ଏହି ନବରାତ୍ରିରେ କିଭଳି କନ୍ୟା ମାନଙ୍କୁ ପୂଜା କରିବେ, ଜାଣନ୍ତୁ ଏହାର ବିଧାନ
ବିଧାନ ଅନୁସାରେ ବର୍ତ୍ତମାନ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏହି ନବରାତ୍ରି ଏକ ଖୁସିର ପର୍ବ ଅଟେ । ଏହି ପର୍ବରେ ମନ ପ୍ରଫୁଲ୍ଲିତ ରହେ । ଏହି ପୂଜା ଉପାସନାରେ ମାତା ଦେବୀ ବହୁତ ପ୍ରସନ୍ନ ହୁଅନ୍ତି । କିନ୍ତୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ କେବଳ ଶ୍ଳୋକ, ମନ୍ତ୍ର, ଉପବାସ ଓ ଯଜ୍ଞ ଦ୍ଵାରା ଦେବୀଙ୍କୁ ପ୍ରସନ୍ନ କରାଯାଇ ପାରିବ ନାହିଁ । ତେଣୁ ଏହି … ଅଧିକ ପଢନ୍ତୁ