ତୂଳା, କୁମ୍ଭ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୮, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୮, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୪୯|୫୫ ଇଂ ପ୍ରାତଃ ଘ୬|୧୯|୪୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୪|୪୬|୫୦   ଇଂ ସଂଧ୍ୟା ଘ୫|୩୫|୨୦ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୬ ଦିନ ରାଷ୍ଟ୍ରିୟ ମାଘମାସ ୧୯ ଦିନ ଗୁରୁବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି ଦିବା ଘ୧୦।୧୩।୫୭ସେ,

ବିଶାଖା ନକ୍ଷତ୍ର ଦିବା ଘ୨।୧୯।୫୯ସେ, ତୁଳାଚନ୍ଦ୍ର ସକାଳ ଘ୭।୪୫ମି ,

ବୃଦ୍ଧିଯୋଗ ଦିବା ଘ୧୦।୩୦।୬ସେ,

କୌଳବକରଣ ଦିବା ଘ୧୦।୧୩।୫୭ସେ,  ତୈତିଳକରଣ ରାତ୍ରି ଘ୧୧।୧୦ମି,

ରବ୍ୟଂଶଽ୨୫।୫।୫୫,  ସୂକ୍ଷ୍ମଚନ୍ଦ୍ର ରାଶି ୬।୨୯।୧୬।୧୮,

ଦିନମାନ ଘ୧୧।୧୫।୩୧ସେ, ନିଶାମାନ ଘ୧୨।୪୪।୨୯ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଐଶାନ୍ୟେ ଦିବା ଘ୧୦।୧୩।୫୭ସେ, ପରେ ପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ଦିବା ଘ୧୦।୧୩।୫୭ସେ, ମଧ୍ୟେ ନଡିଆ ପରେ ଲାଉ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ରାତ୍ରି ଘ୨।୫୬ମି ରୁ ଘ୩।୪୭ମି ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘ୭।୫୦ମି, ଦିବା ଘ୧୦।୫୦ମି ରୁ ଘ୧।୫ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ଓ ସକାଳ ଘ୭।୪୫ମିନିଟ୍ ଗତେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର, କୁମ୍ଭ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।     

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୨।୧୯।୫୯ସେକେଣ୍ଡ ଗତେ ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଘାତଚନ୍ଦ୍ର ଓ ଘାତବାର-

ତୂଳା, କୁମ୍ଭ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଅର୍ଥହାନୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ନବମୀର ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିବା ଘ୨।୧୯।୫୯ସେ ମଧ୍ୟେ ଏକପାଦ ନକ୍ଷତ୍ରଦୋଷ  ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭ ସମୟ-

ରାହୁକାଳ-ଦିବା ଘ୧।୨୪ମି ରୁ ଘ୨।୪୮ମି ମଧ୍ୟେ । କାଳବେଳା- ଦିବା ଘ୨।୪୯ମି ରୁ ଘ୪।୧୩ମି ମଧ୍ୟେ । ବାରବେଳା- ଦିବା ଘ୪।୧୩ମି ରୁ ଘ୫।୩୮ମି ମଧ୍ୟେ । କାଳରାତ୍ରି- ରାତ୍ରି ଘ୧୨।୦ମି ରୁ ଘ୧।୩୫ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୫।୫।୫୫-୨୩/୧୦, ଚନ୍ଦ୍ରରାଶି-୬।୨୯।୧୬।୧୮-୧୬/୭,

ମଙ୍ଗଳରାଶି-୭|୧୩|୩୩|୫୪-୧୭/୮, ବୁଧରାଶି-୯|୧୮|୭|୧୩-୨୨/୧୦, ବୃହସ୍ପତିରାଶି-୬|୨୭|୫୦|୪୭-୧୬/୭, ଶୁକ୍ରରାଶି-୧୦|୨|୧୩|୪୦-୨୩/୧୧, ଶନିରାଶି-୮|୧୧|୨୫|୩-୧୯/୯, ରାହୁରାଶି-୩|୨୦|୫୫|୪୬-୯/୪, କେତୁରାଶି-୯|୨୦|୫୫|୪୬-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ମକର ଘ୪|୪୫ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୬|୩୭ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୨ମି, କୁମ୍ଭଘ୬|୩୭ମି, ମୀନଘ୮|୧୩ମି, ମେଷଘ୯|୪୭ମି, ବୃଷଘ୧୧|୩୦ମି,   ମିଥୁନଘ୧|୨୯ମି, କର୍କଟଘ୩|୪୨ମି, ସିଂହ ଘ୫|୫୬ମି, କନ୍ୟା ଘ୮|୪ମି, ତୁଳା ଘ୧୦|୧୨ମି, ବିଛା ଘ୧୨|୨୪ମି, ଧନୁଘ୨|୩୯ମି, ମକର ଘ୪|୪୫ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଅଷ୍ଟମୀତିଥି ଦିବା ଘ୧୦।୧୩।୫୭ସେ, ବିଶାଖା ନକ୍ଷତ୍ର ଦିବା ଘ୨।୧୯।୫୯ସେ, ତୁଳାଚନ୍ଦ୍ର ସକାଳ ଘ୭।୪୫।୦ସେ, ଆଜି ଋଣଦାନ ଓ ଗ୍ରହଣ, ଦିକ୍ଷାଗ୍ରହଣ, ଦିବା ଘ୨।୧୯।୫୯ସେକେଣ୍ଡ ପରେ ବିବାହ ପାଣିଗ୍ରହଣ, ଅସ୍ତ୍ରୋପଚାର, ନାଟ୍ୟାରମ୍ଭ ବା ଚଳଚ୍ଚିତ୍ର ଆରମ୍ଭ କରିପାରିବେ ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୭।୪୫ ମିନିଟ୍ ମଧ୍ୟେ ବିଶାଖା ନକ୍ଷତ୍ର ତୁଳାରାଶି ଓ ଗୁରୁ ମହାଦଶାରେ ଜନ୍ମ ହୋଇଛି। ସକାଳ ଘ୭।୪୫ ମିନିଟ୍ ପରେ ଦିବା ଘ୨।୧୯।୫୯ସେକେଣ୍ଡ ମଧ୍ୟେ ବିଶାଖା ନକ୍ଷତ୍ର ବିଛା ରାଶି ଓ ଗୁରୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଦିବା ଘ୨।୧୯।୫୯ସେକେଣ୍ଡ ପରେ ଅନୁରାଧାନକ୍ଷତ୍ର ବିଛାରାଶି ଓ ଶନି ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ।  ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!