ମକର ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୬, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୩୧|୨୨ ଇଂ ପ୍ରାତଃ ଘ୬|୨୦|୪୨ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୪|୨୪|୧୪   ଇଂ ସଂଧ୍ୟା ଘ୫|୩୪|୧୫ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୪ ଦିନ ରାଷ୍ଟ୍ରିୟ ମାଘମାସ ୧୭ ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି ସକାଳ ଘ୮।୧।୫୧ସେ,

ଚିତ୍ରା ନକ୍ଷତ୍ର ଦିବା ଘ୧୦।୫୩।୪୭ସେ, ତୁଳାଚନ୍ଦ୍ର ଅହୋରାତ୍ର,

ଶୂଳଯୋଗ ଦିବା ଘ୧୧।୦।୫୫ସେ,

ବାଣିଜ୍ୟକରଣ ସକାଳ ଘ୮।୧।୫୧ସେ, ବିଷ୍ଟିକରଣ ରାତ୍ରି ଘ୮।୧୭ ମି,

ରବ୍ୟଂଶଽ୨୩।୪।୨୨, ସୂକ୍ଷ୍ମଚନ୍ଦ୍ର ରାଶି ୬।୪।୧୩।୫୭,

ଦିନମାନ ଘ୧୧।୧୩।୩୩ସେ, ନିଶାମାନ ଘ୧୨।୪୬।୨୭ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ପଶ୍ଚିମେ ସକାଳ ଘ୮।୧।୫୧ସେ, ପରେ ବାୟବ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସକାଳ ଘ୮।୧।୫୧ସେ, ମଧ୍ୟେ ନିମ୍ବ ପରେ ତାଳ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘ୮।୩୬ମି ରୁ ଘ୧୦।୫୦ମି, ଦିବା ଘ୧।୫ମି ରୁ ଘ୨।୩୫ମି, ଦିଘ୩।୧୯ମି ରୁ ଘ୪।୪୯ମି, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘ୬।୨୫ମି, ରାତ୍ରି ଘ୮।୫୯ମି ରୁ ଘ୧୧।୩୨ମି, ରାଘ୨।୫ମି ରୁ ଘ୩।୪୮ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୧୦।୫୩।୪୭ସେ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ  ପରେ ସକାଳ ଘ୮।୧।୫୧ସେ ଗତେ ଦ୍ଵିପାଦ ବାର ଓ ତିଥିଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଅଶୁଭ ସମୟ-

ରାହୁକାଳ-ଦିବା ଘ୨।୪୮ମି ରୁ ଘ୪।୧୨ମି ମଧ୍ୟେ । କାଳବେଳା- ଦିବା ଘ୧।୨୪ମି ରୁ ଘ୨।୪୮ମି ମଧ୍ୟେ । ବାରବେଳା- ସକାଳ ଘ୭।୪୭ମି ରୁ ଘ୯।୧୧ମି ମଧ୍ୟେ । କାଳରାତ୍ରି- ରାତ୍ରିଘ୭।୧୨ମି ରୁ ଘ୮।୪୮ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୩।୪।୨୨-୨୨/୧୦, ଚନ୍ଦ୍ରରାଶି-୬।୪।୧୩।୫୭-୧୪/୭, ମଙ୍ଗଳରାଶି-୭|୧୨|୨୦|୪୯-୧୭/୮, ବୁଧରାଶି-୯|୧୪|୪୬|୫୫-୨୨/୧୦, ବୃହସ୍ପତିରାଶି-୬|୨୭|୪୦|୪-୧୬/୭, ଶୁକ୍ରରାଶି-୯|୨୯|୪୩|୧୬-୨୩/୧୦, ଶନିରାଶି-୮|୧୧|୧୩|୨୭-୧୯/୯, ରାହୁରାଶି-୩|୨୦|୫୫|୧୦-୯/୪, କେତୁରାଶି-୯|୨୦|୫୫|୧୦-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୪|୫୨ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୬|୪୫ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୨ମି, କୁମ୍ଭଘ୬|୪୫ମି, ମୀନଘ୮|୨୧ମି, ମେଷଘ୯|୫୫ମି, ବୃଷଘ୧୧|୩୭ମି,   ମିଥୁନଘ୧|୩୭ମି, କର୍କଟଘ୩|୫୦ମି, ସିଂହ ଘ୬|୩ମି, କନ୍ୟା ଘ୮|୧୨ମି, ତୁଳା ଘ୧୦|୨୦ମି, ବିଛା ଘ୧୨|୩୨ମି, ଧନୁଘ୨|୪୭ମି, ମକର ଘ୪|୫୨ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜିନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ଋଣଦାନ ଓ ଗ୍ରହଣ, ଖଡ୍ଗଧାରଣ, ହଳଆରମ୍ଭ କରିପାରିବେ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୦।୫୩।୪୭ସେ, ମଧ୍ୟେ ଚିତ୍ରାନକ୍ଷତ୍ର ତୁଳାରାଶି ମଙ୍ଗଳ ମହାଦଶାରେ ଜନ୍ମ ଦିବା ଘ୧୦।୫୩।୪୭ସେ, ପରେ ସ୍ଵାତିନକ୍ଷତ୍ର ତୁଳାରାଶି ରହୁ ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!