ରାଶି ଅନୁସାରେ ଜାଣନ୍ତୁ ମନକୁ ସୁଦୃଢ଼ କରିବାର ଉପାୟ, କେମିତି ନିଜର ଚଞ୍ଚଳ ମନକୁ ନିଜର ଆୟତରେ ରଖିବେ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରାଶି ଅନୁସାରେ ଜାଣିବା ମନ କୁ ଦୃଢ କରିବା ର ଉପାୟ। ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ ଏହି ସବୁ ଗ୍ରହ ତୃତୀୟ, ପଣ୍ଚମ, ଷଷ୍ଠ ଓ ଏକାଦଶ ସ୍ଥାନରେ ରହିବା ଦ୍ୱାରା ମନବଳ ଓ ଆତ୍ମବିଶ୍ୱ।ସ ଦୃଢ ହୋଇଥାଏ । ଚନ୍ଦ୍ରମା ମନର କାରକ ହୋଇଥିବା ବେଳେ, ସୂର୍ଯ୍ୟ ତଥା ମଗଂଳ ଗ୍ରହ ମନର କାରକ ହୋଇଥାନ୍ତି। ଅଗ୍ନିତତ୍ୱ ଦୃଢ ହେବା କାରଣ ରୁ ମନବଳ ସୁଦୃଢ଼ ହୋଇଥାଏ। ଅଗ୍ନିତତ୍ୱ ଦୁର୍ବଳ ହେଲେ ମଧ୍ୟ ମନବଳ ଦୁର୍ବଳ ହୋଇଥାଏ। କିଛି କ୍ଷେତ୍ରରେ ଦେଖିବା କୁ ମିଳେ ସନି ଓ ବୃହଷ୍ପତି କ୍ଷେତ୍ରରେ ମନବଳ ଦୃଢ ହୋଇଥାଏ। ରଗଂ ଓ ମନ୍ତ୍ର ପ୍ରଭାବ ରେ ମନବଳ କୁ ସୁଦୃଢ଼ କରାଯାଇ ପାରିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ ରାଶି , ସାଧାରଣତଃ ଏମାନଙ୍କ ମନବଳ ସୁଦୃଢ଼ ଅଟେ। ଚନ୍ଚଳ ମନ ଯୋଗୁଁ ଏମାନେ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି । ସୂର୍ଯ୍ୟ ଙ୍କୁ ନାଲି ଫୁଲ ଦେଇ ପୂଜା କରିବା ଦ୍ୱାରା ମନବଳ ସୁଦୃଢ଼ ହୋଇଥାଏ ।

ବୃଷ ରାଶି, ଏମାନଙ୍କ ମନବଳ ସୁଦୃଢ଼ ହୋଇଥାଏ ନହେଲେ ବହୁତ ଦୁର୍ବଳ ହୋଇଥାଏ। ନାଲି ରଗଂ ପ୍ରଭାବ ଶୁଭ ପ୍ରଦ ହୋଇଥାଏ ।

ମିଥୁନ ରାଶି ଏମାନଙ୍କ ମନବଳ ସୁଦୃଢ଼ ଅଟେ । ଏମାନଙ୍କୁ ଅନ୍ୟ ର ସାହାର୍ଯ୍ୟ ର ଆବଶ୍ୟକତା ହୋଇଥାଏ । ସବୁଜ ରଗଂ ଏମାନଙ୍କ ପାଇଁ ଲାଭ ଦାୟକ ହୋଇଥାଏ।

କର୍କଟ ରାଶି, ଏମାନଙ୍କ ମନ ଦୁର୍ବଳ ହୋଇଥାଏ। ସୂର୍ଯ୍ୟ ଙ୍କୁ ହଳଦିଆ ମିଶା ପାଣି ଅର୍ପଣ କରନ୍ତୁ ଏବଂ ହଳଦିଆ ରଗଂ ବ୍ୟବହାର କରିବା ଦ୍ୱାରା ମନବଳ ସୁଦୃଢ଼ ହୋଇଥାଏ ।

