ଆଜି ସାମାନ୍ୟ ଗୋବିନ୍ଦ ଦ୍ଵାଦଶୀ ଓ ମହୋଦଧି ସ୍ନାନ। ମକର ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୨୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୨୭, ୨୦୧୮

ଆଜି ସାମାନ୍ୟ ଗୋବିନ୍ଦ ଦ୍ଵାଦଶୀ ଓ ମହୋଦଧି ସ୍ନାନ  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୧|୫୬|୮ ଇଂ ପ୍ରାତଃ ଘ ୬|୮|୨୦ସେ

ସୂର୍ଯ୍ୟାସ୍ତ ସିଂହ ଦ୨|୩୮|୪୦   ଇଂ ସଂଧ୍ୟା ଘ ୫|୪୪|୧ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୧୫ଦିନ ରାଷ୍ଟ୍ରିୟ ଫାଲଗୁନମାସ ୮ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, ଶୁକ୍ଳପକ୍ଷ, ଦ୍ଵାଦଶୀତିଥି ଦିବା ଘଣ୍ଟା ୨।୩୯।୨୮ସେକେଣ୍ଡ୍,

ପୁଷ୍ୟା ନକ୍ଷତ୍ର ରାତ୍ର ଘଣ୍ଟା ୩।୫୧।୩୪ସେକେଣ୍ଡ୍, କର୍କଟଚନ୍ଦ୍ର ଅହୋରାତ୍ର,

ସୌଭାଗ୍ୟଯୋଗ ଦିବା ଘଣ୍ଟା ୨।୪୮।୫୩ସେକେଣ୍ଡ୍,

ବାଳବକରଣ ଦିବା ଘଣ୍ଟା୨।୩୯।୨୮ସେକେଣ୍ଡ୍, କୌଳବକରଣ ରାତ୍ର ଘଣ୍ଟା ୧।୧୨।୦ସେକେଣ୍ଡ୍,

ରବ୍ୟଂଶଽ୧୪।୧୫।୪୯, ସୂକ୍ଷ୍ମଚନ୍ଦ୍ର ରାଶି ୩।୩।୨୫।୨,

ଦିନମାନ ଘଣ୍ଟା ୧୧।୩୫।୪୦ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୨୪।୨୦ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତକୋଣେ ଦିବା ଘଣ୍ଟା୨।୩୯।୨୮ସେକେଣ୍ଡ୍, ପରେ ଦକ୍ଷିଣେ ଯାତ୍ରା ନିଷେଧ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ନିଷେଧଖାଦ୍ୟ-

ଦିବା ଘଣ୍ଟା ୨।୩୯।୨୮ସେକେଣ୍ଡ୍, ମଧ୍ୟେ ପୋଇ, ମସୁରଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ–

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘଣ୍ଟା ୮।୨୭ମିନିଟ୍ ରୁ ଘଣ୍ଟା ୧୦।୪୬ମିନିଟ୍, ଦିବା ଘଣ୍ଟା ୧।୬ମିନିଟ୍ ରୁ ଘଣ୍ଟା ୨।୩୮ମିନିଟ୍,  ଦିବା ଘଣ୍ଟା ୩।୨୫ମିନିଟ୍ ରୁ ଘଣ୍ଟା ୪।୫୮ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା ୬।୩୪ମିନିଟ୍, ରାତ୍ର ଘଣ୍ଟା ୯।୨ମିନିଟ୍ ରୁ ଘଣ୍ଟା ୧୧।୩୧ମିନିଟ୍, ରାତ୍ର ଘଣ୍ଟା ୨।୦ମିନିଟ୍ ରୁ ଘଣ୍ଟା ୩।୩୯ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୩।୫୧।୩୪ସେକେଣ୍ଡ୍ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ରାତ୍ର ଘଣ୍ଟା ୩।୫୧।୩୪ସେକେଣ୍ଡ୍ ଗତେ ସମ୍ବତ୍ସର ଗଣ୍ଡଦୋଷ ଓ ରଜଶ୍ଚକ୍ରେ ଦରିଦ୍ରା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଏବଂ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ତିଥିଦୋଷ ଏବଂ ଦିବା ଘଣ୍ଟା୨।୩୯।୨୮ସେକେଣ୍ଡ୍ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।  

