ଚାଣକ୍ୟ ନୀତି : କାଉର ଏହି ୫ଟି ଏବଂ କୁକୁଡାର ଏହି ୪ଟି ଅଭସ୍ୟାକୁ ଶିଖିବା ଦ୍ଵାରା ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ
ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ପ୍ରସିଦ୍ଧ ଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭୂତିକୁ ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ କିଛି ଏମିତି କଥା କୁହାଯାଇଛି ଯାହାକୁ ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ପାଳନ କରୁଛି ତେବେ ତାହାକୁ ସଫଳତା ନିଶ୍ଚିତ ହାସଲ ହେବ । ନୀତି ଗୁଡିକରେ କୁହାଯାଇଥିବା କଥା … ଅଧିକ ପଢନ୍ତୁ