କେବେବି ନିଜ ଘରେ ଏହି ସବୁ ବସ୍ତୁ ରଖନ୍ତୁ ନାହିଁ ନଚେତ ମା ଲକ୍ଷ୍ମୀଙ୍କ କୃପା ରହିବ ନାହିଁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେବେବି ନିଜ ଘରେ ଏହି ସବୁ ବସ୍ତୁ ରଖନ୍ତୁ ନାହିଁ ନଚେତ ମା ଲକ୍ଷ୍ମୀଙ୍କ କୃପା ରହିବ ନାହିଁ।

ଭାରତ ବର୍ଷରେ ଜ୍ୟୋତିଶ ଶାସ୍ତ୍ରର ମହତ୍ତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ବହୁତ ସମୟରେ ଜ୍ୟୋତିଶ ଶାସ୍ତ୍ର ଜୀବନର ସବୁ କିଛି ବିଗିଡି ଯାଇଥିବା କାର୍ଯ୍ୟକୁ ସଜାଡିବାରେ ସାହାଯ୍ୟ କରିଥାଏ । ଆମେ କିଛି ବି ନୂତନ କାର୍ଯ୍ୟ ଆରମ୍ଭ କରିବା ଆଗରୁ ଜ୍ୟୋତିଶଙ୍କୁ ଜଣାଇଥାଉ ଓ ଜ୍ୟୋତିଶ ଅନୁସାରେ ନୂତନ କାର୍ଯ୍ୟ ଆରମ୍ଭ କରିଥାଉ।  ଯେମିତିକ ନୂତନ ଘର , ଯାନବାହନ କିଣିବା, ବିବାହ, ବ୍ରତଘର ସବୁ କିଛି କରିବାରେ ଜାତକ ଶାସ୍ତ୍ରର ମହତ୍ତ୍ୱ କାହାକୁ ବା ଅଜଣା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆହୁରି ପଢନ୍ତୁ: ସମସ୍ତ କଷ୍ଟରୁ ମୁକ୍ତି ପାଇଁ ରାଶି ଅନୁଯାଇ କରନ୍ତୁ ଏହି ଉପାୟ।

ଜ୍ୟୋତିଶ ଶସ୍ତ୍ରରେ ଘରର ସୁଖ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟ ବହୁତ କିଛି ନିୟମ ଅଛି ଯାହାକୁ ପାଳନ କରି ଆମେ ଘରର ସୁଖ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରିପାରିବା।ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଘରର ଆଗରେ କିଛି ଜିନିଷ ରହିବା ଦ୍ୱାରା ଘରେ ବାସ୍ତୁ ଦୋଷ ରହିଥାଏ ଏହାଦ୍ୱାରା ଜୀବନରେ ଉନ୍ନତି ହୁଏନି ଘରେ ସବୁ ସମୟରେ ଅଶାନ୍ତି ଲାଗି ରହିଥାଏ।

ଜାଣନ୍ତୁ ଶାସ୍ତ୍ର ଅନୁସାରେ ଘରର ଆଗରେ କ’ଣ ରହିଲେ ଶୁଭ ହୋଇଥାଏ ଓ କ’ଣ ରହିଲେ ଘର ଆଗରେ ଅଶୁଭ ହୋଇଥାଏ।

ଘରର ଦୁଆରେ ଏମିତି କିଛି ଜିନିଷ ରଖନ୍ତୁ ନାହିଁ ଯାହା ଦ୍ୱାରା କି, ନକରାତ୍ମକ ଶବ୍ଦ ଘର ଭିତରକୁ ପ୍ରବେଶ କରି ପାରିବ । ପ୍ରଥମରେ ଘର ଆଗରେ କିଛି କଣ୍ଟା ଯୁକ୍ତ ଗଛ ଲଗାନ୍ତୁ ନାହିଁ କିମ୍ବା ତାକୁ ବଢେଇବା କୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଦେବା, ଦେବୀ ଙ୍କ କୃପା ହୋଇନଥାଏ । ଦ୍ୱିତୀୟ ରେ, ଘର ଦ୍ୱାରରେ ଭଙ୍ଗା ଆସବାବପତ୍ର ରଖନ୍ତୁ ନାହିଁ। ଏହା ରହିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ମଧ୍ୟ ଆସିଥାଏ।

ଆହୁରି ପଢନ୍ତୁ: ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ।

ଯଦି ଆପଣଙ୍କ ଘରେ ପୂରୁଣା ଓ ଫଟା ବାସନ ରହିଥାଏ ତେବେ ଏହା କୁ ଘରର ଦ୍ୱାର ରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ର ଆଗମନ ହୋଇଥାଏ । ଏବଂ ଘରେ ସୁଖ, ଶାନ୍ତି ଉଭେଇ ଯାଏ। ଘରର ଲୋକ କେବେ ଖୁସି ହୋଇପାରିବେ ନାହିଁ । ସେଥିପାଇଁ ଘରର ଲୋକ ସବୁ ସମୟରେ ଏହି ସବୁ ଜିନଷ ପ୍ରତି ଧ୍ୟାନ ଦିଅନ୍ତୁ ଯାହା ଦ୍ୱାରା ଆପଣଙ୍କର ବାସ୍ତୁ ଦୋଷ ରହିବ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!