ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଆପଣଙ୍କ ନାମ ବି S,R,P,B,M,N ଅକ୍ଷରରୁ ଆରମ୍ଭ ହେଉଛି ତାହେଲେ ଆପଣଙ୍କ ପାଇଁ ବଡ ଖୁସିଖବର।

ମନୁଷ୍ୟ ଜନ୍ମ ନେଲା ବେଳେ ନିଜ ଭାଗ୍ୟ ରେଖା ସହ ଏହି ସଂସାର କୁ ଆସିଥାଏ। ଯେତେବେଳେ ସେ ଜନ୍ମ ହୁଏ ଜନ୍ମ ହେବାର ୨୦ ଦିନ ପରେ ତାର ନାମକରଣ ହୋଇଥାଏ। ତେବେ ନାମକରଣ ପାଇଁ ବହୁତ ବଡ଼ ଆୟୋଜନ ବି ହୋଇଥାଏ। ତେବେ କଣ ଆପଣମାନେ ଜାଣିଛନ୍ତି ଏହି ନାମ ର ଜ୍ୟୋତିଷ ଶାସ୍ତ୍ର ରେ ବହୁତ ମହତ୍ୱ ରହିଛି। ବହୁତ ଗଣନା କରାଯାଇ ଏହି ନାମ ଗୁଡିକ ଦିଆଯାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେଥିପାଇଁ ପାଇଁ ନାମ ଗୁଡିକରୁ ମଧ୍ୟ ବ୍ୟକ୍ତି କେମିତି ହୋଇଥାଏ ତାହା ଜଣାଯାଏ। ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତି ମାନଙ୍କ ବିଷୟରେ ଯାହାଙ୍କ ନାମ ଇଂରାଜୀ ଅକ୍ଷର S,P,R,B,M,N ରୁ ଆରମ୍ଭ ହୋଇଥାଏ।

ଆହୁରି ପଢନ୍ତୁ: ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ବଦଳି ପାରେ ଆପଣଙ୍କ ଭାଗ୍ୟ।

ପ୍ରଥମେ ଜାଣିବା S ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟରେ। ଏହି ବ୍ୟକ୍ତି ମାନେ ବହୁତ ପରିଶ୍ରମୀ ହୋଇଥାନ୍ତି।ପରିଶ୍ରମ ଦ୍ୱାରା ସେ ଅତି କଷ୍ଟ କାର୍ଯ୍ୟ କୁ ବି ସହଜ କରି ଦିଅନ୍ତି ପ୍ରେମ ମାମଲା ରେ ଏମାନେ ଟିକେ ଲାଜକୁଲା ସ୍ୱଭାବ ର। ନିଜ ଭଲ ପାଇବାକୁ କାହାକୁ କହିପାରନ୍ତି ନାହିଁ।

ଏବେ ଜାଣିବା P ନାମ ଥିବା ଲୋକଙ୍କ ବିଷୟରେ। ଯାହାଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭଲ ହୋଇଥାନ୍ତି। ଅନ୍ୟ ର ସାହାଯ୍ୟ କରିବାକୁ ସବୁବେଳେ ଭଲ ପାନ୍ତି। କେବେ ବି କାହା ବିଷୟରେ ଖରାପ କୁହନ୍ତିନି କି ଖରାପ ଭାବନ୍ତିନି। ନିଜ ଜୀବନ ଉପରେ ଅଧିକ ଧ୍ୟାନ ଦେବାକୁ ପସନ୍ଦ କରନ୍ତି।

ଏବେ ଜାଣିବା R ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ବିଷୟରେ। ଯେଉଁ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ସେମାନେ ନିଜ କଥା ଭାବିବା ପୂର୍ବରୁ ଅନ୍ୟ କଥା ଭାବନ୍ତି।ଏମାନେ ଖୁସି ମିଜାଜ ର। ନିଜେ ଯେମିତି ବି ଥାନ୍ତୁ ଅନ୍ୟକୁ ସବୁବେଳେ ହସାଉଥାନ୍ତି।

ଏବେ ଜାଣିବା B ଅକ୍ଷର ରୁ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ବିଷୟରେ। ଯେଉଁମାନେ ଏହି ଅକ୍ଷର ନାମଧାରୀ ସେମାନେ ନିଜ କଥା କାହା ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ ସେଥିପାଇଁ ବହୁତ ସମୟରେ ହଇରାଣ ରେ ପଡନ୍ତି। ସମସ୍ତଙ୍କୁ ସାହାଯ୍ୟ କରନ୍ତି। ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି କିନ୍ତୁ ବାହାରକୁ ଦେଖାନ୍ତିନି।

ଆହୁରି ପଢନ୍ତୁ: ପ୍ରଭାତରୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ସବୁ ବସ୍ତୁ। ନଚେତ…

ଏବେ ଜାଣିବା M ଅକ୍ଷର ରେ ଆରମ୍ଭ ହେଉଥିବା ବ୍ୟକ୍ତି ଙ୍କ ବିଷୟରେ। ଯେଉଁ ଲୋକଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ସେମାନେ ଅଧିକାଂଶ ଖେଳ ପ୍ରେମୀ ହୋଇଥାନ୍ତି।ଏହିମାନେ ପଢ଼ାକୁ ସ୍ୱଭାବର ହୋଇଥାନ୍ତି। କିନ୍ତୁ ମନ ସବୁବେଳେ ବିଚଳିତ ଥାଏ।

ଏବେ ଜାଣିବା N ଅକ୍ଷର ରେ ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ବିଷୟରେ। ଯେଉଁ ଲୋକମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଖାଦ୍ୟ ପ୍ରିୟ ହୋଇଥାନ୍ତି। ସୁସ୍ୱାଦୁ ଖାଦ୍ୟ ଦେଖିଲେ ରହିପାରନ୍ତି ନାହିଁ। ଏମାନେ ବହୁତ କର୍ତ୍ତବ୍ୟ ନିଷ୍ଠା ର ସହ ସବୁ କାର୍ଯ୍ୟ ସମ୍ପାଦନ କରିଥାନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!