Weekly Horoscope Mithuna
cò[ê^ eûgò
^ûce cìk @le Kû, Kò ùjûA[ôùf: céMgòeû ^lZâö Kê, N, O, Q ùjûA[ôùf: @û\âðû ^lZâö ùK, ùKû, jû ùjûA[ôùf: _ê^aðiê ^lZâö
gêbew: iaêR, gê[email protected]: 5, gêbeZÜ: _û^Üû, gêbaûe: aê], gêKâ I g^òaûe, gêbù\aú: bìaù^gßeú, gêbù\aZû: MùYgö
NûZaûe: ùiûcaûe, NûZcûi: ù_øh, NûZZò[ô: b\âû aû 2,7,12, NûZ^lZâ: ÊûZú, NûZP¦â: Kê¸, NûZfMÜ: KKðUö
a¥qòZß: PZêe, aê¡òcû^, aûK¨_…ê, ^òùcûðjú, Kêgk a¥aiûdú, @ûZàùK¦âòZ, ^òÂêe, cûZéêbq, KéZm, \dûkê, iûjiú, ùKûâ]~êq, _ùeû_Kûeú, ~ò\¨ùLûe, \û¸òK, iað\û Kû~ð¥Z_ôe, lYùKû_ò ùjùfc]¥ jûi¥_âòdö
iû¯ûjòK eûgò`k cò[ê^ [ June 27 to July 03, 2022]
G i¯ûjùe _êeêh I Èú cû^u _ûAñ gêbûgêb`k: ଏ ସପ୍ତାହରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ସେୟାର ମାର୍କେଟ ମାଧ୍ୟମରେ ଭଲ ରୋଜଗାର କରି ପାରିବେ । ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ଜଟିଳ ମାମଲାଗୁଡ଼ିକୁ ସହଜରେ ସମାଧାନ କରି ଆପଣା ଲୋକଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତିରେ କୃତକାର୍ଯ୍ୟ ହେବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ ଓ ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । କୌଣସି ଆଧ୍ୟାତ୍ମିକ କାର୍ଯ୍ୟର ଆୟୋଜନ କରେଇବା ଯୋଗେ ଗୁରୁଜନ ସନ୍ତୁଷ୍ଟ ରହିବେ । ପ୍ରତିକାର-ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।