ବୃଷ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୫, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୫, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୨୨|୪ ଇଂ ପ୍ରାତଃ ଘ୬|୨୧|୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୪|୧୧|୪୯   ଇଂ ସଂଧ୍ୟା ଘ୫|୩୩|୪୨ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୩ ଦିନ ରାଷ୍ଟ୍ରିୟ ମାଘମାସ ୧୬ ଦିନ ସୋମବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି ସକାଳ ଘ୮।୫।୪୨ସେ,

ହସ୍ତା ନକ୍ଷତ୍ର ଦିବା ଘ୧୦।୧୭।୧୩ସେ, କନ୍ୟାଚନ୍ଦ୍ର ରାତ୍ରି ଘ୧୦।୩୦।୦ସେ,

ଧୃତିଯୋଗ ଦିବା ଘ୧୨।୯।୨୭ସେ,

ତୈତିଳକରଣ ସକାଳ ଘ୮।୫।୪୨ସେ, ଗରକରଣ ରାତ୍ରି ଘ୭।୫୬।୦ସେ,

ରବ୍ୟଂଶଽ୨୩।୩।୩୪, ସୂକ୍ଷ୍ମଚନ୍ଦ୍ର ରାଶି ୫।୨୧।୯।୩୮,

ଦିନମାନ ଘ୧୧।୧୨।୩୬ସେ, ନିଶାମାନ ଘ୧୨।୪୭।୨୪ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ସକାଳ ଘ୮।୫।୪୨ସେ, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସକାଳ ଘ୮।୫।୪୨ସେ, ମଧ୍ୟେ ବେଲ  ପରେ ପଣସ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘ୭।୫୧ମି, ଦିବା ଘ୧୦।୫୦ମି ରୁ ଘ୧।୫ମି, ସଂଧ୍ୟା ଘ୬।୨୫ମି ରୁ ଘ୮।୫୯ମି, ରାତ୍ରି ଘ୧୧।୩୨ମି ରୁ ଘ୨।୫୬ମି ମଧ୍ୟେ। ମାହେନ୍ଦ୍ର- ଦିବା ଘ୩।୧୯ମି ରୁ ଘ୪।୪୯ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ରାତ୍ରି ଘ୧୦।୩୦।୦ସେ ଗତେ ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି। 

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୧୦।୧୭।୧୩ସେ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଘାତଚନ୍ଦ୍ର ଓ ଘାତବାର-

ବୃଷ ରାଶିର ଘାତଚନ୍ଦ୍ର। ମିଥୁନ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ପତିପ୍ରିୟା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।  

ଅଶୁଭ ସମୟ-

ରାହୁକାଳ-ସକାଳ ଘ୭।୪୭ମି ରୁ ଘ୯।୧୧ମି ମଧ୍ୟେ । କାଳବେଳା- ସକାଳ ଘ୭।୪୭ମି ରୁ ଘ୯।୧୧ମି ମଧ୍ୟେ । ବାରବେଳା- ଦିବାଘ୨।୪୮ମି ରୁ ଘ୪।୧୨ମି ମଧ୍ୟେ । କାଳରାତ୍ରି- ରାତ୍ରିଘ୧୦।୨୪ମି ରୁ ଘ୧୧।୫୯ମି ମଧ୍ୟେ।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୨।୩।୩୪-୨୨/୧୦, ଚନ୍ଦ୍ରରାଶି-୫।୨୧।୯।୩୮-୧୩/୬, ମଙ୍ଗଳରାଶି-୭|୧୧|୪୪|୧୩-୧୭/୮, ବୁଧରାଶି-୯|୧୩|୭|୫୪-୨୨/୧୦, ବୃହସ୍ପତିରାଶି-୬|୨୭|୩୪|୨୮-୧୬/୭, ଶୁକ୍ରରାଶି-୯|୨୮|୨୮|୨-୨୩/୧୦, ଶନିରାଶି-୮|୧୧|୭|୩୪-୧୯/୯, ରାହୁରାଶି-୩|୨୦|୫୪|୫୨-୯/୪, କେତୁରାଶି-୯|୨୦|୫୪|୫୨-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୫|୨୪ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୭|୧୭ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୩ମି, କୁମ୍ଭଘ୬|୪୯ମି, ମୀନଘ୮|୨୫ମି, ମେଷଘ୯|୫୯ମି, ବୃଷଘ୧୧|୪୧ମି,   ମିଥୁନଘ୧|୪୧ମି, କର୍କଟଘ୩|୫୪ମି, ସିଂହ ଘ୬|୭ମି, କନ୍ୟା ଘ୮|୧୦ମି, ତୁଳା ଘ୧୦|୨୪ମି, ବିଛା ଘ୧୨|୩୬ମି, ଧନୁଘ୨|୫୦ମି, ମକର ଘ୪|୫୬ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ନବବସ୍ତ୍ର ପରିଧାନ, ଅଳଙ୍କାରଧାରଣ, ଯାନକ୍ରୟ ଓ ଆରୋହଣ, ବାଣିଜ୍ୟକରଣ, ଋଣଦାନ ଓ ଗ୍ରହଣ, କ୍ରୟବିକ୍ରୟ, ନୌକାଚାଳନା, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାମକରଣ, ଅନ୍ନପ୍ରାଶନ୍ନ, ନିଷ୍କ୍ରାମଣ, ନବାନ୍ନଭକ୍ଷଣ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା,  ମନ୍ଦିର ନିର୍ମାଣ, ଦେବତାଗଠନ ଓ ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଧାନ୍ୟସ୍ଥାପନ, କୋର୍ଟବିବାହ, ଆରୋଗ୍ୟସ୍ନାନ, ଗୃହପ୍ରବେଶ, ହଳଆରମ୍ଭ, ବିହନବୁଣା, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ କରିପାରିବେ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୦।୧୭।୧୩ସେ, ମଧ୍ୟେ ହସ୍ତା ନକ୍ଷତ୍ର କନ୍ୟାରାଶି ଚନ୍ଦ୍ର ମହାଦଶାରେ ଜନ୍ମ ଦିବାଘ୧୦।୧୭।୧୩ସେ ପରେ ରାତ୍ରି ଘ୧୦।୩୦ମି ମଧ୍ୟେ ଚିତ୍ରାନକ୍ଷତ୍ର କନ୍ୟାରାଶି ମଙ୍ଗଳ ମହାଦଶାରେ ଜନ୍ମ ରାତ୍ରି ଘ୧୦।୩୦ମି ପରେ ଚିତ୍ରାନକ୍ଷତ୍ର ତୁଳାରାଶି ମଙ୍ଗଳ ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!