Q  ଏହି ସବୁ ଅକ୍ଷର ଏକ ରୁ ଅଧିକ ଥର ଥାଏ, ତେବେ ଏହାର ଅର୍ଥ ସେହି ବ୍ୟକ୍ତି ବହୁତ ମହତ୍ୱକାଂକ୍ଷୀ ଅଟନ୍ତି ଓ ସ୍ଵାଧୀନରେ ରହିବାକୁ ପସନ୍ଦ କରନ୍ତି।

ଯେଉଁ ବ୍ଯକ୍ତିର ନାମରେ B, R, K  ଅକ୍ଷର ରିପିଟ ହୁଏ ଏମିତିକା ଲୋକାମାନେ ବହୁତ ସଂବେଦନଶୀଳ ଅଟନ୍ତି, ଏମାନଙ୍କ ମନରେ ସର୍ବଦା ଅସୁରକ୍ଷିତର ଭାବନା ରହିଥାଏ।

ଯଦି ଆପଣଙ୍କ ନାମରେ C, G, S, L ଅକ୍ଷର ଦୋହରା ଯାଇଥାଏ, ତେବେ ଏହି ବ୍ୟକ୍ତି ମାନେ ବହୁତ ଭଲ ମଣିଷ ଅଟନ୍ତି। ଏମିତି କୁହାଯାଏ କି ଏଭଳି ଲୋକ ମାନଙ୍କର ସ୍ଵଭାବ ବହୁତ ଭଲ ହୋଇ ଥାଏ।

D, M, T ଏହି ସବୁ ଅକ୍ଷର ରିପିଟ ହୋଇଥିଲେ ବ୍ୟକ୍ତି କଠିନ ପରିଶ୍ରମୀ ହୋଇଥାଏ। ଏମାନେ ନିଜେ ବ୍ୟବସାୟ କଲେ ବହୁତ ଭଲ ଚାଲିବ।

ଆହୁରି ପଢନ୍ତୁ: ଆପଣଙ୍କ କ୍ରୋଧର କାରଣ ଜାଣନ୍ତୁ! ନିଜ ରାଶି ଅନୁସାରେ।

ଯେଉଁମାନଙ୍କ ନାମରେ E, N, H, X ରିପିଟ ହୋଇଥାଏ ସେମାନେ ବହୁତ ଧନୀ ହୋଇ ଥାନ୍ତି, କେବେ ବି ଧନ ଅଭାବ ଦେଖା ଦିଏ ନାହିଁ।

U, V, W ରିପିଟ ଥିଲେ ଏହି ବ୍ୟକ୍ତି ମାନେ ବହୁତ ଧାର୍ଯ୍ୟବାନ ଅଟନ୍ତି, ନିଜ କର୍ତ୍ତବ୍ୟରେ କେବେ ହେଲେ ଅବହେଳା କରନ୍ତି ନାହିଁ।

O, Z ଅକ୍ଷର ଦୁଇ ଥର ଥିଲେ ଆପଣ ବହୁତ ଧାର୍ମିକ ବ୍ୟକ୍ତି ଅଟନ୍ତି। ଯାହା କରିବାକୁ ଥରେ ନିଷ୍ପତ୍ତି ନିଅନ୍ତି ତାହା କରନ୍ତି।

P, F, ଅକ୍ଷର ଦୋହରା ଯାଇ ଥିଲେ ଏହି ଲୋକ ମାନଙ୍କୁ ବ୍ୟବସାୟରେ ବହୁତ ସଫଳତା ପ୍ରାପ୍ତି ହୁଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!