ମନସା ପଞ୍ଚମୀ, ବୁଧ ପଶ୍ଚିମାସ୍ତ, ଲୋକମାନ୍ୟ ବାଳଗଙ୍ଗାଧର ତିଳକଙ୍କ ତିରୋଧାନ ଦିବସ। ଦୈନିକ ପାଞ୍ଜି: ଅଗଷ୍ଟ ୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ , ୨୦୧୮

ମନସା ପଞ୍ଚମୀ, ବୁଧ ପଶ୍ଚିମାସ୍ତ, ଲୋକମାନ୍ୟ ବାଳଗଙ୍ଗାଧର ତିଳକଙ୍କ ତିରୋଧାନ ଦିବସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୭।୧ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୨୦।୨୧ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୧୬ ଦିନ ରାଷ୍ଟ୍ରିୟ ଶ୍ରାବଣମାସ ୧୦ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚନ୍ଦ୍ରମାନ  ଶ୍ରାବଣମାସ  କୃଷ୍ଣପକ୍ଷ,  ଚତୁର୍ଥୀତିଥୀ ଦିବା ଘଣ୍ଟା ୧୦।୨୩।୪୦ସେକେଣ୍ଡ,

ପୂର୍ବଭାଦ୍ରପଦ ନକ୍ଷତ୍ର ଦିବା ଘଣ୍ଟା ୧୧।୨୫।୫୨ସେକେଣ୍ଡ, ମୀନଚନ୍ଦ୍ର ଅହୋରାତ୍ର,

ଅତିଗଣ୍ଡଯୋଗ ଦିବା ଘଣ୍ଟା ୨।୪୨।୫୬ସେକେଣ୍ଡ

ବାଳବକରଣ ଦିବା ଘଣ୍ଟା ୧୦।୨୩।୪୦ସେକେଣ୍ଡ, କୌଳବକରଣ ରାତ୍ର ଘଣ୍ଟା ୧୧।୩।୨୨ସେକେଣ୍ଡ

ରବ୍ୟଂଶଽ ୧୪।୩୬।୩୯,ସୂକ୍ଷ୍ମଚନ୍ଦ୍ର ରା୧୧।୦।୧୪।୨୭

ଦିନମାନ ଘଣ୍ଟା ୧୨।୫୪।୪ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୫।୫୬ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତ କୋଣେ ଦିବା ଘଣ୍ଟା ୧୦।୨୩।୪୦ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୦।୨୩।୪୦ସେକେଣ୍ଡ ମଧ୍ୟେ ମୂଳା ପରେ ବେଲ, ପଣଶ ନ ଖାଇଲେ ଭଲ।

ଶୁଭସମୟ

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୦୬ମିନିଟ୍, ଘଣ୍ଟା ୯-୪୧ମିନିଟ୍ ରୁ ଘଣ୍ଟା ୧୧-୨୪ମିନିଟ୍, ଦିବା ଘଣ୍ଟା ୩-୪୧ମିନିଟ୍ ରୁ ଘଣ୍ଟା ୫-୪ମିନିଟ୍, ସଂଧ୍ୟା ୭ଘଣ୍ଟା ରୁ ରାତ୍ର ଘଣ୍ଟା ୯-୧୪ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୫-୨୩ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୧-୫୮ମିନିଟ୍ ରୁ ଘଣ୍ଟା ୩-୪୧ମିନିଟ୍, ମାହେନ୍ଦ୍ର ରାତ୍ର ଘଣ୍ଟା ୯-୧୪ମିନିଟ୍ ରୁ ଘଣ୍ଟା ୧୦-୪୩ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବାଘଣ୍ଟା ୧୧।୨୫।୫୨ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

କର୍କଟ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା ୧୧।୨୫।୫୨ସେକେଣ୍ଡ ମଧ୍ୟେ ସାତମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୧୧।୨୫ମିନିଟ୍ ମଧ୍ୟେ ଏକପାଦ ଦୋଷ ଯୋଗେ ପ୍ରତିକାର କରଣୀୟ।

ଅଶୁଭସମୟ

ରାହୁକାଳ ଓ ବାରବେଳା- ଦିବା ଘଣ୍ଟା ୧୧।୫୧ମିନିଟ୍ ରୁ ଘଣ୍ଟା ୧।୨୯ମିନିଟ୍, କାଳବେଳା- ସକାଳ ଘଣ୍ଟା ୮।୩୮ମିନିଟ୍ ରୁ ଘଣ୍ଟା ୧୦।୧୫ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୨।୩୯ମିନିଟ୍ ରୁ ଘଣ୍ଟା ୪।୨ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବି ରାଶି-୩।୧୪।୩୬।୩୯, ଚନ୍ଦ୍ର ରାଶି-୧୧।୦।୧୪।୨୭, ମଙ୍ଗଳ ରାଶି-୯।୮।୪୬।୫୩,

ବୁଧ ରାଶି-୩।୨୭।୫୭।୧୦, ବୃହସ୍ପତି ରାଶି-୬।୧୯।୫୫।୪୯, ଶୁକ୍ର ରାଶି-୪।୨୯।୪୧।୫୫,

ଶନି ରାଶି-୮।୯।୨୬।୧୫, ରାହୁ ରାଶି-୩।୧୧।୪୭।୩୫, କେତୁ ରାଶି-୯।୧୧।୪୭।୩୫।

ଉଦୟଲଗ୍ନ

ନିଶାନ୍ତ ଘଣ୍ଟା ୪।୧୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୩୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୦ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧।୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୩।୧୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୫।୨୦ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୭।୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୫ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୨।୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୧୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ

ଆଜି ବାଣିଜ୍ୟକରଣ, ଦେବତା ଗଠନ, ଯାନକ୍ରୟ ଓ ଯାନାଦି ଆରୋହଣ, ଔଷଧ ସେବନ, ନାଟ୍ୟାରମ୍ଭ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧୧।୨୫।୫୨ସେକେଣ୍ଡ୍ ମଧ୍ୟେ ପୂର୍ବଭାଦ୍ରପଦନକ୍ଷତ୍ର  ମୀନରାଶି ଗୁରୁମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୧।୨୫।୫୨ସେକେଣ୍ଡ୍ ପରେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶି ଶନିମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!