ଶ୍ରାବଣ ମାସରେ ଏହି ୫ଟି କାମ ନିଶ୍ଚିନ୍ତ କରନ୍ତୁ, ଓ ଏହି ୭ଟି କାମରୁ ଦୂରେଇ ରୁହନ୍ତୁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରାବଣ ମାସରେ ଏହି ୫ଟି କାମ ନିଶ୍ଚିନ୍ତ କରନ୍ତୁ, ଓ ଏହି ୭ଟି କାମରୁ ଦୂରେଇ ରୁହନ୍ତୁ।

ଶ୍ରାବଣ ମାସରେ କଣ କରିବେ ଓ କଣ କରିବେ ନାହିଁ ଏହି ପ୍ରଶ୍ନନର ଉତ୍ତର ସମସ୍ତେ ଜାଣିବାକୁ ଚାହାଁନ୍ତି। ଆସନ୍ତୁ ଜାଣିବା ସେହି ବିଷୟରେ କିଛି ମହତ୍ଵପୂର୍ଣ୍ଣ କଥା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାବଣ ମାସରେ କଣ କରିବେ ଏବଂ କଣ କରିବେ ନାହିଁ ଏହାର ବିଚାର ସମସ୍ତ ଶିବ ଭକ୍ତଙ୍କର କରିବା ଆବଶ୍ୟକ। ଶ୍ରାବଣ ମାସର ପ୍ରତ୍ୟକ ସୋମବାର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ସର୍ବୋତ୍ତମ ଅଟେ।

ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଏହି ଶ୍ରାବଣ ମାସର ପ୍ରତ୍ୟକ ସୋମବାର ବହୁତ ମହତ୍ବପୂର୍ଣ୍ଣ ଅଟେ। ଶ୍ରାବଣରେ ଭଗବାନ କୈଳାଶ ତ୍ୟାଗ କରି ଭୂଲୋକରେ ବାସ କରନ୍ତି। ସେଥିପାଇଁ ଏହି ମାସରେ ଭଗବାନ ଶିବଙ୍କ ଆରାଧନା ଅତି ଉତ୍ତମ ଅଟେ। କେବଳ ସେତିକି ନୁହେଁ ଶ୍ରାବଣର ସମସ୍ତ ଦିନ ଶିବଙ୍କୁ ପ୍ରଶନ୍ନ କରିବା ପାଇଁ ଉତ୍ତମ ଅଟେ।

ଆହୁରି ପଢନ୍ତୁ: ସମସ୍ତ ଦୁଃଖ ଦୂର କରିପାରେ ଲୁଣର ଏହି ୫ଟି ଉପାୟ, ପରୀକ୍ଷା କରି ଦେଖନ୍ତୁ।

ଏହି ୫ଟି କାମ ନିଶ୍ଚିନ୍ତ କରନ୍ତୁ-

୧। ଦୁଦୂରା ଓ ଭାଙ୍ଗ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।

୨। ମାଟିରେ ଶିବଲିଙ୍ଗ କରି ନିତ୍ୟ ପୂଜା କରନ୍ତୁ।

୩। କ୍ଷୀର ଦାନ କରନ୍ତୁ।

୪। ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କର ଆଳତି କରନ୍ତୁ।

୫। ଏହି ମାସରେ ଯଦି ଘର ସାମ୍ନାରେ କେବେ ଷଣ୍ଢ ଆସେ ତେବେ ତାକୁ କିଛି ଖାଇବାକୁ ଦିଅନ୍ତୁ।

ଏହି ୭ଟି କାମ କରନ୍ତୁ ନାହିଁ-

୧। ଶରୀରରେ ତେଲ ଲଗାନ୍ତୁ ନାହିଁ।

୨। କଂସା ବାସନରେ ଖାଆନ୍ତୁ ନାହିଁ।

୩। ପୂଜା ସମୟରେ ଶିବଲିଙ୍ଗରେ ହଳଦୀ ଚଢାନ୍ତୁ ନାହିଁ।

୪। ଶ୍ରାବଣ ମାସରେ କ୍ଷୀର ପିଇବା ଭଲ ନୁହେଁ।

୫। ଏହି ମାସରେ ଦିନ ସମୟରେ ଶୋଇବା ଅନୁଚିତ।

୬। ବାଇଗଣ ଖାଇବା ଅନୁଚିତ, ଏହାକୁ ଅଶୁଦ୍ଧ ବୋଲି ମନାଯାଏ।

୭। ଭଗବାନ ଶିବଙ୍କୁ କେତକୀ ଫୁଲ ଭୁଲରେ ବି ଚଢାନ୍ତୁ ନାହିଁ।

ଆହୁରି ପଢନ୍ତୁ: ପ୍ରଭାତରୁ ଉଠି ଭୁଲରେ ବି ଦେଖନ୍ତୁ ନାହିଁ ଏହି ସବୁ ବସ୍ତୁ। ନଚେତ…

ଏହି ସବୁ କାର୍ଯ୍ୟ କରିଲେ ଭଗବାନ ଶିବଙ୍କର ଅଶେଷ କୃପା ଲାଭ ହେବ। ସମସ୍ତ ସମସ୍ୟା ଦୂର ହୋଇ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ସମସ୍ତ କାର୍ଯ୍ୟ ସିଦ୍ଧ ହେବ। ପରିବାରରେ ଶାନ୍ତିର ବାତାବରଣ ରହିବ। କର୍ମରେ ଉନ୍ନତି ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!