ମଙ୍ଗଳବାର କର୍ମ ନିର୍ଣ୍ଣୟ- ଘରୁ ବାହାରିବା ଆଗରୁ କରନ୍ତୁ ଏହି ଛୋଟ ଉପାୟ… ହେବ ସବୁ କାର୍ଯ୍ୟ ସଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ ।

ମଙ୍ଗଳବାର କର୍ମ ନିର୍ଣ୍ଣୟ- ବାଦବିବାଦ, ମାଲିମକଦ୍ଦମା, ଗୃହନିର୍ମାଣ, ନଗରପୁର ନିର୍ମାଣ, ସେନାଧିପତ୍ୟ ବା ନେତୃତ୍ୱ ଗ୍ରହଣ, ବ୍ୟାୟାମ ଶିକ୍ଷା, ଶସ୍ତ୍ରଶିକ୍ଷା, ଦ୍ୟୁତକ୍ରୀଡ଼ା, ଚୌରକର୍ମ ଓ ଶିକାର କରିବା ପ୍ରଭୃତି ମଙ୍ଗଳବାରରେ ପ୍ରଶସ୍ତ । ମଙ୍ଗଳବାର ଦିନ କଣ କରିବ- ଏହି ବାରରେ ଇଲେକ୍ଟ୍ରି ସମ୍ବନ୍ଧିତ କାର୍ଯ୍ୟ, ସର୍ଜରୀ ଶିକ୍ଷା, ଶାସ୍ତ୍ର ବିଦ୍ୟା ଶିକ୍ଷା, ଅଗ୍ନି କ୍ରିଡା, ଭୂବିଜ୍ଞାନ, ଦାନ୍ତ ଚିକିତ୍ସା ଓ ମୋକଦ୍ଦମା ସମ୍ବନ୍ଧିତ କାର୍ଯ୍ୟ କରିବା ଶୁଭ ହୋଇଥାଏ ।

କର୍ମବ୍ୟବସାୟ ସମ୍ବନ୍ଧିତ- ଶକ୍ତି, ଅଗ୍ନି, ବିଦ୍ୟୁତ୍ ସମ୍ବନ୍ଧିତ କାର୍ଯ୍ୟ, ବେକେରୀ, କ୍ରିଡା, ସୁନା କ୍ରୟ, ତମ୍ବା, ପ୍ରବାହ, ଭୂମି, ଅସ୍ତ୍ରୋପଚାର, ପ୍ରତିରକ୍ଷା ସାମଗ୍ରୀ, ଚୁକ୍ତି ବିଛିନ୍ନ କାର୍ଯ୍ୟ କରିଲେ ଶୁଭ ହୋଇଥାଏ । ୪- ମଙ୍ଗଳବାର ଦିନ ଯିବା ସମୟରେ ମିଠା ଖାଇକରି ଯାଆନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!