ମାତା ସରସ୍ଵତୀଙ୍କ ଏହି ପାଞ୍ଚଟି ଜିନିଷକୁ ଘରେ ରଖିଲେ କ୍ୟାରିୟରରେ ସଫଳତା ମିଳିଥାଏ।  

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସମସ୍ତେ ନିଜ କ୍ୟାରିଅରକୁ ସୁଦୃଢ କରିବା ପାଇଁ ସ୍ଵପ୍ନ ଦେଖନ୍ତି। କେତେ ବ୍ୟକ୍ତିଙ୍କୁ ସହଜରେ ସଫଳତା ମିଳିଯାଏ ଓ ଆଉ କେତେ ବ୍ୟକ୍ତିଙ୍କୁ ପରିଶ୍ରମ କରିଥିଲେ ମଧ୍ୟ ସଫଳତା ମିଳେ ନାହିଁ। ଏମିତିବି କାରଣ ଅଛି ଯାହା ନିଜ କ୍ୟାରିଅରକୁ ସଜାଡିଥାନ୍ତି, ସେଠାରେ ଏନର୍ଜି ନଥାଏ, ଯେମିତି କି ପଢିବା ପାଇଁ ସବୁ ସୁବିଧା ହେବା ଉଚିତ୍। ବାସ୍ତୁ ବିଜ୍ଞାନ ଏପରି ଅଟେ ଯାହା ଆମ୍ଭର ଆଖ-ପାଖର ଏନର୍ଜିର ଉପଯୋଗର ବାତାବରଣକୁ ଆମର ସଫଳତା ପାଇଁ ସଜାଗ କରିଥାଏ। ଯଦି ଆପଣ ନିଜ କ୍ୟାରିଅର ପ୍ଲାନ କରୁଛନ୍ତି, ତେବେ ତାହାଠାରୁ ଅଧିକ ସଫଳତା ପାଇଁ ମାତା ସରସ୍ଵତୀଙ୍କ ସଂଯୁକ୍ତ ଏହି ପାଞ୍ଚଟି ଜିନିଷକୁ ବା ଯେକୌଣସି ଗୋଟିଏ ଘରେ ରଖିଲେ କ୍ୟାରିଅରରେ ସଫଳତା ମିଳିଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

 

ଏହି ପାଞ୍ଚଟି ଜିନିଷ –

୧- ବୀଣା –

ଏହା ମାତା ସରସ୍ଵତୀଙ୍କ ଅତି ପ୍ରିୟ ବସ୍ତୁ ଅଟେ। ଏହାକୁ ବହୁତ ପବିତ୍ର ମନାଯାଏ ଓ ଏହାକୁ ଘରେ ରଖିଲେ ସୁଖ-ଶାନ୍ତିର ବାତାବରଣ ମିଳେ। ଏଥିରେ ଆମର ରଚନାତ୍ମକ ବୃଦ୍ଧି ପାଏ।

୨- ହଂସ –

ହଂସ ମାତା ସରସ୍ଵତୀଙ୍କ ବାହନ ଅଟେ। ଏହାକୁ ଶୁଭ ମନାଯାଏ। ହଂସର ଛବି ବା ଫଟୋ ବା ସୋ-ପିସ ଘରର ଏପରି ଜାଗାରେ ରଖିବା ଦରକାର ଯାହା ସମସ୍ତଙ୍କ ନଜର ସେହି ଫଟୋ ଉପରେ ପଡିବ। ଏଥିରେ ଶାନ୍ତି ଓ ଫୋକସ ମିଳିଥାଏ।

 

୩- ମୟୂର ପଙ୍ଖ –

ମୟୂର ପଙ୍ଖ ବା ପର ସବୁ ଦେବୀ-ଦେବତାଙ୍କ ସମ୍ବନ୍ଧିତ ଅଟେ। ଏହାକୁ ଘରେ ରଖିବା ବହୁତ ଭଲ ବୋଲି କୁହାଯାଏ। ଏହା ନେଗେଟିବ୍ ଏନର୍ଜିକୁ ଦୂର କରିଥାଏ।

୪- ପଦ୍ମଫୁଲ –

ସବୁବେଳେ ପୂଜାସ୍ଥଳରେ ପଦ୍ମଫୁଲ ପୂଜା କରିବା ଉଚିତ୍। ପ୍ରତ୍ୟେକ ଦିନ ପଦ୍ମଫୁଲକୁ ମନ୍ଦିରରେ ରଖିଲେ ଗୃହରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହୁଏ। ଯାହା ନିଜର ଟାରଗେଟ୍ କୁ ସତେଜ କରିବା ପାଇଁ ସାହାଯ୍ୟ କରିଥାଏ।

 

୫- ମାତା ସରସ୍ଵତୀଙ୍କ ମୂର୍ତ୍ତି ବା ଫଟୋ –

ମାତା ସରସ୍ଵତୀଙ୍କୁ ବିଦ୍ୟାର ଭଣ୍ଡାର ବୋଲି କୁହାଯାଏ। ତାଙ୍କର ମୂର୍ତ୍ତି ବା ଫଟୋକୁ ଘରେ ରଖି ପ୍ରତ୍ୟେକ ଦିନ ପୂଜା କରିଲେ ଜୀବନରେ ସଫଳତା ଓ ତରକ୍କି ମିଳିଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!