ସାପ୍ତାହିକ ରାଶିଫଳ: ୧୭ ଜୁନ୍ ରୁ ୨୩ ଜୁନ୍, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର ହେବ ଆକସ୍ମିକ ଧନ ପ୍ରାପ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। କର୍ମକ୍ଷେତ୍ରରେ ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉଚ୍ଚଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା … ଅଧିକ ପଢନ୍ତୁ

ରବି ଚଳିଲେ ମିଥୁନ ରାଶିକୁ ଏହି ସାତୋଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅତ୍ୟନ୍ତ ଶୁଭ ଫଳ

ମେଷ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ।  ବ୍ୟବସାୟରେ ସଫଳତା, ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅର୍ଥ ସଂପର୍କିତ  ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଆର୍ଥିକ ଉନ୍ନତି, ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୧୦ ଜୁନ୍ ରୁ ୧୬ ଜୁନ୍, ଏହି ସପ୍ତାହରେ ଏହି ସବୁ ରାଶି ବ୍ୟକ୍ତିଙ୍କର ଭାଗ୍ୟରେ ହେବ ପରିବର୍ତ୍ତନ

ସାପ୍ତାହିକ ରାଶିଫଳ: ୧୦ ଜୁନ୍ ରୁ ୧୬ ଜୁନ୍ ମେଷ:- ଏ ସପ୍ତାହରେ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ସନ୍ତାନ କ୍ଷେତ୍ରରେ ଉନ୍ନତି ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ। ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ରୟ କରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ … ଅଧିକ ପଢନ୍ତୁ

ଏହି ୩ ପ୍ରକାରରେ କରିଲେ ପୂଜା ମିଳିବ ଭଗବାନଙ୍କର ଆଶିଷ, ନିଶ୍ଚୟ ପଢନ୍ତୁ

ପୂଜା ହେଉଛି ସନାତନ ଧର୍ମର ଏକ ଅଭିନ୍ନ ଅଙ୍ଗ । ଇଶ୍ଵର ଆମକୁ ଜୀବନ ଦେଇଛନ୍ତି, ସେଥିପାଇଁ ଆମେ ତାଙ୍କୁ କିପରି ଧନ୍ୟବାଦ ଦେବା ? ଏହାର ସମାଧାନ ପାଇଁ ଆମ ଶାସ୍ତ୍ରରେ ଦୈନିକ ପୂଜାର ବିଧାନ କୁହାଯାଇଛି । ପୂଜା କରିବାର ଅଲଗା ଅଲଗା ଉଦେଶ୍ୟ ଥାଏ, ତା ମଧ୍ୟରୁ ସବୁଠୁ ସର୍ବ ଶ୍ରେଷ୍ଠ ଉଦେଶ୍ୟ ହେଉଛି ଇଶ୍ଵରଙ୍କ ପ୍ରତି ନିଜର ପ୍ରେମ ବା କୃତଜ୍ଞତା ଜ୍ଞାପନ କରିବା … ଅଧିକ ପଢନ୍ତୁ

ଦୈନିକ ରାଶିଫଳ: ୪ ଜୁନ୍ ୨୦୧୯, ମା ମଙ୍ଗଳାଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କ ଜୀବନରେ ଆସିବ ବଡ ପରିବର୍ତ୍ତନ

ମେଷ:- ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ଚାକିରି କ୍ଷେତ୍ରରେ ଉନ୍ନତିର ସୂଚନା ପାଇବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ବ୍ୟବସାୟକ୍ଷେତ୍ରରେ ଅନେକ ସୂତ୍ରରୁ କିଛି ଧନ ପାଇବାର ଯୋଗ ଅଛି। ରାଜନୀତି କ୍ଷେତ୍ରରେ କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ। ସମ୍ମାନର ସହିତ ଦିନଚର୍ଯ୍ୟା କରି ଚଳିବାରେ ବାଧା ଉପୁଜିବ ନାହିଁ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ୩ ଯୁନ୍ ରୁ ୯ ଯୁନ୍, ଏହି ସପ୍ତାହରେ ଏହି ସବୁ ରାଶିର ବ୍ୟକ୍ତିଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ଅଛି

ସାପ୍ତାହିକ ରାଶିଫଳ: ୩ ଯୁନ୍ ରୁ ୯ ଯୁନ୍ ମେଷ:- ଏ ସପ୍ତାହରେ ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ମହିଳାମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଯୁବକ-ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ … ଅଧିକ ପଢନ୍ତୁ

ବ୍ୟବସାୟ କରୁଥିଲେ ବାସ୍ତୁର ଏହି ୬ଟି ଟିପ୍ସ ଆପଣଙ୍କର ବହୁତ କାମରେ ଆସିବ

ବର୍ତ୍ତମାନ ସମୟରେ ସମସ୍ତ ବ୍ୟକ୍ତି ବାସ୍ତୁକୁ ବହୁତ ମହତ୍ଵ ଦେଉଛନ୍ତି । କିନ୍ତୁ ଏହାର ପାଳନ କେମିତି କରିବେ ସେ ବିଷୟରେ ଜାଣି ପାରୁ ନାହାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବାସ୍ତୁ ସମ୍ବନ୍ଧିତ କିଛି ଟିପ୍ସ କହିବାକୁ ଯାଉଛୁ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଏହି ସବୁ କଥାକୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ପ୍ରତ୍ୟକ ଦୋକାନୀ ସବୁଦିନ ନିଜ ଦୋକାନକୁ ସଫା … ଅଧିକ ପଢନ୍ତୁ

ପୂଜା କରିବା ସମୟରେ ଭଗବାନଙ୍କୁ କ୍ଷମା ମାଗିବାର ଏ ହେଉଛି ପରମ୍ପରା , ଏହାଦ୍ଵାରା ଶେଷ ହୁଏ ଆମର ଅହଂକାର

ପୂଜାରେ ହୋଇଥିବା ଭୁଲର କ୍ଷମା ମାଗିବା ପାଇଁ କ୍ଷମାୟାଚନା ମନ୍ତ୍ର ପଢିବା ଆବଶ୍ୟକ ଦେବୀ ଦେବତାଙ୍କ ପୂଜାରେ ମନ୍ତ୍ର ର ବିଶେଷ ମହତ୍ଵ ଅଛି । ଶାସ୍ତ୍ର ରେ ପ୍ରାର୍ଥନା, ସ୍ନାନ, ଧ୍ୟାନ ଏବଂ ଭୋଗ ଆଦି ମନ୍ତ୍ର ଭଳି କ୍ଷମାପାର୍ଥନା ର ମନ୍ତ୍ର ମଧ୍ୟ କୁହାଯାଇଛି । ପୂଜା ଭଗବାନଙ୍କ ଆରାଧନାର ଏକ ବିଧାନ ଅଟେ । ଆମେ ଏହି ଧର୍ମ କର୍ମକୁ ପରମ୍ପରା ଏବଂ ଶାସ୍ତ୍ର ଅନୁସାରେ … ଅଧିକ ପଢନ୍ତୁ

error: Content is protected !!