Weekly Dhanu

Mesha
ùch

Brusha
aéh
Mithuna
cò[ê^

Karkata
KKðU

Singha
iòõj

Kanya
K^ýû

Tula
Zêkû

Bichha
aòQû

Dhanu
]^ê

Makara
cKe

Kumbha
Kê¸

Mina
cú^

Weekly Horoscope Dhanu

]^ê eûgò

^ûce cìk @le ù~, ù~û, bû, bò ùjûA[ôùf : cìkû ^lZâö bì, ]û, `û, X ùjûA[ôùf: _ìaðûhûXû ^lZâö ùb ùjûA[ôùf: C©eûhûXû ^lZâö

gêbew: jk\ú, gêb@u: 3, gêbeZÜ: _ò©ù_ûLeûR, gêbaûe: eaò, Mêeê, cwkaûe, gêbù\aú: Zûeû, ZûeòYú, gêbù\aZû: RM^Üû[ö

NûZaûe: gêKâaûe, NûZcûi: @ûhûX, NûZZò[ô: Rdû aû 3, 8, 13, NûZ^lZâ: ùeaZú, NûZP¦â: aéh, NûZfMÜ: aòQûö

a¥qòZß: @û\gðaû\ú, C›ûjú, iek, fûkûdòZ, ZKðgûÈú, ù_âeYûZàK, _âgûiK, KùVûe_eògâcú, KéZm, \dûkê, aÈûbìhY ù_âcò, @ûkiú, \êeûMâjú, iûjiú, ùKûâ]~êq, _ùeû_Kûeú, \û¸òK, aê¡òcû^, PZêe, C\ûe _âKéZò, @bòkûhú, @ûKâcYKûeú, GKûMâZûe @bûa, @Zòaògßûi_ì‰ð, @iõMZö

Odia Calendar 2020 (New)


iû¯ûjòK eûgò`k ]^ê [ September 14 to September 20, 2020]

ù\÷^òK iû¯ûjòK cûiòK aûhðòK

G i¯ûjùe _êeêh I Èú cû^u _ûAñ gêbûgêb`k:  ଏ ସପ୍ତାହରେ ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଉତ୍ତମ ରୋଜଗାର କରି ପାରିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

Odia Calendar 2020 (New)

error: Content is protected !!