ଯୋଗିନୀ ଏକାଦଶୀ ଉପବାସ। ଦୈନିକ ପାଞ୍ଜି: ଜୁଲାଇ ୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୯, ୨୦୧୮

ଯୋଗିନୀ ଏକାଦଶୀ ଉପବାସ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୪।୨୫ସେ   ଚନ୍ଦ୍ରୋଦୟ ରାଘ୨।୧୫ମି.

ସୂର୍ଯ୍ୟାସ୍ତ   ସଂଘ୬।୨୨।୫୩ସେ       ଚନ୍ଦ୍ରାସ୍ତ ଦିଘ୨।୩୪ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୫ ଦିନ ରାଷ୍ଟ୍ରିୟ ଆଷାଢ ୧୮ଦିନ ସୋମବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ଏକାଦଶୀତିଥୀ ରାଘ୯।୨୮।୨୫,

ଦ୍ୱିଜାନକ୍ଷତ୍ର ସକାଳ ଘ୬।୫୧।୧୬, ମେଷଚନ୍ଦ୍ର ଦିବାଘ୧୨।୩୨, ଶୂଳଯୋଗ ରାତି ଘ୧୧।୪୨।୨୬

ବବକରଣ ଦିଘ୧୦।୩୫।୩୦, ବାଳବକରଣ ରାଘ୯।୨୮।୨୫

ରବ୍ୟଂଶଽ ୨୨।୩୮।୫୯, ସୂକ୍ଷ୍ମଚନ୍ଦ୍ର ରା୦।୨୫।୪୩।୩୧

ଦିନମାନ ଘ୧୩।୮।୨୯, ରାତ୍ରମାନ ଘ୧୦।୫୧।୩୧

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଅଗ୍ନିକୋଣେ ରାଘ୯।୨୮ମି ଗତେ ନୈଋତକୋଣେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାଘ୯।୨୮ମି ମଧ୍ୟେ ଶିମ୍ବ ଓ ପରେ ପୋଇ, ମଶୁର ଡାଲି ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିଘ୮-୪୫ମି ରୁ ଘ୧୦-୩୦ମି, ରାଘ୯-୧୭ମି ରୁ ଘ୧୨-୧୧ମି, ଘ୧-୩୮ମି ରୁ ଘ୩-୫ମି, ମାହେନ୍ଦ୍ର ଘ୩-୪୮ମି ରୁ ଘ୪-୩୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୧୨।୩୨ ଗତେ ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରାଷାଢା, ଶ୍ରବଣା, ଶତଭିଷା,  ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୬।୫୧।୧୬  ଗତେ ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମିଥୁନ ରାଶିର ଘାତବାର। ମେଷ ରାଶିର ଘାତଚନ୍ଦ୍ର ଓ ଦିଘ୧୨।୩୨ମି ପରେ ବିଚ୍ଛା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସକାଳ ଘ୬।୫୧ମି ମଧ୍ୟେ ଦଶମାସ ପରେ ସମ୍ବତ୍ସର ଗଣ୍ଡଦୋଷ, ଫଳ-ଭୟ ଓ ସୁତହାନି ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘ୬।୫୧ମି ପରେ ଏକପାଦ ଓ ରାତି ଘ୯।୨୮ମି ପରେ ଦ୍ୱିପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ ଓ କାଳବେଳା- ସଘ୬।୫୫ମି ରୁ ଘ୮।୩୪ମି, ବାରବେଳା-ଦିଘ୩।୮ମି ରୁ ଘ୪।୪୬ମି, କାଳରାତ୍ରି-ରାତ୍ରି ଘ୧୦।୨୯ମି ରୁ ଘ୧୧।୫୧ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୨।୩୮।୫୯, ଚ୦।୨୫।୪୩।୩୧, ମ୯।୧୪।୧୪।୭, ବୁ୩।୧୮।୪୮।୪୪, ବୃ୬।୧୯।୧୫।୪୦, ଶୁ୪।୪।୩୮।୪୯, ଶ୮।୧୦।୫୩।୪୮, ରା୩।୧୧।୪୩।୧୮, କେ୯।୧୧।୪୩।୧୮।

ଉଦୟଲଗ୍ନ-

ରାତ୍ର ଘ୩।୩୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୪୮ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୨ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୧୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୧୮ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୩୦ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୪୫ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୫୧ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୪୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୧୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୪୯ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୩୨ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୩୧ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

 ଆଜି ଔଷଧ କରଣ ଓ ସେବନ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୬।୫୧।୧୬ ସେକେଣ୍ଡ ମଧ୍ୟେ ଦ୍ଵିଜା ନକ୍ଷତ୍ର ମେଷ ରାଶି ଶୁକ୍ର ମହାଦଶାରେ ଜନ୍ମହୋଇଛି। ସକାଳ ଘ୬।୫୧।୧୬ ସେକେଣ୍ଡ ପରେ ଦିବାଘ୧୨।୩୨ମିନିଟ୍ ମଧ୍ୟେ କୃତ୍ତିକା ନକ୍ଷତ୍ର ମେଷ ରାଶି ରବି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଦିବାଘ୧୨।୩୨ମିନିଟ୍ ପରେ କୃତ୍ତିକା ନକ୍ଷତ୍ର ବୃଷ ରାଶି ରବି ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!