ଦୈନିକ ପାଞ୍ଜି: ଅଗଷ୍ଟ ୬, ୨୦୧୮
ବିଶ୍ଵ ଶାନ୍ତି ଦିବସ, ସ୍ଵାମୀ ଶିବାନନ୍ଦଙ୍କ ମହାପ୍ରୟାଣ ଦିବସ।
ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୭।୫୫ସେକେଣ୍ଡ ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୭।୩୫ସେକେଣ୍ଡ
ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୨୧ ଦିନ ରାଷ୍ଟ୍ରିୟ ଶ୍ରାବଣ ୧୫ଦିନ ସୋମବାର
ଆଜିର ପଞ୍ଚାଙ୍ଗ–
ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ନବମୀତିଥୀ ସକାଳ ଘଣ୍ଟା ୯।୫୬।୫୫ ସେକେଣ୍ଡ,
କୃତ୍ତିକାନକ୍ଷତ୍ର ଦିବା ଘଣ୍ଟା ୨।୮।୬ ସେକେଣ୍ଡ, ବୃଷଚନ୍ଦ୍ର ଅହୋରାତ୍ର,
ବୃଦ୍ଧିଯୋଗ ସକାଳ ଘଣ୍ଟା ୯।୧୦।୧୨ ସେକେଣ୍ଡ
ଗରକରଣ ସକାଳ ଘଣ୍ଟା ୯।୫୬।୫୫ ସେକେଣ୍ଡ, ବାଣିଜ୍ୟକରଣ ରାତ୍ର ଘଣ୍ଟା ୯।୦।୨୧ ସେକେଣ୍ଡ
ରବ୍ୟଂଶଽ ୧୯।୨୩।୫୧, ସୂକ୍ଷ୍ମଚନ୍ଦ୍ର ରା୧।୪।୫୬।୫୧
ଦିନମାନ ଘଣ୍ଟା ୧୨।୪୯।୫୧, ରାତ୍ରମାନ ଘଣ୍ଟା ୧୧।୧୦।୯
<<Vastu>>> | <<< Jataka Bichara >>>
ଯୋଗିନୀବାସ
ପୂର୍ବେ ସକାଳ ଘଣ୍ଟା ୯।୫୬।୫୫ ସେକେଣ୍ଡ ଗତେ ଉତ୍ତରେ ଯାତ୍ରା ନିଷେଧ।
ନିଷେଧଖାଦ୍ୟ
ସକାଳ ଘଣ୍ଟା ୯।୫୬।୫୫ ସେକେଣ୍ଡ ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।
ଶୁଭସମୟ-
ଅମୃତ ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୭ ମିନିଟ୍, ଦିବା ଘଣ୍ଟା ୧୦-୩୨ ମିନିଟ୍ ରୁ ଦିବା ଘଣ୍ଟା ୧-୬ ମିନିଟ୍, ରାତ୍ର ଘଣ୍ଟା ୬-୫୮ମିନିଟ୍ ୯-୧୨ମିନିଟ୍, ରାତ୍ର ଘଣ୍ଟା ୧୧-୨୭ମିନିଟ୍ ରୁ ଘଣ୍ଟା ୨-୨୬ମିନିଟ୍, ମାହେନ୍ଦ୍ର ଦିବା ଘଣ୍ଟା ୩- ୩୯ମିନିଟ୍ ରୁ ସଂଧ୍ୟା ଘଣ୍ଟା ୫-୨୨ମିନିଟ୍।
ଚନ୍ଦ୍ରଶୁଦ୍ଧି
ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।
ତାରାଶୁଦ୍ଧି
ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୨।୮।୬ ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।
ଘାତବାର ଓ ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର। ବିଚ୍ଛା ରାଶିର ଘାତଚନ୍ଦ୍ର।
ରଜଶ୍ଚକ୍ର
ପ୍ରଥମ ରଜଦର୍ଶନେ ଦିବା ଘଣ୍ଟା ୨।୮।୬ ସେକେଣ୍ଡ ମଧ୍ୟେ ପାତାଳ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।
ସାମ୍ବତ୍ସରିକ ଶ୍ରାଦ୍ଧ
ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।
ପୁଷ୍କରଦୋଷ
ଆଜି ମୃତବ୍ୟକ୍ତିର ଦିବା ଘଣ୍ଟା ୨।୮।୬ ସେକେଣ୍ଡ ମଧ୍ୟେ ଏକପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।
ଅଶୁଭସମୟ-
ରାହୁକାଳ ଓ କାଳବେଳା- ସକାଳ ଘଣ୍ଟା ୭।୨ମିନିଟ୍ ରୁ ଘଣ୍ଟା ୮।୩୯ମିନିଟ୍, ବାରବେଳା- ଦିବା ଘଣ୍ଟା ୩।୪ମିନିଟ୍ ରୁ ଘଣ୍ଟା ୪।୪୦ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୦।୨୮ମିନିଟ୍ ରୁ ଘଣ୍ଟା ୧୧।୫୧ମିନିଟ୍।
ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-
ରବି ରାଶି-୩।୧୯।୨୩।୫୧, ଚନ୍ଦ୍ର ରାଶି-୧।୪।୫୬।୫୧, ମଙ୍ଗଳ ରାଶି-୯।୭।୨୯।୫, ବୁଧ ରାଶି-୩।୨୪।୪୬।୪୨, ବୃହସ୍ପତି ରାଶି-୬।୨୦।୧୬।୩୩, ଶୁକ୍ର ରାଶି-୫।୪।୫୩।୨୭, ଶନି ରାଶି-୮।୯।୧୧।୧୬, ରାହୁ ରାଶି-୩।୧୧।୪୮।୫୭, କେତୁ ରାଶି-୯।୧୧।୪୮।୫୭।
ଉଦୟ ଲଗ୍ନ-
ରାତ୍ର ଘଣ୍ଟା ୩।୫୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୧୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୨୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୪୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୨।୫୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୫।୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୬।୫୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୨୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୯।୫୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୪୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୪୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୩।୫୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।
ଶୁଭକର୍ମ-
ଆଜି ବାଣିଜ୍ୟକରଣ, ନୌକା ନିର୍ମାଣ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ଔଷଧ କରଣ, ଔଷଧ ସେବନ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ ହେବ।
ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-
ସୂର୍ଯ୍ୟଉଦୟ ଠାରୁ ଦିବା ଘଣ୍ଟା ୨।୮।୬ ସେକେଣ୍ଡ ମଧ୍ୟେ କୃତ୍ତିକାନକ୍ଷତ୍ର ବୃଷରାଶି ରବିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୨।୮।୬ ସେକେଣ୍ଡ ପରେ ରୋହିଣୀନକ୍ଷତ୍ର ବୃଷରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।
Jyotirbid Dr. Pramod Satapathy
Jantra Jyotisha
For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366