ଏହି ୫ଟି ରାଶିର ପୁଅ ନିଜ ସ୍ତ୍ରୀଙ୍କୁ ଅଧିକ ଭଲ ପାଇଥାନ୍ତି।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ସବୁ ରାଶିର ସ୍ୱାମୀ ହୋଇଥାନ୍ତି ସବୁଠୁ ଭଲ।

ଆମ ସଂସ୍କୃତି ଅନୁସାରେ ଜ୍ୟୋତିର୍ବିଜ୍ଞାନୀଙ୍କର ଗୁରୁତ୍ୱ ବହୁତ ଅଟେ ଆମ ଦେଶର ପାଖାପାଖି ସବୁ ଲୋକ ଜ୍ୟୋତିଷ ବିଜ୍ଞାନକୁ ମାନନ୍ତି ଏହା ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ ଅ କଥା ବୈଜ୍ଞାନିକ ମାନେ ମଧ୍ୟ ସ୍ୱୀକାର କରିଛନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆପଣ ଦେଖନ୍ତୁ ଶହ ଶହ ବର୍ଷ ଆଗକୁ ଆସିବାକୁ ଥିବା ତିଥି, ଚନ୍ଦ୍ର ଗ୍ରହଣ, ସୂର୍ଯ୍ୟ ପରାଗ ଅତି ସହଜରେ ଅଳ୍ପ ସମୟରେ ଜ୍ୟୋତିର୍ବିତ ମାନେ କହିଦିଅନ୍ତି । ଆସନ୍ତୁ ଜାଣିବା ମୁଖ୍ୟତ ରାଶି ଅନୁସାରେ କେଉଁ କେଉଁ ରାଶିର ପୁଅ ସେମାନଙ୍କ ସ୍ତ୍ରୀକୁ ଅଧିକ ଭଲପାଇଥାନ୍ତି ।

<<< Janma Patrika>>>

ଏହି ସବୁ ରାଶିର ସ୍ୱାମୀ ହୋଇଥାନ୍ତି ସବୁଠୁ ଭଲ ଏହି ଆମ ଦୁନିଆରେ ପ୍ରତେକ ସମ୍ପର୍କର କିଛି ବହୁତ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ଥାଏ କିନ୍ତୁ ସବୁଠୁ ଉତ୍ତମ ଓ ଅଲଗା ହୋଇଥାଏ ସ୍ୱାମୀ ଆଉ ସ୍ତ୍ରୀର ସମ୍ପର୍କ । ପ୍ରତେକ ଝିଅର ସ୍ବପ୍ନ ଥାଏ କି ତାର ଯେଉଁ ପୁଅ ସହ ବିବାହ ହେବ ସେ ତାକୁ ସବୁସୁଖ ଦେବା ଆଉ ତା ସବୁ ଦୁଃଖରେ ତା ପାଖରେ ରହିବ।

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ପୁଅ ଆଉ ଝିଅର ଜାତକ ମିଶାଯାଏ ଏଥିପାଇଁ ଯେ ଦୁଇ ଜଣଙ୍କ ବିବାହ ପରେ ସେମାନଙ୍କ ଭିତରେ ସବୁଠୁ ବଡ ସମ୍ପର୍କ ସୃଷ୍ଟି ହେବ । ସମସ୍ତଙ୍କୁ ସମସ୍ତଙ୍କ ଭାଗ୍ୟରେ କଣ ଅଛି କହିହେବ ନାହିଁ କିନ୍ତୁ ଏତିକି ତ କହିହେବ ଯେ ଯେଉଁ ରାଶିର ବ୍ୟକ୍ତି କୁ ବାହା ହେଲେ ସେ ସବୁବେଳେ ଖୁସିରେ ରହିବେ ।

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ରାଶିର ପୁଅ ସେମାନଙ୍କ ସ୍ତ୍ରୀକୁ ଅଧିକ ଭଲପାଇଥାନ୍ତି।

୧ . କୁମ୍ଭ ରାଶି :

ଏହି ରାଶିର ପୁଅ ମାନଙ୍କୁ ପାଇବା ପାଇଁ ଝିଅ ମାନେ ସବୁବେଳେ ଚାହଁହିଥାନ୍ତି । ଏମିତି ତ ଏହି ରାଶିର ପୁଅ ମାନେ କମ ରୋମାଣ୍ଟିକ ହୋଇଥାନ୍ତି କିନ୍ତୁ ଏମାନେ ପ୍ରତେକ କ୍ଷେତ୍ରରେ ନିଜ ସ୍ତ୍ରୀକୁ ସାହାଯ୍ୟ କରିଥାନ୍ତି ।

ଆହୁରି ପଢନ୍ତୁ: ଆସନ୍ତୁ ଜାଣିବା କେଉଁ ଜୀବଜନ୍ତୁ କଣ ଶୁଭ ଅଶୁଭ ସଙ୍କେତ ଦେଇଥାନ୍ତି ।

୨. ବୃଷ ରାଶି :

ଏହି ରାଶିର ପୁଅମାନେ ନିଜ ସ୍ତ୍ରୀର ବହୁତ କେଆର କରିଥାନ୍ତି ।ଏହି ରାଶିର ଲୋକ ବହୁତ ରାଗି ସ୍ୱଭାବର କିନ୍ତୁ ଏମାନେ କେବେ ନିଜ ସ୍ତ୍ରୀ ସହ ଧୋକା କରନ୍ତି ନାହିଁ ।

୩. କର୍କଟ ରାଶି :

ଏହି ରାଶିର ପୁଅ ମନେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାଆନ୍ତି । ଏମାନେ ବି ଟିକେ ରାଗି ସ୍ୱଭାବର କିନ୍ତୁ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି ।

ଆହୁରି ପଢନ୍ତୁ: ଜାଣନ୍ତୁ ଝିଅ ମାନଙ୍କ ଗୁଣ ଓ ବ୍ୟବହାର ସେମାନଙ୍କ ନାମର ପ୍ରଥମ ଅକ୍ଷରରୁ। 

୪. ସିଂହ ରାଶି :

ଏହି ରାଶିର ପୁଅ ମାନଙ୍କ ଚରିତ୍ର ଓ ସୁନ୍ଦର ଦେହ ଦେଖିକି ଝିଅମାନେ ଏମନଙ୍କ ଉପରେ ପୁରା ଫାଦା ହୋଇଯାନ୍ତି । ଏମାନେ ନିଜ ସ୍ତ୍ରୀକୁ ସବୁ ଖୁସି ଦେବାକୁ ଚେଷ୍ଟା କରିଥାନ୍ତି ।

୫. ତୁଳା ରାଶି .

ଆପଣଙ୍କୁ ଜାଣିକି ଖୁସିଲାଗିବ ଯେ ଅହି ରାଶିର ପୁଅମାନେ ତାଙ୍କର ସ୍ତ୍ରୀ ସହ ବହୁତ honest ହୋଇଥାନ୍ତି ଓ ତାଙ୍କୁ ଦୁନିଆର ସବୁ ଖୁସି ଦେବାକୁ ବହାରିପଡନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!