ଅପାର ଧନ ପ୍ରାପ୍ତିର ୧୩ଟି ସିଦ୍ଧ ମହା ଉପାୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଧନର ଆବଶ୍ୟକ ସମସ୍ତଙ୍କର ଅଛି । ସମସ୍ତଙ୍କର ବହୁତ ଟଙ୍କା ଦରକାର ଥାଏ । ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଭଲ କର୍ମ ସହ ଭଲ ଭାଗ୍ଯର ମଧ୍ୟ ଆବଶ୍ୟକ ରହିଛି । ଇଶ୍ଵର ଭକ୍ତି ଓ ଭଲ କର୍ମ ଦ୍ଵାରା ଆପଣ ଯଥା ସମ୍ଭବ ଧନ ସମ୍ପତ୍ତିର ମାଲିକ ହୋଇପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ଏପରିକିଛି ସିଦ୍ଧ ଉପାୟ ଯାହା ଆପଣଙ୍କୁ ଧନୀ କରିପାରେ ।

Image Courtesy: Google

୧ । ବୁଦ୍ଧିର ଦେବତା ଭଗବାନ ଗଣେଶଙ୍କୁ ବୁଧବାର ଦିନ ପାଞ୍ଚଟି ଲଡୁ ଭୋଗ ଲଗାନ୍ତୁ । ଲଡୁ ସହ ଦୁବ ଘାସ ନିଶ୍ଚିତ ରଖନ୍ତୁ ।

୨ । ଧନର ଦେବୀ ଲକ୍ଷ୍ମୀ ସବୁ ଶୁକ୍ରବାର ଦିନ ପଦ୍ମ ଫୁଲର ମାଳାରେ ଶ୍ରୀ ଲକ୍ଷ୍ମୀ ଜପ କରନ୍ତୁ ।

୩ । ଧନର ଦେବତା କୁବେରଙ୍କୁ ନିଜ ଘରର ମନ୍ଦିରରେ କୁବେରଯନ୍ତ୍ର ସ୍ଥାପନା କରନ୍ତୁ । ଏବଂ କୁବେର ମନ୍ତ୍ର ନିତ୍ୟ ଜପ କରନ୍ତୁ ।

୪ । ରବିବାରକୁ ଛାଡି ସବୁଦିନ ବରଗଛର ପୂଜା ବିଧି ପୂର୍ବକ କରନ୍ତୁ । ବରଗଛରେ ସମସ୍ତ ଦେବା ଦେବୀ ରୁହନ୍ତି ।

୫ । ଯେତିକି ଧନ ଆପଣ ଅବଶ୍ୟକରେ ଥିବା ଲୋକଙ୍କର ସେବାରେ ଲଗାଇବେ, ତାହାର ବହୁତ ଗୁଣ ଅଧିକା ଆସିବା ।

Image Courtesy: Google

୬ । ଭଗବାନ ଶ୍ରୀକୃଷ୍ଣଙ୍କର ଧନ ପ୍ରାପ୍ତି ମନ୍ତ୍ରର ଜପ ମଧ୍ୟ ଆପଣଙ୍କୁ ଧନୀ କରିବାରେ ସହାୟତା କରିବ ।

୭ । ସବୁଦିନ ରାଶି ଅନୁସାରେ ତିଳକ ଲଗାନ୍ତୁ । ଏହି ତିଳକ ଭାଗ୍ଯର ଉଦୟ କରିଥାଏ ।

୮ । ଯେଉଁ ଘରେ ନକାରାତ୍ମକ ଊର୍ଜାର ବାସ କରେ ସେଠି ଧନ ରୁହେ ନାହିଁ । ଆପଣଙ୍କ ଘରୁ ଏହି ନକରାତ୍ମକ ଶକ୍ତିର ପ୍ରଭାବ କମ କରିବା ପାଇଁ ଚେଷ୍ଟା କରନ୍ତୁ ।

୯ । ସବୁଦିନ ସକାଳୁ ଉଠି ନିଜ ହାଥ ପାପୁଲିକୁ ଦେଖି କର ଦର୍ଶନ କରନ୍ତୁ । ଏହା ଦ୍ଵାରା ଲକ୍ଷ୍ମୀ, ସରସ୍ଵତୀ ଓ ବିଷ୍ଣୁଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ ।

୧୦ । ଯଦି କୁଣ୍ଡଳୀରେ କିଛି ଗ୍ରହ ଦୋଷ ଅଛି ତେବେ ଗ୍ରହ ଶାନ୍ତି ନିଶ୍ଚିନ୍ତ କରନ୍ତୁ । ଏହାଦ୍ଵାରା ଆପଣଙ୍କ ଖରାପ ଗ୍ରହ ମଧ୍ୟ ଆପଣଙ୍କ ପାଇଁ ଭଲ କାମ କରିଥାଏ ।

୧୧ । ଧନ ପ୍ରାପ୍ତି ପାଇଁ ନିଜ ପର୍ସକୁ ମଧ୍ୟ ଭାଗ୍ୟଶାଳୀ ବନାନ୍ତୁ ।

Image Courtesy: Google

୧୨ । ଘରେ ବନୁଥିବା ରୋଷେଇରୁ ସବୁ ଦିନ ଗାଈ ପାଇଁ ଗୋଟେ, ଗୋଟେ କୁକୁର ପାଇଁ ଓ ଗୋଟେ କୁଆ ପାଇଁ ରୁଟି ନିଶ୍ଚିତ ବାହାରକୁ । ଏହା କରିବା ଦ୍ଵାରା କେବେବି ଧନର ଅଭାବ ଦେଖା ଦେବ ନାହିଁ ।

୧୩ । ସବୁ ଶୁକ୍ରବାର ଦିନ ଟଙ୍କା ରଖିବା ସ୍ଥାନକୁ ସଫା କରନ୍ତୁ ।

ଉପରେ କୁହାଯାଇଥିବା ମହାଉପାୟ ଜୀବନରେ ଥିବା ସମସ୍ତ ଧନ ସମ୍ବନ୍ଧିତ ବାଧା ବିଘ୍ନକୁ ଦୂର କରିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!