ଏହି ରାଶିର ପୁଅମାନେ ହୋଇଥାନ୍ତି ଭଲ ଜୀବନସାଥି!

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ରାଶିର ପୁଅମାନେ ହୋଇଥାନ୍ତି ଭଲ ଜୀବନସାଥି!

ଆମେ ସମସ୍ତେ ଚାହୁଁ ଜୀବନରେ ଗୋଟେ ସୁନ୍ଦର ଜୀବନସାଥୀ ଟିଏ ପାଇବା ପାଇଁ।କାରଣ ଭଲ ସାଥି ଟିଏ ସାଙ୍ଗ ରେ ଥିଲେ ଜୀବନଟି ସୁନ୍ଦର ଓ ସୁଖମୟ ହୋଇଥାଏ।ପ୍ରତ୍ୟେକ ସ୍ତ୍ରୀ ଚାହାନ୍ତି ବିବାହ ପରେ ତାଙ୍କ ସ୍ୱାମୀ ତାଙ୍କୁ ସବୁଠାରୁ ଅଧିକ ଭଲ ପାଉ। ବେଳେବେଳେ କିଛି କିଛି ଛୋଟ କଥା କୁ ନେଇ ମତାନ୍ତର ହୋଇଥାଏ ଏମିତିବି ସମୟ ଆସେ ଯେ ବିବାହ ପରେ ମଧ୍ୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ହୋଇଥାଏ । ପ୍ରତେକ ନାରୀର ସ୍ଵପ୍ନର ମଣିଷ ତାକୁ ମିଳିବା ସମ୍ଭବ ନୁହଁ କିନ୍ତୁ ବହୁତ ଝିଅଙ୍କୁ ସ୍ୱପ୍ନର ମଣିଷ ମିଳିଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏମିତିରେ କାହା ଭାଗ୍ୟ ରେ କଣ ଅଛି ତାହାତ କହି ହେବନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶି ର ପୁଅ ମାନେ ଭଲ ଜୀବନସାଥୀ ହେବା ସହ ନିଜ ସ୍ତ୍ରୀ ସହ ଭଲ ବୁଝାବଣା ମଧ୍ୟ ରହିଥାଏ। ଆସନ୍ତୁ ଜାଣିବା ଏମିତି କେଉଁ ରାଶିର ପୁଅ ମାନେ ଭଲ ସ୍ୱାମୀ ବିବେଚିତ ହୋଇଥାନ୍ତି।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଆସନ୍ତୁ ଜାଣିବା କେଉଁ ରାଶିର ପୁଅ ମାନେ ଭଲ ସ୍ୱାମୀ:

୧.କୁମ୍ଭ ରାଶି:

ଏହି ରାଶିର ପୁଅକୁ ବିବାହ କରିବାକୁ ସବୁ ଝିଅ ଚାହାନ୍ତି।କିନ୍ତୁ ସମସ୍ତଙ୍କ ଭାଗ୍ୟ ରେ ଏମିତି ପୁଅ ମିଳିବା କଷ୍ଟକର।ଏମାନେ ପ୍ରତ୍ୟେକ କାର୍ଯ୍ୟ ରେ ନିଜ ସ୍ତ୍ରୀ ସହ ରହିଥାନ୍ତି।ସୁବିଧା ଅସୁବିଧା ରେ ରକ୍ଷା କବଚ ଭଳି ରକ୍ଷା କରନ୍ତି।

ଆହୁରି ପଢନ୍ତୁ: କଣ କହୁଛି ଆପଣଙ୍କ ଜନ୍ମ ତାରିଖ? ଆପଣ Love ନା Arrange Marriage କରିବେ!

୨.ସିଂହ ରାଶି:

ଏହି ରାଶି ର ପୁଅ ମାନେ ଆକର୍ଷଣୀୟ ହୋଇଥାନ୍ତି। ଅଧିକାଂଶ ଝିଅଙ୍କୁ ପସନ୍ଦ ଆସିଯାନ୍ତି। ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି।

୩.କର୍କଟ ରାଶି:

ଏହି ରାଶି ର ପୁଅ ମାନେ ସ୍ତ୍ରୀ କୁ ମନେଇବାର ଉପାୟ ଜାଣିଥାନ୍ତି।ନିଜ ସ୍ତ୍ରୀ ର ଦୁଃଖ ଦେଖି ପାରନ୍ତିନି। ଏମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି।

ଆହୁରି ପଢନ୍ତୁ: କୁଣ୍ଡଳୀର ସପ୍ତମ ଭାବରୁ ଜାଣନ୍ତୁ ନିଜ ଜୀବନସାଥୀଙ୍କୁ!

୪.ତୁଳା ରାଶି:

ଏହି ରାଶି ର ପୁଅ ମାନେ କେବେ ହେଲେ ନିଜ ସ୍ତ୍ରୀକୁ ଧୋକା ଦିଅନ୍ତି ନାହିଁ।ପରିବାର ପ୍ରତି ଅଧିକ ଯତ୍ନଶୀଳ ହୋଇଥାନ୍ତି।

୫.ବୃଷ ରାଶି:

ହି ରାଶି ର ପୁଅ ମାନେ ନିଜଠୁ ଅଧିକ ନିଜ ସ୍ତ୍ରୀ କୁ ଗୁରୁତ୍ୱ ଦିଅନ୍ତି, ଯତ୍ନ ବି କରନ୍ତି। ଟିକିଏ ରାଗି କିନ୍ତୁ ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!