ଦୈନିକ ପାଞ୍ଜି: ଅଗଷ୍ଟ ୨, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଅଗଷ୍ଟ ୨, ୨୦୧୮

ସୂର୍ଯ୍ୟୋଦୟ ପ୍ରାତଃ ଘଣ୍ଟା ୫।୨୭।୨୪ସେକେଣ୍ଡ   ସୂର୍ଯ୍ୟାସ୍ତ ସଂଧ୍ୟା ଘଣ୍ଟା ୬।୧୯।୫୦ସେକେଣ୍ଡ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଉଡ୍ରାବ୍ଦ ୧୪୨୫ସାଲ   କର୍କଟ ୧୭ ଦିନ   ରାଷ୍ଟ୍ରିୟ ଶ୍ରାବଣମାସ ୧୧ଦିନ   ଗୁରୁବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଶ୍ରାବଣମାସ କୃଷ୍ଣପକ୍ଷ, ପଞ୍ଚମୀତିଥୀ ଦିବା ଘଣ୍ଟା ୧୧।୩୩।୪୮ସେକେଣ୍ଡ,

ଉତ୍ତରଭାଦ୍ରପଦ ନକ୍ଷତ୍ର ଦିବା ଘଣ୍ଟା ୧।୧୨।୪୧ସେକେଣ୍ଡ, ମୀନଚନ୍ଦ୍ର ଅହୋରାତ୍ର,

ସୁକର୍ମାଯୋଗ ଦିବା ଘଣ୍ଟା ୨।୩୬।୩୫ସେକେଣ୍ଡ

ତୈତିଳକରଣ ଦିବା ଘଣ୍ଟା ୧୧।୩୩।୪୮ସେକେଣ୍ଡ, ଗରକରଣ ରାତ୍ର ଘଣ୍ଟା ୧୧।୫୬।୨୬ସେକେଣ୍ଡ

ରବ୍ୟଂଶଽ ୧୫।୩୪।୩, ସୂକ୍ଷ୍ମଚନ୍ଦ୍ର ରା୧୧।୧୨।୩୫।୨୩

ଦିନମାନ ଘଣ୍ଟା ୧୨।୫୩।୧୫ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୧।୬।୪୫ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ଦିବା ଘଣ୍ଟା ୧୧।୩୩।୪୮ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ଦିବା ଘଣ୍ଟା ୧୧।୩୩।୪୮ସେକେଣ୍ଡ ମଧ୍ୟେ ବେଲ, ପଣଶ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ସକାଳ ଘଣ୍ଟା ୭-୭ ମିନିଟ୍‌, ଦିବା ଘଣ୍ଟା ୧୦-୩୩ ମିନିଟ୍‌ ରୁ ଘଣ୍ଟା ୧-୭ ମିନିଟ୍‌, ଅମୃତ ରାତ୍ର ଘଣ୍ଟା ୨-୨୬ ମିନିଟ୍‌ ରୁ ଘଣ୍ଟା ୩-୧୦ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରାଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘଣ୍ଟା ୧।୧୨।୪୧ସେକେଣ୍ଡ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

ତୁଳା, କୁମ୍ଭ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ – ସର୍ବସମ୍ପନ୍ନା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ନାହିଁ।

ଅଶୁଭସମୟ

ରାହୁକାଳ- ଦିବା ଘଣ୍ଟା ୧।୨୮ମିନିଟ୍ ରୁ ଘଣ୍ଟା ୩।୫ମିନିଟ୍, କାଳବେଳା ଓ ବାରବେଳା- ଦିବା ଘଣ୍ଟା ୩।୫ମିନିଟ୍ ରୁ ଘଣ୍ଟା ୬।୧୮ମିନିଟ୍, କାଳରାତ୍ରି- ରାତ୍ର ଘଣ୍ଟା ୧୧।୫୨ମିନିଟ୍ ରୁ ଘଣ୍ଟା ୧।୧୫ମିନିଟ୍।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବି ରାଶି-୩।୧୫।୩୪।୩, ଚନ୍ଦ୍ର ରାଶି-୧୧।୧୨।୩୫।୨୩, ମଙ୍ଗଳ ରାଶି-୯।୮।୩୦।୪୮, ବୁଧ ରାଶି-୩।୨୭।୨୬।୨୫, ବୃହସ୍ପତି ରାଶି-୬।୧୯।୫୯।୩୮, ଶୁକ୍ର ରାଶି-୫।୦।୪୪।୪୫, ଶନି ରାଶି-୮।୯।୨୩।୬, ରାହୁ ରାଶି-୩।୧୧।୪୭।୫୨, କେତୁ ରାଶି-୯।୧୧।୪୭।୫୨।

ଉଦୟଲଗ୍ନ

ନିଶାନ୍ତ ଘଣ୍ଟା ୪।୧୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘଣ୍ଟା ୬।୨୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘଣ୍ଟା ୮।୩୬ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘଣ୍ଟା ୧୦।୪୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୧୨।୫୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୩।୧୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୫।୧୬ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୭।୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୮।୪୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୧୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘଣ୍ଟା ୧୧।୫୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧।୫୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୧୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

ଶୁଭକର୍ମ

ଆଜି ବାଣିଜ୍ୟକରଣ, ଦେବତା ଗଠନ, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ଔଷଧ କରଣ, ଔଷଧ ସେବନ, ଅନ୍ନପ୍ରାଶନ୍ନ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ହଳ ଆରମ୍ଭ, ବିହନ ବୁଣା ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘଣ୍ଟା ୧।୧୨।୪୧ସେକେଣ୍ଡ୍ ମଧ୍ୟେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନରାଶି ଶନିମହାଦଶାରେ ଜନ୍ମହୋଇଛି। ଦିବା ଘଣ୍ଟା ୧।୧୨।୪୧ସେକେଣ୍ଡ୍ ପରେ ରେବତୀନକ୍ଷତ୍ର  ମୀନରାଶି ବୁଧମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!