ଦୈନିକ ପାଞ୍ଜି: ଅଗଷ୍ଟ ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ , ୨୦୧୮

ବୈଷ୍ଣବ ସମ୍ମତ କାମଦା ଏକାଦଶୀ ଉପବାସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୮।୩୯ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୬।୨୨ସେକେଣ୍ଡ

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୨୩ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୭ଦିନ ବୁଧବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ଦ୍ୱାଦଶୀତିଥୀ ରାତ୍ର ଘଣ୍ଟା ୨।୧୧।୨୬ ସେକେଣ୍ଡ,

ମୃଗଶିରାନକ୍ଷତ୍ର ଦିବା ଘଣ୍ଟା ୧୦।୪୮।୩ ସେକେଣ୍ଡ, ମିଥୁନଚନ୍ଦ୍ର ଅହୋରାତ୍ର,

ହର୍ଷଣଯୋଗ ରାତ୍ର ଘଣ୍ଟା ୧୧।୪୪।୩୮ ସେକେଣ୍ଡ

କୌଳବକରଣ ଦିବା ଘଣ୍ଟା ୩।୪୭।୯ ସେକେଣ୍ଡ, ତୈତିଳକରଣ ରାତ୍ର ଘଣ୍ଟା ୨।୧୧।୨୬ ସେକେଣ୍ଡ

ରବ୍ୟଂଶଽ ୨୧।୧୮।୫୦, ସୂକ୍ଷ୍ମଚନ୍ଦ୍ର ରା୨।୩।୨୩।୯

ଦିନମାନ ଘଣ୍ଟା ୧୨।୪୮।୫ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୧୧।୫୫ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ନୈଋତ କୋଣେ ରାତ୍ର ଘଣ୍ଟା ୨।୧୧।୨୬ ସେକେଣ୍ଡ ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାତ୍ର ଘଣ୍ଟା ୨।୧୧।୨୬ ସେକେଣ୍ଡ ମଧ୍ୟେ ପୋଇ, ମଶୁର ଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୦୭ମିନିଟ୍, ଦିବା ଘଣ୍ଟା ୯-୪୧ମିନିଟ୍ ରୁ ଘଣ୍ଟା ୧୧-୨୩ମିନିଟ୍, ଦିବା ଘଣ୍ଟା ୩-୩୯ମିନିଟ୍ ରୁ ଘଣ୍ଟା ୫-୨୧ମିନିଟ୍, ସଂଧ୍ୟା ଘଣ୍ଟା ୬-୫୭ମିନିଟ୍ ରୁ ରାତ୍ର ଘଣ୍ଟା ୯-୧୧ମିନିଟ୍, ରାତ୍ର ଘଣ୍ଟା ୧-୪୧ମିନିଟ୍ ରୁ ଘଣ୍ଟା ୫-୨୫ମିନିଟ୍ ମଧ୍ୟେ, ମାହେନ୍ଦ୍ର ଦିବା ଘଣ୍ଟା ୧-୫୬ମିନିଟ୍ ରୁ ଘଣ୍ଟା ୩-୩୯ମିନିଟ୍, ରାତ୍ର ଘଣ୍ଟା ୯-୧୧ମିନିଟ୍ ରୁ ଘଣ୍ଟା ୧୦-୪୧ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନା ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି  ଓ ଦିବା ଘଣ୍ଟା ୧୦।୪୮।୩ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

କର୍କଟ ରାଶିର ଘାତବାର। କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା ୧୦।୪୮।୩ ସେକେଣ୍ଡ ଗତେ ପାଞ୍ଚମାସ ଗଣ୍ଡଦୋଷ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ-ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ରାଘ୨।୧୧ମିନିଟ୍ ମଧ୍ୟେ ଏକପାଦ ତିଥିଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ ବାରବେଳା- ଦିବା ଘଣ୍ଟା ୧୧।୫୧ମିନିଟ୍ ରୁ ଘଣ୍ଟା ୧।୨୭ମିନିଟ୍, କାଳବେଳା- ସକାଳ ଘଣ୍ଟା ୮।୩୯ମିନିଟ୍ ରୁ ଦିବା ଘଣ୍ଟା ୧୦।୧୫ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୨।୩୯ମିନିଟ୍ ରୁ ଘଣ୍ଟା ୪।୩ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରାଶି-୩।୨୧।୧୮।୫୦, ଚନ୍ଦ୍ର ରାଶି-୨।୩।୨୩।୯, ମଙ୍ଗଳ ରାଶି-୯।୭।୦।୨୨, ବୁଧ ରାଶି-୩।୨୩।୧୩।୧୧, ବୃହସ୍ପତି ରାଶି-୬।୨୦।୨୫।୫୯, ଶୁକ୍ର ରାଶି-୫।୬।୫୬।୫, ଶନି ରାଶି-୮।୯।୫।୪୭, ରାହୁ ରାଶି-୩।୧୧।୪୯।୩୦, କେତୁ ରାଶି-୯।୧୧।୪୯।୩୦।

ଉଦୟଲଗ୍ନ-

ରାତ୍ର ଘଣ୍ଟା ୩।୪୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୮।୧୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୩୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୪୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୪।୫୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୪୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୧୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୫୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୩୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୩୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୪୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ-

ଆଜି ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ନୂତନ ଅକ୍ଷର ଆରମ୍ଭ, ଔଷଧ ସେବନ, ଧାନ୍ୟ ସ୍ଥାପନ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୧୦।୪୮।୩ ସେକେଣ୍ଡ ମଧ୍ୟେ ମୃଗଶିରାନକ୍ଷତ୍ର  ମିଥୁନରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧୦।୪୮।୩ ସେକେଣ୍ଡ ପରେ  ଆରର୍ଦ୍ରାନକ୍ଷତ୍ର  ମିଥୁନରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣି ପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!