କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୮, ୨୦୧୮

ସୂର୍ଯ୍ୟଉଦୟ କୁମ୍ଭ ଦ୨|୪|୧୩    ଇଂ ପ୍ରାତଃ ଘ ୬|୭|୩୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ ସିଂହ ଦ୨|୪୯|୪୭   ଇଂ ସଂଧ୍ୟା ଘ ୫|୪୪|୨୩ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୬ଦିନ ରାଷ୍ଟ୍ରିୟ ଫାଲଗୁନମାସ ୯ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି ଦିବା ଘଣ୍ଟା ୧୧।୪୬।୨୭ସେକେଣ୍ଡ୍,

ଅଶ୍ଳେଷା ନକ୍ଷତ୍ର ରାତ୍ର ଘଣ୍ଟା ୧।୪୪।୩୮ସେକେଣ୍ଡ୍, କର୍କଟଚନ୍ଦ୍ର ରାତ୍ର ଘଣ୍ଟା ୧।୪୪।୩୮ସେକେଣ୍ଡ୍,

ଶୋଭନଯୋଗ ଦିବା ଘଣ୍ଟା ୧୧।୧୫।୫୨ସେକେଣ୍ଡ୍,

ତୈତିଳକରଣ ଦିବା ଘଣ୍ଟା୧୧।୪୬।୨୭ସେକେଣ୍ଡ୍, ଗରକରଣ ରାତ୍ର ଘଣ୍ଟା ୧୦।୨୦।୦ସେକେଣ୍ଡ୍,

ରବ୍ୟଂଶଽ୧୫।୧୬।୪, ସୂକ୍ଷ୍ମଚନ୍ଦ୍ର ରାଶି ୩।୧୮।୩।୦,

ଦିନମାନ ଘଣ୍ଟା ୧୧।୩୬।୪୭ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୩।୧୩ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ଦିବା ଘଣ୍ଟା ୧୧।୪୬।୨୭ସେକେଣ୍ଡ୍, ପରେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘଣ୍ଟା ୧୧।୪୬।୨୭ସେକେଣ୍ଡ୍, ମଧ୍ୟେ ବାଇଗଣ ଓ ପରେ ବିରିଜାତୀୟ ଖାଦ୍ୟ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୭।୪୧ମିନିଟ୍, ଦିବା ଘଣ୍ଟା ୧୦।୦ମିନିଟ୍ ରୁ ଘଣ୍ଟା ୧୧।୩୩ମିନିଟ୍, ଦିବା ଘଣ୍ଟା ୩।୨୫ମିନିଟ୍ ରୁ ଘଣ୍ଟା ୪।୫୮ମିନିଟ୍,  ସଂଧ୍ୟା ଘଣ୍ଟା ୬।୩୪ମିନିଟ୍ ରୁ ଘଣ୍ଟା ୯।୨ମିନିଟ୍, ରାତ୍ର ଘଣ୍ଟା ୨।୦ମିନିଟ୍ ରୁ ଘଣ୍ଟା ୬।୮ମିନିଟ୍ ମଧ୍ୟେ। ମାହେନ୍ଦ୍ର- ଦିବା ଘଣ୍ଟା ୧।୫୨ମିନିଟ୍ ରୁ ଘଣ୍ଟା ୩।୨୫ମିନିଟ୍,  ରାତ୍ର ଘଣ୍ଟା ୯।୨ମିନିଟ୍ ରୁ ଘଣ୍ଟା ୧୦।୪୨ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧।୪୪।୩୮ସେକେଣ୍ଡ୍ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୧।୪୪।୩୮ସେକେଣ୍ଡ୍ ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ ପରେ ପାଞ୍ଚମାସ ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦୁର୍ଭାଗୀ ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୧୧।୫୮ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ । କାଳବେଳା- ସକାଳ ଘଣ୍ଟା ୯।୪ମିନିଟ୍ ରୁ ଘଣ୍ଟା ୧୦।୩୧ମିନିଟ୍ ମଧ୍ୟେ। ବାରବେଳା- ଦିବା ଘଣ୍ଟା ୧୧।୫୮ମିନିଟ୍ ରୁ ଘଣ୍ଟା ୧।୨୫ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୩।୩ମିନିଟ୍ ରୁ ଘଣ୍ଟା ୪।୩୬ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୫।୧୬।୪-୨୪/୧୧, ଚନ୍ଦ୍ରରାଶି-୩।୧୮।୩।୦-୯/୪, ମଙ୍ଗଳରାଶି-୭|୨୫|୩୫|୩୯-୧୮/୮, ବୁଧରାଶି-୧୦|୨୪|୧୯|୨୫-୨୫/୧୧, ବୃହସ୍ପତି ରାଶି-୬|୨୯|୦|୪୦-୧୬/୭, ଶୁକ୍ରରାଶି-୧୦|୨୭|୧୩|୫୪-୨୫/୧୧, ଶନିରାଶି-୮|୧୩|୭|୪୨-୧୯/୯, ରାହୁରାଶି-୩|୨୦|୫୧|୧୩-୯/୪, କେତୁରାଶି-୯|୨୦|୫୧|୧୩-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ଘଣ୍ଟା ୫|୧୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୬|୫୫ମିନିଟ୍, ମେଷ ଘଣ୍ଟା ୮|୨୮ମିନିଟ୍, ବୃଷ ଘଣ୍ଟା ୧୦|୧୧ମିନିଟ୍, ମିଥୁନ ଘଣ୍ଟା ୧୨|୨୦ମିନିଟ୍, କର୍କଟ ଘଣ୍ଟା ୨|୨୩ମିନିଟ୍, ସିଂହ ଘଣ୍ଟା ୪|୩୭ମିନିଟ୍, କନ୍ୟା ଘଣ୍ଟା ୬|୪୬ମିନିଟ୍,ତୁଳା ଘଣ୍ଟା ୮|୫୩ମିନିଟ୍, ବିଛା ଘଣ୍ଟା ୧୧|୫ମିନିଟ୍, ଧନୁ ଘଣ୍ଟା ୧|୨୦ମିନିଟ୍, ମକର ଘଣ୍ଟା ୩|୨୬ମିନିଟ୍, କୁମ୍ଭ ଘଣ୍ଟା ୫|୧୫ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି କ୍ରୟବିକ୍ରୟ, ନୌକାନିର୍ମାଣ, ମୋକଦ୍ଦମାଦାୟର କରିପାରିବେ।  

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର  ଘଣ୍ଟା ୧ ।୪୪। ୩୮ ସେକେଣ୍ଡ  ମଧ୍ୟେ ଆଶ୍ଳେଷା ନକ୍ଷତ୍ର କର୍କଟ ରାଶି ବୁଧ ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ର ଘଣ୍ଟା୧।୪୪ ମିନିଟ୍ ୩୮ସେକେଣ୍ଡ ପରେ ମଘା ନକ୍ଷତ୍ର ସିଂହ ରାଶି ଓ କେତୁ ମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!