ଦୈନିକ ପାଞ୍ଜି: ଜୁଲାଇ ୭ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୭, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୩।୪୩ସେ   ଚନ୍ଦ୍ରୋଦୟ ରାଘ୧୨।୪୩ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୨।୫୮ସେ       ଚନ୍ଦ୍ରାସ୍ତ ଦିଘ୧୨।୩୯ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୩ ଦିନ ରାଷ୍ଟ୍ରିୟ ଆଷାଢ ୧୬ଦିନ ଶନିବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ନବମୀତିଥୀ ରାଘ୧୨।୫୧।୩୩,

ରେବତୀନକ୍ଷତ୍ର ସଘ୭।୪୦।୪ ମୀନଚନ୍ଦ୍ର ସଘ୭।୪୦।୪, ଅତିଗଣ୍ଡଯୋଗ ସଘ୬।୧୪।୮, କ୍ଷୟ ସୁକର୍ମାଯୋଗ ରା ଘ୪।୪୩  ତୈତିଳକରଣ ଦିଘ୧।୧୩।୩୬, ଗରକରଣ ରାଘ୧୨।୫୧।୩୩

ରବ୍ୟଂଶଽ ୨୦।୪୪।୩୩, ସୂକ୍ଷ୍ମଚନ୍ଦ୍ର ରା୧୧।୨୮।୪୦।୫

ଦିନମାନ ଘ୧୩।୯।୧୬, ରାତ୍ରମାନ ଘ୧୦।୫୦।୪୪

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ପୂର୍ବେ ରାଘ୧୨।୫୧ମି ଗତେ ଉତ୍ତରେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

 ରାଘ୧୨।୫୧ମି ମଧ୍ୟେ ଲାଉ ଓ ପରେ କଳମ ଶାଗ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୬-୦୭ମି, ଦିଘ୯-୩୭ମି ରୁ ଘ୧୨-୫ମି, ଅମୃତ ଘ୨-୦୦ମି ରୁ ଘ୩-୪୫ମି, ରାଘ୭-୦୬ମି ରୁ ଘ୭-୫୦ମି, ଘ୧୧-୨୭ମି ରୁ ଘ୧-୩୭ମି, ଘ୩-୪ମି ରୁ ଘ୫-୧୪ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମୀନ, ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସଘ୭।୪୦।୪ ଗତେ ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୭।୪୦।୪ ଗତେ ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।                                     

ଘାତବାର ଓ ଘାତଚନ୍ଦ୍ର-

ବୃଷ/ସିଂହ/କନ୍ୟା ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର ଓ ସଘ୭।୪୦ମି ପରେ ମେଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ଗଣ୍ଡଦୋଷ ନାସ୍ତି। ରଜଶ୍ଚକ୍ରେ- ବେଶ୍ୟା ଯୋଗେ ପ୍ରତିକାର କରଣୀୟ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଏକପାଦ ବାରଦୋଷ।

ଅଶୁଭସମୟ-

ରାହୁକାଳ- ସଘ୮।୩୩ମି ରୁ ଘ୧୦।୧୧ମି, ବାରବେଳା- ଦିଘ୧।୨୯ମି ରୁ ଘ୩।୮ମି, କାଳବେଳା- ସଘ୫।୧୬ମି ରୁ ଘ୬।୫୪ମି, ଦିବା ଘ୪।୪୬ମି ରୁ ଘ୬।୨୫ମି, କାଳରାତ୍ରି-ସଂଘ୬।୨୫ମି ରୁ ଘ୭।୪୬ମି, ରାଘ୩।୫୫ମି ରୁ ଘ୫।୧୭ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୦।୪୪।୩୩, ଚ୧୧।୨୮।୪୦।୫, ମ୯।୧୪।୩୦।୩୮, ବୁ୩।୧୬।୩୦।୦, ବୃ୬।୧୯।୧୬।୩୯, ଶୁ୪।୨।୨୩।୫୫, ଶ୮।୧୧।୨।୨୪, ରା୩।୧୧।୪୪।୨୦, କେ୯।୧୧।୪୪।୨୦।

ଉଦୟଲଗ୍ନ-

ରାତ୍ର ଘ୩।୩୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୫୬ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୧୦ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୧୯ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୨୬ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୩୮ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୫୩ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୫୯ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୪୮ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୨୩ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧। ୫୭ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୪୦ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୩୯ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। 

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳଘ୭।୪୦।୪ ସେକେଣ୍ଡ ମଧ୍ୟେ ରେବତୀ ନକ୍ଷତ୍ର ମୀନ ରାଶି ବୁଧ ମହାଦଶାରେ ଜନ୍ମହୋଇଛି। ସକାଳ ଘ୭।୪୦।୪ ସେକେଣ୍ଡ ପରେ ଅଶ୍ଵିନୀ ନକ୍ଷତ୍ର ମେଷ ରାଶି କେତୁ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!