ସମସ୍ୟା ଅନୁସାରେ ଘରେ ରଖନ୍ତୁ ଅଲଗା ଅଲଗା ଧାତୁରେ ପ୍ରସ୍ତୁତ କଇଁଛ, ଜାଣନ୍ତୁ ଆପଣଙ୍କ ପାଇଁ କେଉଁଟା ଠିକ
ସମସ୍ତ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସମସ୍ଯା ନିଶ୍ଚୟ ଥାଏ। ସେହି ସବୁ ସମସ୍ୟାରୁ ମୁକ୍ତି ପାଇଁ ସାଧାରଣତଃ ଆମେମାନେ ଭଗବାନଙ୍କର ଶରଣାପନ୍ନ ହୋଇଥାଉ ଏବଂ ପୂଜା ପାଠ କରିଥାଉ । କିନ୍ତୁ ଏହା ବ୍ଯତୀତ ଅନ୍ୟ କିଛି ମଧ୍ୟ ଅଚିହ ଯାହା ଆପଣଙ୍କ ସମସ୍ଯା ସମାଧାନ କରିପାରିବ । ବାସ୍ତୁ ଶାସ୍ତ୍ର ଓ ଫେଙ୍ଗ୍ସୁଇରେ ମଧ୍ୟ ଏହି ସବୁ ସମସ୍ଯାର ସମାଧାନ ଉଲ୍ଲେଖ ଅଛି । ସେହି … ଅଧିକ ପଢନ୍ତୁ