ଦୈନିକ ପାଞ୍ଜି: ଜୁଲାଇ ୧୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୧, ୨୦୧୮

ଶିବ ଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାଘ୫।୧୫।୭ସେ     ଚନ୍ଦ୍ରୋଦୟ ରାଘ୪।୭ମି.

ସୂର୍ଯ୍ୟାସ୍ତ  ସଂଘ୬।୨୨।୪୪ସେ       ଚନ୍ଦ୍ରାସ୍ତ ଦିଘ୪।୪୦ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୭ ଦିନ ରାଷ୍ଟ୍ରିୟ ଆଷାଢ ୨୦ଦିନ ବୁଧବାର

ଚାନ୍ଦ୍ରମାନ – ଆଷାଢ଼ମାସ କୃଷ୍ଣପକ୍ଷ, ତ୍ରୟୋଦଶୀତିଥୀ ଦିଘ୩।୩୫।୭,

ମୃଗଶିରାନକ୍ଷତ୍ର ରାତ୍ରି ଘ୧୨।୪୩।୫୩, ବୃଷଚନ୍ଦ୍ର ଦିଘ୨।୨, ବୃଦ୍ଧିଯୋଗ ଦିଘ୪।୪୨।୧୬

ବାଣିଜ୍ୟକରଣ ଦିଘ୩।୩୫।୭, ବିଷ୍ଟିକରଣ ରାଘ୧।୫୧।୨୧

ରବ୍ୟଂଶଽ ୨୪।୩୩।୨୬, ସୂକ୍ଷ୍ମଚନ୍ଦ୍ର ରା୧।୨୪।୩୩।୨୫

ଦିନମାନ ଘ୧୩।୭।୩୭,ରାତ୍ରମାନ ଘ୧୦।୫୨।୨୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ଦକ୍ଷିଣେ ଦିବା ଘ୩।୩୫ମି ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିବା ଘ୩।୩୫ମି ମଧ୍ୟେ ବାଇଗଣ ଓ ପରେ ବିରି ଜାତିୟ ଖାଦ୍ୟ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ଦିବା ଘ୭-୫୩ମି ରୁ ଘ୧୧-୨୩ମି, ଡିବା ଘ୨-୦୦ମି ରୁ ସନ୍ଧ୍ୟା ଘ୫-୩୦ମି, ସୂର୍ଯ୍ୟାସ୍ତରୁ ରାତ୍ର ଘ୧୦-୦୦ମି, ରାତ୍ର ଘ୧୨-୧୧ମି ରୁ ଘ୧-୩୮ମିନିଟ୍‌।

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ଦିଘ୨।୨ମି ଗତେ ମେଷ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମିନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘ୧୨।୪୩।୫୩ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର-

କର୍କଟ ରାଶିର ଘାତବାର। ବିଚ୍ଛା ରାଶିର ଘାତଚନ୍ଦ୍ର ଓ ଦିଘ୨।୨ମି ପରେ କନ୍ୟା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ରାତ୍ର ଘ୧୨-୪୪ମି ପରେ ପାଞ୍ଚମାସ ଗଣ୍ଡଦୋଷ, ଫଳ-ବିଧବା ଯୋଗେ ପ୍ରତିକାର କରଣୀୟ। ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଚତୁର୍ଦ୍ଦଶୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଦୋଷ ନାହିଁ।

ଅଶୁଭସମୟ-

ରାହୁକାଳ-ଦିଘ୧୧।୫୧ମି ରୁ ଘ୧।୨୯ମି, ବାରବେଳା-ଦିଘ୧୧।୫୧ମି ରୁ ଘ୧।୨୯ମି, କାଳବେଳା-ସଘ୮।୩୪ମି ରୁ ଘ୧୦।୧୩ମି, କାଳରାତ୍ରି-ରାଘ୨।୩୪ମି ରୁ ଘ୩।୫୬ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ-

ରବି ରା୨।୨୪।୩୩।୨୬, ଚ୧।୨୪।୩୩।୨୫, ମ୯।୧୩।୫୪।୫୪, ବୁ୩।୨୦।୫୬।୧୩, ବୃ୬।୧୯।୧୫।୨୫, ଶୁ୪।୬।୫୩।୧୦, ଶ୮।୧୦।୪୫।୧୮, ରା୩।୧୧।୪୨।୩୯, କେ୯।୧୧।୪୨।୩୯।

ଉଦୟଲଗ୍ନ-

ରାତ୍ର ଘ୩।୨୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୫।୪୦ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୫୪ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୩ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୧୧ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୨୩ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୩୭ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୪୩ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୩୨ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୮ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୪୧ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୨୪ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୨୪ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, କୋର୍ଟବିବାହ, ନବବଧୂ ଯାତ୍ରା, ବ୍ରତୋପନୟନ, ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ସବୁ ଦ୍ରବ୍ୟ କ୍ରୟ ବିକ୍ରୟ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ମନ୍ଦିରନିର୍ମାଣ, ଜଳାଶୟ ଆରମ୍ଭ, ଜଳାଶୟ ପ୍ରତିଷ୍ଠା, ନୌକା ଚଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ଚୁଡ଼ାକରଣ, ଦୀକ୍ଷା ଗ୍ରହଣ, ନବାନ୍ନ ଭକ୍ଷଣ, କର୍ଣ୍ଣବେଧ, ନୃତ୍ୟ ଗୀତ ବାଦ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୨।୨ମିନିଟ୍ ମଧ୍ୟେ ମୃଗଶିରାନକ୍ଷତ୍ର ବୃଷରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି। ଦିବା ଘ୨।୨ମିନିଟ୍ ପରେ ରାତ୍ର ଘ୧୨।୪୩।୫୩ ସେକେଣ୍ଡ ମଧ୍ୟେ ମୃଗଶିରାନକ୍ଷତ୍ର ମିଥୁନରାଶି ମଙ୍ଗଳ ମହାଦଶାରେ ଜନ୍ମହୋଇଛି ଓ ରାତ୍ର ଘ୧୨।୪୩।୫୩ ସେକେଣ୍ଡ ପରେ ଆର୍ଦ୍ରାନକ୍ଷତ୍ର ମିଥୁନରାଶି ରାହୁମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!