ରାଶି ଅନୁସାରେ କେମିତି ଖୁସି ରହିବେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁସାରେ କେଉଁ କାର୍ଯ୍ୟ କଲେ ରହିବେ ଖୁସି!

ମେଷ ରାଶି :

ଆପଣଙ୍କୁ ସବୁବେଳେ freedom ଦରକାର ଓ ସବୁବେଳେ ଆକ୍ଟିଭ ରହିବା ଦରକାର ସେଥିପାଇଁ ଆପଣ ଶାରୀରିକ ପରିଶ୍ରମ କରିବା ନିହାତି ଦରକାର ଜିମ କରନ୍ତୁ ଓ ଅନ୍ୟସବୁ ଖେଳକୁଦ ଦ୍ୱାରା ନିଜକୁ ସୁସ୍ଥ ରଖନ୍ତୁ ।ଆପଣଙ୍କ ପାଖେ ଲିଡରଶିପ କ୍ୱାଲିଟି ଅଛି ସବୁ ଜାଗାରେ ଆଗକୁ ଆସନ୍ତୁ ଆପଣ ଏହି ସବୁଥିରେ ଖୁସିରେ ରହିବେ । ଆପଣ ମାନଙ୍କୁ ମିଠା ଜିନିଷ ବହୁତ ପସନ୍ଦ ଆଉ ଛୋଟ ଛୋଟ ପିଲା ମାନଙ୍କ ସହ ଖେଳିବାକୁ ବହୁତ ପସନ୍ଦ କରନ୍ତି । ଏହି ସବୁ ମନ ଖୋଲି କରନ୍ତୁ ଖୁସିରେ ରହିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ବୃଷ ରାଶି :

ବହୁତ ସୁନ୍ଦର କପଡା ପିନ୍ଧିବା ଆଉ ଟେଷ୍ଟ ଲାଗୁଥିବା ଖାଦ୍ୟ ଖାଇବା ଆପଣଙ୍କୁ ବହୁତ ପସନ୍ଦ । ଆପଣ ଗୋଟେ ଭଲ ଚାକିରି କରିଦିଅନ୍ତୁ ବହୁତ ଖୁସିରେ ରହିବେ ।ଆପଣ ସବୁ ଲଙ୍ଗ ଲାଷ୍ଟୀଙ୍ଗ କାର୍ଯ୍ୟ କଲେ ଏହା ଫଳ ଆପଣଙ୍କୁ ବହୁତ ଖୁସି ଦେବ । ଆପଣଙ୍କୁ ନୂଆ ଜିନିଷ କିଣାବିକୁ ବହୁତ ଭଲ ଲାଗେ ନୂଆ ଜିନିଷ ଘରକୁ ଆଣନ୍ତୁ ବହୁତ ଖୁସିରେ ରହିବେ । ଆପଣ ଅଳ୍ପ ରିଲେସନ ରଖନ୍ତୁ ତହେଲେ ଆପଣଙ୍କ ପାଇଁ ଏହା ବହୁତ ଭଲ ହେବ ।

ଆହୁରି ପଢନ୍ତୁ: ଜାଣନ୍ତୁ ହିନ୍ଦୁ ପରମ୍ପରା ସହ ଜଡିତ କିଛି ବୈଜ୍ଞାନିକ ତତ୍ତ୍ଵ।

ମିଥୁନ ରାଶି :

ଆପଣଙ୍କ ଭଳି ଲୋକ ସାଙ୍ଗ ବହୁତ ରଖିବା ଦ୍ୱାରା ବହୁତ ଖୁସି ହୋଇଥାନ୍ତି ଆପଣ ସାଙ୍ଗ ସୁଖରେ ମଜି ଯାଇଥାନ୍ତି ସାଙ୍ଗ ଆପଣଙ୍କ ପାଇଁ ସବୁ । ଏହି ରାଶିର ବ୍ୟକ୍ତି ପରିବାର ପ୍ରତି ଧ୍ୟାନ ଦେଲେ ବହୁତ ଖୁସିରେ ରହିବେ ନିଜ ଜୀବନରେ ଆଗକୁ ବଢିବାକୁ ସବୁବେଳେ ପ୍ରୟାସ ରତ ହୁଅନ୍ତୁ ଆପଣ ଖୁସିରେ ରାହୁବେ । କିଛି ବହି ପଢନ୍ତୁ ଲେଖା ଲେଖି କରନ୍ତୁ ବହୁତ ଖୁସିରେ ରହିବେ । ବାହାରେ ସାଙ୍ଗ ମାନଙ୍କ ସହ ବୁଲା ବୁଲି କରିଲେ ଆପଣ ଖୁସିରେ ରହିବେ।  

ଆହୁରି ପଢନ୍ତୁ: ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି ସବୁ କାମ।

କର୍କଟ ରାଶି :

ଆପଣ ଘରକୁ ସଜାଇବା ଅନ୍ୟକୁ ଖାଇବା ଦେବା ଆପଣଙ୍କୁ ବହୁତ ପସନ୍ଦ ଥାଏ ନିଜେ ରୋଷେଇ କରିକି ଖାଆନ୍ତୁ ଓ ଅନ୍ୟ ମାନଙ୍କୁ ଖୁଆନ୍ତୁ ଆପଣ ଖୁସିରେ ରହିବେ ପୁରୁଣା ଫିଲ୍ମ ଦେଖନ୍ତୁ ଆପଣଙ୍କୁ ବହୁତ ଭଲ ଲାଗିବ ଛୋଟ ପିଲାଙ୍କ ଖୁଆନ୍ତୁ ତାଙ୍କ ସହ ସମୟ ବିତାନ୍ତୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଖାଦ୍ୟ ଖୁଆନ୍ତୁ ଆପଣ ଖୁସିରେ ରହିବେ ।ନିଜ ପରିବାର ସହ ସମୟ ବିତନ୍ତୁ ଆପଣଙ୍କ ରାଶି painting ପ୍ରତି ବହୁତ ଆକର୍ଷିତ ଥାଆନ୍ତି ଏହି ଜିନିଷ ସହ କାର୍ଯ୍ୟ କରନ୍ତୁ ବହୁତ ଖୁସିରେ ରହିବେ । କିଛି ଦାନ କରନ୍ତୁ ଗରିବକୁ ଖାଇବାକୁ ଦିଅନ୍ତୁ ଆପଣ ଖୁସିରେ ରହିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!