Weekly Tula

Mesha
ùch

Brusha
aéh
Mithuna
cò[ê^

Karkata
KKðU

Singha
iòõj

Kanya
K^ýû

Tula
Zêkû

Bichha
aòQû

Dhanu
]^ê

Makara
cKe

Kumbha
Kê¸

Mina
cú^

Weekly Horoscope Tula

Zêkû eûgò

^ûce cìk @le eû, eò ùjûA[ôùf: PòZâû ^lZâö eê, ùe, ùeû, Zû ùjûA[ôùf: ÊûZú^lZâö Zò, Zê ùZ ùjûA[ôùf: aògûLû^lZââö

gêbew: ]kû, gêb@u: 6, gêbeZÜ: júeû I ùgßZù_ûLeûR, gêbaûe: gêKâ I g^òaûe, gêbù\aú: Kckû, gâúflàú, gêbù\aZû: E\âù\aö

NûZaûe: Mêeêaûe, NûZcûi: ùa÷gûL, NûZZò[ô: eòqû aû 4, 9, 14, NûZ^lZâ: gZbòhû, NûZP¦â: ]^ê, NûZfMÜ: K^¥ûö

a¥qòZß: @ù^ßhK, icòlK, @ûZàaògßûiú, @ûKhðKaûYú, cûÁe cûAŠ, Mêeêbq, KéZm, \dûkê, aÈûbìhY ù_âcò, @ûkiú, \êeûMâjú, iûjiú, ùKûâ]~êq, _ùeû_Kûeú, ~ò\¨ùLûe,\û¸òK, iað\û Kû~ð¥Z_ôe, Ahðûkê, NcŠò, ]ì©ðö

Odia Calendar 2020 (New)


iû¯ûjòK eûgò`k Zêkû [ September 14 to September 20, 2020]

ù\÷^òK iû¯ûjòK cûiòK aûhðòK

G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ବନ୍ଧୁ ମିତ୍ରଙ୍କର ସହଯୋଗରେ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ ଓ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତିରେ ସଫଳ ହେବେ। ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇପାରିବ। ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ହେଲେ ଆଗେଇ ନବା ଉଚିତ୍। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ କ୍ଷେତ୍ରରେ ଆଶାତୀତ ଲାଭମିଳିବ। ଆୟ ଉପାର୍ଜନରେ ବାଧାନାହିଁ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

Odia Calendar 2020 (New)

error: Content is protected !!