ଦୈନିକ ପାଞ୍ଜି: ଜୁଲାଇ ୧୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୦, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୪।୪୬ସେ   ଚନ୍ଦ୍ରୋଦୟ ରାଘ୩।୮ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୪୯ସେ       ଚନ୍ଦ୍ରାସ୍ତ ଦିଘ୩।୩୬ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୬ ଦିନ ରାଷ୍ଟ୍ରିୟ ଆଷାଢ ୧୯ଦିନ ମଙ୍ଗଳବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ଦ୍ୱାଦଶୀତିଥୀ ସଂଘ୬।୪୬।୪୭,

କୃତ୍ତିକାନକ୍ଷତ୍ର ସକାଳ ଘ୫।୨୧।୨୧, କ୍ଷୟ ରୋହିଣୀନକ୍ଷତ୍ର ରାଘ୩।୧୬

ବୃଷଚନ୍ଦ୍ର ଅହୋରାତ୍ର, ଗଣ୍ଡଯୋଗ ରାଘ୮।୨୪।୩୭

କୌଳବକରଣ ସକାଳ ଘ୮।୧୨।୦, ତୈତିଳକରଣ ସଂଧ୍ୟା ଘ୬।୪୬।୪୭, କ୍ଷୟ ଗରକରଣ ନିଶାନ୍ତଘ୫।୧୩

ରବ୍ୟଂଶଽ ୨୩।୩୬।୧୨, ସୂକ୍ଷ୍ମଚନ୍ଦ୍ର ରା୧।୯।୫୬।୩

ଦିନମାନ ଘ୧୩।୮।୪, ରାତ୍ରମାନ ଘ୧୦।୫୧।୫୬

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ନୈଋତକୋଣେ ସଂଘ୬।୪୬ମି ଗତେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସଂଘ୬।୪୬ମି ମଧ୍ୟେ ପୋଇ, ମଶୁର ଡାଲି ଓ ପରେ ବାଇଗଣ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯ୍ୟୋଦୟରୁ ଘ୭-୫୩ମି, ଦିଘ୯-୩୮ମି ରୁ ଘ୧୨-୧୫ମି, ଦିଘ୩-୪୫ମି ରୁ ଘ୪-୩୮ମି, ସୂର୍ଯ୍ୟାସ୍ତରୁ ଘ୭-୦୬ମି, ରାଘ୧୨-୧୧ମି ରୁ ଘ୨-୨୧ମି, ମାହେନ୍ଦ୍ର ଦିଘ୨-୫୩ମି ରୁ ଘ୩-୪୫ମି, ଦିଘ୪-୩୮ମି ରୁ ଘ୫-୩୦ମି, ରାଘ୮-୩୩ମି ଘ୧୦-୦୦ମି।

ଚନ୍ଦ୍ରଶୁଦ୍ଧି- 

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୫।୨୧।୨୧ ଗତେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଏବଂ ରାତ୍ର ଘ୩।୧୬ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

ମକର ରାଶିର ଘାତବାର। ବିଚ୍ଛା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ସକାଳ ଘ୫।୨୧ମି ମଧ୍ୟେ ସମ୍ବତ୍ସର ଗଣ୍ଡଦୋଷ, ଫଳ-ସୁତହାନୀ ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘ୫।୨୧ମି ମଧ୍ୟେ ତିନିପାଦ ଓ ସଂଧ୍ୟା ଘ୬।୪୮ମି ମଧ୍ୟେ ଦ୍ୱିପାଦ ଓ ପରେ ଏକପାଦ ପୁଷ୍କରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୩।୭ମି ରୁ ଘ୪।୪୬ମି, ବାରବେଳା- ସଘ୬।୫୫ମି ରୁ ଘ୮।୩୪ମି, କାଳବେଳା- ଦିଘ୧।୨୯ମି ରୁ ଘ୩।୮ମି, କାଳରାତ୍ରି- ରାଘ୭।୪୬ମି ରୁ ଘ୯।୮ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବିରା୨।୨୩।୩୬।୧୨, ଚ୧।୯।୫୬।୩, ମ୯।୧୪।୪।୫୦, ବୁ୩।୧୯।୫୩।୫୫, ବୃ୬।୧୯।୧୫।୨୭, ଶୁ୪।୫।୪୬।୪, ଶ୮।୧୦।୪୯।୩୨, ରା୩।୧୧।୪୨।୫୮, କେ୯।୧୧।୪୨।୫୮।

ଉଦୟଲଗ୍ନ-

ରାତ୍ର ଘ୩।୨୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୪୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୫୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୧୫ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୨୬ ମିନିଟ୍ ରୁ ମିଥୁନ ବିଛା ଲଗ୍ନ ଆରମ୍ଭ। ଘ୪।୪୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୪୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୩୬ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୧୨ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୪୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୨୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୨୮ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୫।୨୧।୨୧ ସେକେଣ୍ଡ ମଧ୍ୟେ କୃତ୍ତିକାନକ୍ଷତ୍ର ବୃଷରାଶି ରବି ମହାଦଶାରେ ଜନ୍ମହୋଇଛି। ସକାଳ ଘ୫।୨୧।୨୧ ସେକେଣ୍ଡ ପରେ ରୋହିଣୀନକ୍ଷତ୍ର ବୃଷରାଶି ଚନ୍ଦ୍ର ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ ଓ ରାତି ଘ୩।୧୬ ମିନିଟ୍ ପରେ ମୃଗଶିରା ନକ୍ଷତ୍ର ବୃଷରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!