ଅଶୁଭସମୟ-

 ରାହୁକାଳ- ଦିବା ଘଣ୍ଟା ୨।୫୨ମିନିଟ୍ ରୁ ଘଣ୍ଟା ୪।୧୯ମିନିଟ୍ ମଧ୍ୟେ । କାଳବେଳା- ଦିବା ଘଣ୍ଟା ୧।୨୫ମିନିଟ୍ ରୁ ଘଣ୍ଟା ୨।୫୨ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୭।୩୮ମିନିଟ୍ ରୁ ଘଣ୍ଟା ୯।୪ମିନିଟ୍ ମଧ୍ୟେ । କାଳରାତ୍ରି- ରାତ୍ରି ଘଣ୍ଟା ୭।୧୯ମିନିଟ୍ ରୁ ଘଣ୍ଟା ୮।୫୨ମିନିଟ୍ ମଧ୍ୟେ। 

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୧୪।୧୫।୪୯-୨୪/୧୧, ଚନ୍ଦ୍ରରାଶି-୩।୩।୨୫।୨-୮/୪,  ମଙ୍ଗଳରାଶି-୭|୨୫|୦|୧-୧୮/୮, ବୁଧରାଶି-୧୦|୨୨|୨୫|୫୨-୨୫/୧୧, ବୃହସ୍ପତି ରାଶି-୬|୨୮|୫୮|୫୨-୧୬/୭, ଶୁକ୍ରରାଶି-୧୦|୨୫|୫୯|୫-୨୫/୧୧, ଶନିରାଶି-୮|୧୩|୩|୧୩-୧୯/୯, ରାହୁରାଶି-୩|୨୦|୫୨|୨୨-୯/୪, କେତୁରାଶି-୯|୨୦|୫୨|୨୨-୨୨/୧୦।

ଆଜିରଲଗ୍ନ

 ନିଶାନ୍ତ ଘଣ୍ଟା ୫|୧୯ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ମୀନ ଘଣ୍ଟା ୬|୫୯ମିନିଟ୍, ମେଷ ଘଣ୍ଟା ୮|୩୨ମିନିଟ୍, ବୃଷ ଘଣ୍ଟା୧୦|୧୫ମିନିଟ୍, ମିଥୁନ ଘଣ୍ଟା୧୨|୧୪ମିନିଟ୍, କର୍କଟ ଘଣ୍ଟା୨|୨୭ ମିନିଟ୍, ସିଂହ ଘଣ୍ଟା୪|୪୧ମିନିଟ୍, କନ୍ୟା ଘଣ୍ଟା୬|୫୦ମିନିଟ୍,ତୁଳା ଘଣ୍ଟା ୮|୫୭ମିନିଟ୍, ବିଛା ଘଣ୍ଟା୧୧|୯ମିନିଟ୍, ଧନୁ ଘଣ୍ଟା୧|୨୪ମିନିଟ୍, ମକର ଘଣ୍ଟା ୩|୩୦ମିନିଟ୍, କୁମ୍ଭ ଘଣ୍ଟା ୫|୧୯ମିନିଟ୍ ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ- 

ଆଜି ସୀମନ୍ତୋନୟନ, ଋଣଦାନ ଓ ଗ୍ରହଣ, ଖଡ୍ଗଧାରଣ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘ୩।୫୨ ମିନିଟ୍ ମଧ୍ୟେ ପୁଷ୍ୟା ନକ୍ଷତ୍ର କର୍କଟ ରାଶି ଶନି ମହାଦଶାରେ ଜନ୍ମହୋଇଛିବୋଲି ଜାଣିବେ ଓ ରାତ୍ର ଘଣ୍ଟା ୩ ।୫୨ ମିନିଟ୍ ପରେ ଅଶ୍ଳେଷା ନକ୍ଷତ୍ର କର୍କଟ ରାଶି ଓ ବୁଧ ମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!