ରବି କର୍କଟ ରାଶିକୁ ଚଳନ ଫଳରେ କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଜାଣନ୍ତୁ

ରବି ମହାଗ୍ରହ ୨୦୨୦ ମସିହା ଜୁଲାଇମାସ ୧୬ ତାରିଖ ଗୁରୁବାରରେ ମିଥୁନ ରାଶିରୁ କର୍କଟରାଶିକୁ ଗମନ କରିବେ। କର୍କଟରାଶିରେ ରବି ସଂକ୍ରମଣ କରିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସୁଖ, ସମ୍ପତ୍ତି, ସନ୍ତାନ, ପେଷା, ବେଉଷା, ଦାମ୍ପତ୍ୟ, ପ୍ରେମ, ଚାଷ, ବାସ, କର୍ମ, ବ୍ୟବସାୟ, ଆୟ, ବ୍ୟୟ, ଜମା, ଖର୍ଚ, ରାଜନୀତି ଓ ପାରିବାରିକ କ୍ଷେତ୍ରରେ କଣ ଶୁଭାଶୁଭ ଫଳ ଭୋଗକରିବେ କଣ କରିବେ ପ୍ରତିକାର ଆସନ୍ତୁ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁଲାଇ ୧୩ ତାରିଖ ରୁ ଜୁଲାଇ ୧୯, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତି ସୁଧୁରି ଯାଇ ଉନ୍ନତି ହେବ। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ଶତୃ ମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। କାମକାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁଲାଇ ୬ ତାରିଖ ରୁ ଜୁଲାଇ ୧୨, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ। ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଭବିଷ୍ୟତରେ ଅତ୍ୟନ୍ତ ଲାଭଦାୟକ ହେବ। କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ। ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ଵନ୍ଦର ସମାଧାନ ବାଟ ଫିଟି ଯିବ। ବିଦ୍ୟାର୍ଥି ମାନଙ୍କର ମନଅନୁକୂଳ ଫଳପ୍ରାପ୍ତି ହେବା ଫଳରେ ଚିନ୍ତା ଭାବନା … ଅଧିକ ପଢନ୍ତୁ

ବୃହସ୍ପତି ଫେରିଲେ ଧନୁ ରାଶିକୁ, କଣ ରହିବ ୧୨ଟି ରାଶିଙ୍କ ଉପରେ ଏହାର ପ୍ରଭାବ ଜାଣନ୍ତୁ

୨୦୨୦ ମସିହା ଜୁନ୍ ମାସ ୩୦ତାରିଖ ମଙ୍ଗଳବାର ଦେବଗୁରୁ ବୃହସ୍ପତି ଉତ୍ତରାଷାଢା ନକ୍ଷତ୍ର ଧନୁରାଶିକୁ ପୁନରାୟ ଫେରିବେ। ୨୦୨୦ ମସିହା ନଭେମ୍ବରମାସ ୨୦ତାରିଖ ପର୍ଯ୍ୟନ୍ତ ଧନୁରାଶି ରେ ରହିବେ। ବୃହସ୍ପତି ୩ ମାସ ପରେ ସ୍ଵ ଗୃହକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ  ଜାଣିବା । ଗୁରୁଗ୍ରହ ନୀତି, ଧର୍ମ, ବିଦ୍ୟାର ପ୍ରତିନିଧି ବୋଲି କୁହାଯାଏ। ଏହା ସତ୍ୱଗୁଣ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁନ୍ ୨୯ ତାରିଖ ରୁ ଜୁଲାଇ ୫, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ପ୍ରେମୀକପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ। ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ ମାତ୍ର ତତ୍ପର ହେବା ଆବଶ୍ୟକ। ରାଜନୀତି କ୍ଷେତ୍ରରେ କଠିନ ପରିଶ୍ରମ ହେତୁ ସାମାଜିକ ପତିଆରା … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଜୁନ୍ ୨୨ ତାରିଖ ରୁ ଜୁନ୍ ୨୮, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ମେଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜର କ୍ଷମତା ଓ ଯୋଗ୍ୟତାକୁ ବହୁତ ଉପଯୋଗ କରିବେ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ପାଇବ। ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। କୌଣସି ନୂତନ ବନ୍ଧୁଙ୍କ ସହିତ ଭେଟ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। … ଅଧିକ ପଢନ୍ତୁ

ଯଦି ଆପଣ ସୁଖଶାନ୍ତିରେ ଜୀବନ ଜାପନ କରିବାକୁ ଚାହୁଁଥାନ୍ତି ତେବେ କେବେବି ଏହି ୫ଟି ଭୁଲ କାର୍ଯ୍ୟ କରନ୍ତୁ ନାହିଁ

ଜୀବନକୁ ସୁଖ ଶାନ୍ତିରେ ବଞ୍ଚିବା ପାଇଁ ,ଆମିଷ ବହୁତ କିଛି କରିଥାଏ । କିନ୍ତୁ ଆପମ୍ନ ଦେଖିଥିବେ କିଛି ଲୋକ ସତ ଚେଷ୍ଟା କଲେ ମଧ୍ୟ ଜୀବନରେ କେବେ ସୁଖୀ ହୋଇପାରନ୍ତି ନାହିଁ । ତେବେ ଆପଣ ଭାବୁଥିବେ ଏହା କାହିଁକି, କଣ ପାଇଁ ଆମ ସହ ଏଭଳି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କିଛି କହିବାକୁ ଯାଉଛୁ । ଯଦି ଆପଣ ସୁଖ … ଅଧିକ ପଢନ୍ତୁ

ରବି ଚାଲିଲେ ମିଥୁନ ରାଶିକୁ- କଣ ପଡିବ ୧୨ଟି ରାଶି ଉପରେ ଏହାର ପ୍ରଭାବ ଜାଣନ୍ତୁ

ରବି ମହାଗ୍ରହ ୨୦୨୦ ମସିହା ଯୁନ୍ ମାସ ୧୫ ତାରିଖ ସୋମବାରରେ ବୃଷରାଶିରୁ ମିଥୁନରାଶିକୁ ଗମନ କରିଲେ । ମିଥୁନ ରାଶିରେ ରବି ସଂକ୍ରମଣ କରିବା ଫଳରେ ପରମ୍ପରା ଦୃଷ୍ଟିରୁ ଏହି ଦିନଟିକୁ ରଜସଙ୍କ୍ରାନ୍ତି ଭାବେ ଓଡିଶାରେ ପାଳନ କରିଥାନ୍ତି। ମିଥୁନ ରାଶିରେ ରବି ସଂକ୍ରମଣ କରିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, ସୁଖ, ସମ୍ପତ୍ତି, ସନ୍ତାନ, ପେଷା, ବେଉଷା, ଦାମ୍ପତ୍ୟ, ପ୍ରେମ, ଚାଷ, ବାସ, କର୍ମ, … ଅଧିକ ପଢନ୍ତୁ

error: Content is protected !!