ଆଜିଠାରୁ ମା ଦୁର୍ଗା ଓ ଶନି ଦେବ ପୂରଣ କରିବେ ଏହି ୩ଟି ରାଶିର ସବୁ ଇଚ୍ଛା।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମାତା ଦୁର୍ଗା ଓ ଶନି ଦେବଙ୍କର ଵିଶେଷ ଯୋଗ, ଏହି ତିନଟି ରାଶିର ଆସୁଛି ଭଲ ଦିନ!

ଜ୍ୟୋତିର୍ବିତଙ୍କ ଅନୁସାରେ ଅନେକ ବର୍ଷ ପରେ ଆଜିଠାରୁ ମାତା ଦୁର୍ଗା ଓ ଶନି ଦେବଙ୍କର ଵିଶେଷ ଯୋଗ ହେବାକୁ ଯାଉଛି ଏହି ତିନଟି ରାଶିର ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ଏହି କଥା ଜାଣି ରଖନ୍ତୁ ପ୍ରତେକ ବ୍ୟକ୍ତି ବହୁତ ଧନ କମେଇବାକୁ ଚାହିଁଥାନ୍ତି କିନ୍ତୁ ସମସ୍ତଙ୍କର ଏହି ସ୍ବପ୍ନ ପୁରଣ ହୋଇନଥାଏ ଯେତେ ଚେଷ୍ଟା କରିଲେ ମଧ୍ୟ ଯେତେ କଠିନ ପରଶ୍ରମ କରିଲେ ମଧ୍ୟ ସଫଳତା ପାଇପାରି ନଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କିନ୍ତୁ ଆଗକୁ ମାତା ଲକ୍ଷ୍ମୀ ଓ ଶନିଦେବଙ୍କର କୃପା ପାଇଁ ଏହି ସବୁ ରାଶିର ଆଗକୁ ଭଲ ଦିନ ଆସୁବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ସବୁ ରାଶିର ଯାହାର ଆଗକୁ ଭଲ ଦିନ ଆସୁଛି ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମେଷ ରାଶି :

ଏହି ରାଶିର ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ସମାଧାନ ହେବ । ଆଗକୁ ଏମନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଅଟକିଥିବା ପ୍ରତେକ କାର୍ଯ୍ୟରେ ଏମାନେ ସଫଳତା ପାଇପାରିବେ ଏହା ଛଡା ଆର୍ଥିକ ସ୍ଥିତି ଭଲ ରହିବ ଓ ପରିବାରରେ ସୁଖ ଶାନ୍ତି ବିରଜ ମାନ କରିବ ।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତିଙ୍କର ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି ଜୀବନରେ ଅନେକ ଖୁସିର ଆଗମନ ହେବ । ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ ଆର୍ଥିକ କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସିବାର ଗଣନାରେ ଜାଣିବକୁ ମିଳୁଛି । ଧାର୍ମିକ କ୍ଷେତରେ ଆପଣ ମନ ନିବେଶ କରୁବେ ଯେଉଁମାନେ ଚାକିରି କରୁଛନ୍ତି ସେମାନେ ଚାକିରୀ ରେ ପଦ ଉନ୍ନତି କରିବାର ସମ୍ଭାବନା ରହିଛି।

ଆହୁରି ପଢନ୍ତୁ: ଜାଣନ୍ତୁ ଝିଅ ମାନଙ୍କ ଗୁଣ ଓ ବ୍ୟବହାର ସେମାନଙ୍କ ନାମର ପ୍ରଥମ ଅକ୍ଷରରୁ। 

କୁମ୍ଭ ରାଶି :

ଏହି ରାଶି ବ୍ୟକ୍ତିଙ୍କର ପରିବାରରେ ଖୁସିର ବାତାବରଣ ରହିବ ବ୍ୟବସାୟରେ ଲାଭବାନ ହେବେ । ଜୀବନ ସାଥୀଙ୍କଠାରୁ ପ୍ରେମ ପାଇପାରିବେ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଓ ଆର୍ଥିକ ସ୍ଥିତିକୁ ମଜଭୁତ କରିବେ ।

ଏହି ଯେଉଁ ୩ଟି ରାଶି ରହିଛି ଏମାନେ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି ଏମାନେ ଅଚାନକ ଧନ ପ୍ରାପ୍ତି କରିବେ। ମା ଦୁର୍ଗାଙ୍କର ଆଶୀର୍ବାଦ ଏହି ରାଶି ଉପରେ ଅଛି ବର୍ତ୍ତମାନ ଶନିଦେବଙ୍କର କୃପା ଏହି ରାଶି ଉପରେ ପଡୁଛି ସେଥିପାଇଁ ଏହି ରାଶିର ବହୁତ ଭଲ ସମୟ ଆସିବାକୁ ଯାଉଛି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!