ଦୈନିକ ପାଞ୍ଜି: ଜୁଲାଇ ୬ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୬, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୩।୨୨ସେ   ଚନ୍ଦ୍ରୋଦୟ ରାଘ୧୨।୩ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୫୯ସେ       ଚନ୍ଦ୍ରାସ୍ତ ଦିଘ୧୧।୪୬ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୨ ଦିନ ରାଷ୍ଟ୍ରିୟ ଆଷାଢ ୧୫ଦିନ ଶୁକ୍ରବାର

ଚାନ୍ଦ୍ରମାନ- ଆଷାଢ଼ମାସ କୃଷ୍ଣପକ୍ଷ, ଅଷ୍ଟମୀତିଥୀ ରାଘ୧।୨୩।୩୧,

ଉତ୍ତର ଭାଦ୍ରପଦନକ୍ଷତ୍ର ସଘ୬।୫୩।୫୭ ମୀନଚନ୍ଦ୍ର ଅହୋରାତ୍ର, ଶୋଭନଯୋଗ ସଘ୭।୯।୧୦

ବାଳବକରଣ ଦିଘ୧।୨୧।୨୮, କୌଳବକରଣ ରାଘ୧।୨୩।୩୧

ରବ୍ୟଂଶଽ ୧୯।୪୦।୨୦, ସୂକ୍ଷ୍ମଚନ୍ଦ୍ର ରା୧୧।୧୫।୪୬।୪୪

ଦିନମାନ ଘ୧୩।୯।୩୭, ରାତ୍ରମାନ ଘ୧୦।୫୦।୨୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଐଶାନ୍ୟେ ରାଘ୧।୨୩ମି ଗତେ ପୂର୍ବେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୧।୨୩ମି ମଧ୍ୟେ ନଡିଆ ଓ ପରେ ଲାଉ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସକାଳ ଘ୬-୦୭ମି ରୁ ଘ୬-୫୯ମି, ଦିଘ୯-୩୭ମି ରୁ ଘ୧୦-୩୦ମି, ଅମୃତ ଘ୧୨-୧୫ମି ରୁ ଘ୨-୫୩ମି, ସୂର୍ଯ୍ୟାସ୍ତରୁ ଘ୮-୩୩ମି, ରାଘ୧୨-୫୪ମି ରୁ ଘ୩-୦୪ମି, ଘ୩-୪୭ମି ରୁ ଘ୫-୧୪ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି- ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରାଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୬।୫୩।୫୭ ଗତେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ। ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ବିଚ୍ଛା/ଧନୁ/ମୀନ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ସଘ୬।୫୩।୫୭ ମଧ୍ୟେ ସର୍ବସମ୍ପନ୍ନା ଓ ପରେ ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ- ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ-ଦିଘ୧୦।୧୧ମି ରୁ ଘ୧୧।୫୦ମି, ବାରବେଳା ଓ କାଳବେଳା-ସଘ୮।୩୩ମି ରୁ ଘ୧୧।୫୦ମି, କାଳରାତ୍ରି-ରାଘ୯।୮ମି ରୁ ଘ୧୦।୨୯ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୧୯।୪୭।୨୦, ଚ୧୧।୧୫।୪୬।୪୪, ମ୯।୧୪।୩୭।୫୦, ବୁ୩।୧୫।୧୬। ୩୬, ବୃ୬।୧୯।୧୭।୨୫, ଶୁ୪।୧।୧୬।୧୬, ଶ୮।୧୧।୬।୪୪, ରା୩।୧୧।୪୫।୦, କେ୯।୧୧।୪୫।୦।

ଉଦୟଲଗ୍ନ

ପ୍ରାତଃ ଘ୩।୪୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୧୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୨୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୩୦ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୪୨ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୫୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୫୧ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୨୭ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨। ୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୪୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ପ୍ରାତଃ ଘ୩।୪୩ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ଜଳାଶୟ ପ୍ରତିଷ୍ଠା, ଦୀକ୍ଷା ଗ୍ରହଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ନାଟ୍ୟାରମ୍ଭ, ଋଣଦାନ ଓ ଋଣଗ୍ରହଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଘ୬।୫୩।୫୭ ସେକେଣ୍ଡ ମଧ୍ୟେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନ ରାଶି ଶନି ମହାଦଶାରେ ଜନ୍ମହୋଇଛି। ସଘ୬।୫୩।୫୭ ସେକେଣ୍ଡ ପରେ ରେବତୀ ନକ୍ଷତ୍ର ମୀନ ରାଶି ବୁଧ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!