ସିଂହ ରାଶି, ଏହି ରାଶି ର ଲୋକେ ସାହସୀ ଓ ଦୃଢ ମନବଳ ର ସ୍ୱାମୀ ଅଟନ୍ତି । କଳା ରଗଂ ରୁ ଦୂରରେ ରୁହନ୍ତୁ । ସୂର୍ଯୋଦୟ ସମୟରେ ଉଠି ସୂର୍ଯ୍ୟ ଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା ରାଶି, ଏହି ରାଶି ର ଲୋକେ ସାମାନ୍ୟ ଦୃଢ କିନ୍ତୁ ବେଳେବେଳେ ଜିଦ୍ କାରଣ ରୁ ଆତ୍ମବିଶ୍ୱ।ସ ବୃଦ୍ଧି ପାଇଥାଏ ।ଧଳା ରଗଂ ଏମାନଙ୍କ ମନ କୁ ସନ୍ତୁଳିତ ରଖିଥାଏ । ମଗଂଳ ବାର ଦିନ ମା ଙ୍କୁ ପୂଜା କରନ୍ତୁ ।

ତୁଳା ରାଶି, କେବେ ଏମାନଙ୍କ ମନ ଦୃଢ ତ କେବେ ଦୁର୍ବଳ ହୋଇଥାଏ। ବିଶେଷ କରି ପରିବାର ମାମଲା ରେ ଏଭଳି ପରିସ୍ଥିତି ଉପୁଜି ଥାଏ , ନାଲି ରଗଂ ରୁ ଦୂରେଇ ରୁହନ୍ତୁ ନୀଳ ରଗଂ ବ୍ୟବହାର କରନ୍ତୁ। ଶନି ମନ୍ତ୍ର ଜପ କରନ୍ତୁ।

ବିଛା ରାଶି, ଏମାନେ ଆତ୍ମବିଶ୍ୱ।ସ ତଥା ଭଗବାନ ଙ୍କୁ ବିଶ୍ୱାସ କରନ୍ତୁ । ନାରଗୀଂ ରଗଂ ବ୍ୟବହାର କରନ୍ତୁ ଓ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରନ୍ତୁ।

ଧନୁ ରାଶି, ମନବଳ ସୁଦୃଢ଼ ଓ ପରାକ୍ରମ ରାଶି ।ନାଲି ରଗଂ ବ୍ୟବହାର କରନ୍ତୁ ନାହିଁ ଏବଂ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମକର ରାଶି, ଏମାନଙ୍କ ମନବଳ ସୁଦୃଢ଼ ଅଟେ ନହେଲେ ଅତି ଦୁର୍ବଳ ହୋଇଥାଏ। ଶନି ନାମ ଜପ କରନ୍ତୁ ଓ ଧଳା ରଗଂ ବ୍ୟବହାର କରନ୍ତୁ ।

କୁମ୍ଭ ରାଶି, ଏମାନଙ୍କ ମନବଳ ବହୁତ ଦୃଢ । ସର୍ବଦା ନୀଳ ରଗଂ ବ୍ୟବହାର କରନ୍ତୁ। ନୀଶା ଦ୍ରବ୍ୟ ଠାରୁ ଦୂରରେ ରୁହନ୍ତୁ ।

ମୀନ ରାଶି , ଏମାନେ ଅନେକ ସମୟରେ ଦ୍ୱନ୍ଦ୍ୱ ର ଶୀକାର ହୋଇଥାନ୍ତି। ସୁନେଲି ରଗଂ ବା ହଳଦିଆ ରଗଂ ବ୍ୟବହାର କରନ୍ତୁ ଏବଂ ହନୁମାନ ଙ୍କୁ ପୂଜା କରିବା ସହ ହନୁମାନ ଙ୍କ ମନ୍ତ୍ର ଜପ କରନ୍ତୁ। ଏହା ଦ୍ୱାରା ମନବଳ ସୁଦୃଢ଼ ହୋଇଯିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!