ଆଜିର ପାଞ୍ଜି: ଜାନୁୟାରୀ ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୮, ୨୦୧୮

ସୂର୍ଯ୍ୟଉଦୟ ଧନୁ ଦ୪|୬|୪୨ ଇଂପ୍ରାଘ୬|୨୪|୫ସେ
ସୂର୍ଯ୍ୟାସ୍ତ ମିଥୁନ ଦ୪|୨୭|୪୪ ଇଂସଂଘ୫|୧୬|୫୯ସେ
ଉଡ୍ରାବ୍ଦ ୧୪୨୫ସାଲ ଧନୁ ୨୪ ଦିନ ରାଷ୍ଟ୍ରିୟ ପୌଷମାସ ୧୮ ଦିନ ସୋମବାର

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀ ତିଥି ଦିବାଘ୩।୪୭।୮ସେ,
ହସ୍ତା ନକ୍ଷତ୍ର ରାଘ୧।୪୬|୬ସେ, କନ୍ୟା ଚନ୍ଦ୍ର ଅହୋରାତ୍ର,
ଶୋଭନ ଯୋଗ ସକାଳଘ୬।୪୫|୫୩ସେ, କ୍ଷୟ ଅତିଗଣ୍ଡ ଯୋଗ ନିଃଘ୫|୪୪|୫୯
ବବ କରଣ ଦିଘ୩।୪୭।୮ସେ, ବାଳବ କରଣ ରାଘ୩।୫୫ମି,
ରବ୍ୟଂଶଽ୨୩।୩୪।୫୩, ସୂକ୍ଷ୍ମଚନ୍ଦ୍ର ରା୫।୧୨।୫୨।୧୬,
ଦିନମାନ ଦିଘ୧୦।୫୧।୫୫, ନିଶାମାନ ରାଘ ୧୩।୮।୫,

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ। ଦିବାଘ୩|୪୭ ଗତେ ଐଶାନ୍ୟେ। ଯାତ୍ରା ନାସ୍ତି।

ନିଷେଧ ଖାଦ୍ୟ-

ଦିବାଘ୩।୪୭ସେ ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା ସୂର୍ଯ୍ୟଉଦୟ ରୁ ଦିଘ୭।୫୧ମି ଦିଘ୯।୧୮ମିରୁ ଦିଘ୧୧।୨୮ମି ରାତିଘ୭।୫୪ମି ପରେ ରାଘ୧୧।୨୪ମି ମଧ୍ୟେ ରାତିଘ୨।୫୪ମି ପରେ ରାଘ୩।୪୬ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ବିନୀ କୃତ୍ତିକା ମୃଗଶିରା ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢା ଧନିଷ୍ଠା ଶତଭିଷା ଉତ୍ତରଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମିଥୁନ ରାଶିର ଘାତବାର। ବୃଷରାଶିର ଘାତଚନ୍ଦ୍ର।

ରଜୋଶ୍ଚକ୍ର-

ପ୍ରଥମରଜୋ ଦର୍ଶନେ ଓ ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ସପ୍ତମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବାଘ୩।୪୭ମି ମଧ୍ୟେ ଏକପାଦ ତିଥିଦୋଷ।

ଅଶୁଭ ସମୟ-

ରାହୁକାଳ- ସଘ୭।୪୭ମି ରୁ ଦିଘ୯।୯ମି ଓ କାଳବେଳା ସଘ୭।୪୭ମି ରୁ ଦିଘ୯।୯ମି। ବାରବେଳା-ଦିଘ୨।୩୫ମି ରୁ ଦିଘ୩।୫୭ମି ମଧ୍ୟେ। କାଳରାତ୍ରି ରାତ୍ରଘ୧୦।୧୪ମି ପରେ ରାତିଘ୧୧।୫୨ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି୮।୨୩।୩୪।୫୩,୨୦/୯ ଚନ୍ଦ୍ର ରା୫।୧୨।୫୨।୧୬-୧୩/୬ ମ୬|୨୪|୨୮|୪-୧୬/୭ ବୁ୮|୧|୪୭|୧୮-୧୯/୯ ବୃ୬|୨୪|୦|୯-୧୬/୭ ଶୁ୮|୨୩|୧୭|୧୧-୨୦/୯ ଶ୮|୮|୫|୫୮-୧୯/୯ ରା୩|୨୧|୧|୧୯-୯/୪ କେ୯| ୨୧|୧|୧୯-୨୨/୧୦।

ଆଜିରଲଗ୍ନ-

ଧନୁ ପ୍ରାତଃଘ୬|୨୬ମି ମକର ଦିବାଘ୬|୫୦ମି କୁମ୍ଭଘ୮|୩୯ମି ମୀନଘ୧୦|୧୫ମି ମେଷଘ୧୧|୪୯ମି ବୃଷଘ୧|୩୧ମି ମିଥୁନଘ୩|୩୧ମି କର୍କଟଘ୫|୪୪ମି ସିଂହରାତ୍ରି ଘ୭|୫୮ମି କନ୍ୟା ଘ୧୦|୬ମି ତୁଳା ଘ୧୨|୧୪ମି ବିଛା ଘ୨|୨୬ମି ଧନୁଘ୪|୪୧।

ଶୁଭକର୍ମ-

ଆଜି ଅଳଙ୍କାର ଧାରଣ, ନବବସ୍ତ୍ର ପରିଧାନ, ଯାନକ୍ରୟ ଓ ଆରୋହଣ, ଋଣ ଦାନ ଓ ଗ୍ରହଣ, ବାଣିଜ୍ୟ କରଣ, ନୌକା ଚାଳନ, ନାମକରଣ, ଅନ୍ନପ୍ରାସନ୍ନ, ନିଷ୍କ୍ରାମଣ, ନବାନ୍ନ ଭକ୍ଷଣ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ଔଷଧ କରଣ, ଔଷଧ ସେବନ, କୋର୍ଟ ବିବାହ, ଆରୋଗ୍ୟ ସ୍ନାନ, ଗୃହ ପ୍ରବେଶ, ହଳଆରମ୍ଭ, ବିହନ ବୁଣିବା, ଚଳଚ୍ଚିତ୍ର ଆରମ୍ଭ, ମନ୍ଦିର ନିର୍ମାଣ ଆଦି କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ରଘ୧।୪୬ମି ମଧ୍ୟେ ହସ୍ତା ନକ୍ଷତ୍ର, କନ୍ୟା ରାଶି ଚନ୍ଦ୍ରମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ ଓ ରାତ୍ରଘ୧।୪୬ମି ପରେ ଚିତ୍ରା ନକ୍ଷତ୍ର କନ୍ୟାରାଶି ଓ ମଙ୍ଗଳମହାଦଶାରେ ଜନ୍ମ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!