ଦୈନିକ ପାଞ୍ଜି: ଜୁଲାଇ ୮ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୮, ୨୦୧୮

ସୂର୍ଯ୍ୟୋଦୟ  ପ୍ରାଘ୫।୧୪।୩ସେ     ଚନ୍ଦ୍ରୋଦୟ ରାଘ୧।୨୭ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୫୬ସେ       ଚନ୍ଦ୍ରାସ୍ତ ଦିଘ୧।୩୫ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୪ ଦିନ ରାଷ୍ଟ୍ରିୟ ଆଷାଢ ୧୭ଦିନ ରବିବାର

ଚାନ୍ଦ୍ରମାନ -ଆଷାଢ଼ମାସ କୃଷ୍ଣପକ୍ଷ, ଦଶମୀତିଥୀ ରାଘ୧୧।୩୨।୨,

ଅଶ୍ୱିନୀନକ୍ଷତ୍ର ସଘ୭।୩୮।୫୪, ମେଷଚନ୍ଦ୍ର ଅହୋରାତ୍ର, ଧୃତିଯୋଗ ରାଘ୨।୨୯।୨୪

ବାଣିଜ୍ୟକରଣ ଦିଘ୧୨।୧୭।୩୯, ବିଷ୍ଟି କରଣ ରାଘ୧୧।୩୨।୨

ରବ୍ୟଂଶଽ ୨୧।୪୧।୪୬, ସୂକ୍ଷ୍ମଚନ୍ଦ୍ର ରା୦।୧୧।୫୮।୧୬

ଦିନମାନ ଘ୧୩।୮।୫୩, ରାତ୍ରମାନ ଘ୧୦।୫୧।୭

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଉତ୍ତରେ ରାତିଘ୧୧।୩୨ମି ଗତେ ଅଗ୍ନିକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତି ଘ୧୧।୩୨ମି ମଧ୍ୟେ କଳମ ଶାଗ ଓ ପରେ ଶିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଘ୬-୫୯ମି ରୁ ଘ୯-୩୭ମି, ଦିଘ୧୨-୧୫ମି ରୁ ଘ୨-୫୩ମି, ସୂର୍ଯ୍ୟାସ୍ତରୁ ଘ୭-୫୦ମି ମଧ୍ୟେ, ରାଘ୧୦-୪୩ମି ରୁ ଘ୧୨-୫୪ମି, ମାହେନ୍ଦ୍ର ଦିଘ୪-୩୮ମି ରୁ ଘ୫-୩୦ମି।

ଚନ୍ଦ୍ରଶୁଦ୍ଧି-

 ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, କୃତ୍ତିକା, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୭।୩୮।୫୪ ଗତେ  ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ। ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମେଷ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର।  

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସଘ୭।୩୮।୫୪ ଗତେ  ଦଶମାସ ଗଣ୍ଡଦୋଷ, ଫଳ-ଭୟ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ବେଶ୍ୟା ଯୋଗେ ପ୍ରତିକାର କରଣୀୟ।  

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

 ଆଜି ମୃତବ୍ୟକ୍ତିର ଏକପାଦଦୋଷ ଯୋଗେ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୪।୪୬ମି ରୁ ଘ୬।୨୫ମି, ବାରବେଳା ଓ କାଳବେଳା-ଦିଘ୧୦।୧୨ମି ରୁ ଘ୧।୨୯ମି, କାଳରାତ୍ରି- ରାଘ୧।୧୨ମି ରୁ ଘ୨।୩୪ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୧।୪୧।୪୬, ଚ୦।୧୧।୫୮।୧୬, ମ୯।୧୪।୨୨।୪୩, ବୁ୩।୧୭।୪୦।୪୩, ବୃ୬।୧୯।୧୬।୪, ଶୁ୪।୩।୩୧।୨୬, ଶ୮।୧୦।୫୮।୫, ରା୩।୧୧।୪୩।୪୧, କେ୯।୧୧।୪୩।୪୧।

ଉଦୟଲଗ୍ନ-

ରାତ୍ର ଘ୩।୩୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୫୨ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୬ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୧୫ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୨୨ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୩୪ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୪୯ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୫୫ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୪୪ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୨୦ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୫୩ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୩୬ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୩୫ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି କୋର୍ଟବିବାହ, ନବବଧୂ ଯାତ୍ରା, ପ୍ରଥମ ଯୁବତୀ ସମ୍ଭୋଗ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ନବବସ୍ତ୍ର ପରିଧାନ, ଜଳାଶୟ ପ୍ରତିଷ୍ଠା, ବିଦ୍ୟାରମ୍ଭ, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ଔଷଧ କରଣ, ଔଷଧ ସେବନ, ଦୀକ୍ଷା ଗ୍ରହଣ, ନବାନ୍ନ ଭକ୍ଷଣ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଋଣଦାନ ଓ ଋଣଗ୍ରହଣ, ମକଦ୍ଦମାଦାୟର, ଆରୋଗ୍ୟ ସ୍ନାନ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୭।୩୮।୫୪ ସେକେଣ୍ଡ ମଧ୍ୟେ ଅଶ୍ଵିନୀ ନକ୍ଷତ୍ର ମେଷ ରାଶି କେତୁ ମହାଦଶାରେ ଜନ୍ମହୋଇଛି। ସକାଳ ଘ୭।୩୮।୫୪ ସେକେଣ୍ଡ ପରେ ଦ୍ଵିଜା ନକ୍ଷତ୍ର ମେଷ ରାଶି ଶୁକ୍ର ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!