କେଉଁ ଭଗବାନଙ୍କୁ କରିବେ ପୂଜା? ଜାଣନ୍ତୁ ନିଜ ରାଶି ଅନୁସାରେ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷତିଷମାନେ ମାନନ୍ତି କି ସବୁ ରାଶି ଅନୁସାରେ ଭଗବାନଙ୍କ ପୂଜା ସହ କିଛି ଖାସ୍ ବସ୍ତୁ ଯୋଡ଼ାଯାଇଛି । ଏହାଦ୍ବାରା ଭଗବାନ ଶୀଘ୍ର ପ୍ରସନ୍ନ ହୁଅନ୍ତି ।  ଚାଲନ୍ତୁ ଜାଣିବା ଆପଣଙ୍କ ରାଶି ଅନୁସାରେ କେମିତି କରିବେ ପୂଜା ଏବଂ ପାଇବେ ସମସ୍ତ ସମସ୍ୟାର ସମାଧାନ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ-

ଏମାନଙ୍କର ସବୁଠୁ ବଡ ସମସ୍ଯା ମନର ଚଞ୍ଚଳତା । ହନୁମାନଙ୍କ ଉପାସନା ଦ୍ଵାରା ଲାଭବାନ ହେବ । ପୂଜାରେ ଲାଲ ରଙ୍ଗର ଫୁଲ ବ୍ୟବହାର କରନ୍ତୁ ।

Image Courtesy: Google

ବୃଷ-

ଏମାନଙ୍କର ସବୁଠୁ ବଡ ସମସ୍ଯା ଏମାନେ ବହୁତ ଜିଦ୍ ଖୋର । ଏହା ପାଇଁ ଶିବ ଭଗବାନଙ୍କୁ ପୂଜା କରନ୍ତୁ । ପୂଜାରେ ଧଳା ଚନ୍ଦନର ବ୍ୟବହାର ନିଶ୍ଚିନ୍ତ କରିବେ ।

ମିଥୁନ-

ଅସୁବିଧାରେ ସମୁଖିନ୍ନ ହେବା ଏମାନଙ୍କର ସବୁଠୁ ବଡ ସମସ୍ଯା । ଶ୍ରୀ କୃଷ୍ଣ ଙ୍କର ପୂଜା ସର୍ବୋତ୍ତମ ।

କର୍କଟ-

ଏମାନେ ବହୁତ ଭାବନ୍ତି, ଏହା ତାଙ୍କର ସବୁଠୁ ବଡ ସମସ୍ଯା । ଶିବଙ୍କ ଉପାସନା କରନ୍ତୁ । ପୂଜାରେ ଶଙ୍ଖ ନିଶ୍ଚେ ଫୁଙ୍କିବେ ।

ସିଂହ-

ଜୀବନରେ ବହୁତ ସଂଘର୍ଷ କରିବାକୁ ପଡେ । ଏହା ପାଇଁ ସୂର୍ଯ୍ୟ ଦେବଙ୍କୁ ପୂଜା କରନ୍ତୁ ।

Image Courtesy: Google

କନ୍ୟା-

ବଶ୍ୟକଠୁ ଅଧିକ ଧନ ପଛରେ ଗୋଡାଇବା ଆପଣଙ୍କର ସବୁଠୁ ବଡ ସମସ୍ଯା । ଆପଣ ମା’ ଦୂର୍ଗାଙ୍କର ଆରାଧନା କରନ୍ତୁ । ପୂଜାରେ ସୁଧ ଘିଅର ଦୀପ ନିଶ୍ଚିନ୍ତ ଜଳାନ୍ତୁ ।

ତୁଳା-

କୌଣସି କଥାକୁ ଗୁରତ୍ଵ ଣ ଦେବା ଏମାନଙ୍କର ସବୁଠୁ ବଡ ସମସ୍ଯା । କୃଷ୍ଣ ଙ୍କର ପୂଜା କରନ୍ତୁ । ପୂଜାରେ ଧଳା ପୁଷ୍ପ ବ୍ୟବହାର କରନ୍ତୁ ।

ବିଛା-

ଜୀବନ ବହୁତ କଷ୍ଟରେ ଓ ଧୀର ଗତିରେ ଚାଲେ । ହନୁମାନଙ୍କୁ ପୂଜା କରନ୍ତୁ । ପୂଜାରେ ତୁଳସୀ ନିଶ୍ଚିନ୍ତ ଅର୍ପଣ କରନ୍ତୁ ।

ଧନୁ-

ଅପାଣଙ୍କ କଥା ଆପଣଙ୍କର ସବୁଠୁ ବଡ ସମସ୍ଯା । ସୁରଜ୍ୟର ଉପାସନା କରନ୍ତୁ । ଧଳା ରଙ୍ଗର ମିଠା ଭୋଗ ଲଗାନ୍ତୁ ।

Image Courtesy: Google

ମକର-

ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେବା ଏମାନଙ୍କର ସମସ୍ଯା । ଶିବଙ୍କୁ ଉପାସନା କରନ୍ତୁ । ହଳଦୀ ରଙ୍ଗର ଆସନରେ ବସି ପୂଜା କରନ୍ତୁ ।

କୁମ୍ବ-

ଅନ୍ୟ ପଛରେ ପଡିବା ଏମାନଙ୍କର ସମସ୍ଯା । ଶ୍ରୀ କୃଷ୍ଣ ଙ୍କର ଉପାସନା କରନ୍ତୁ । ପୂଜାରେ ଚନ୍ଦନ ଧୂପକାଠି ପ୍ରୟୋଗ କରନ୍ତୁ ।

ମୀନ-

ଜୀବନରେ ସବୁ କଥାକୁ ବେଖାତିର କରିବା ଏମାନକ ସମସ୍ଯା । ଏହା ପାଇଁ ଗଣେଶ ଭଗବାନଙ୍କୁ ଉପାସନା କରନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!