କର୍କଟ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୭, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୭, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୪୦|୪୧ ଇଂ ପ୍ରାତଃ ଘ୬|୨୦|୧୬ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୪|୩୫|୩୬   ଇଂ ସଂଧ୍ୟା ଘ୫|୩୪|୪୮ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୫ ଦିନ ରାଷ୍ଟ୍ରିୟ ମାଘମାସ ୧୮ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ସପ୍ତମୀତିଥି ସକାଳ ଘ୮।୪୬।୫ସେ,

ସ୍ଵାତୀ ନକ୍ଷତ୍ର ଦିବା ଘ୧୨।୧୬।୨୬ସେ, ତୁଳାଚନ୍ଦ୍ର ଅହୋରାତ୍ର,

ଗଣ୍ଡଯୋଗ ଦିବା ଘ୧୦।୨୯।୬ସେ,

ବବକରଣ ସକାଳ ଘ୮।୪୬।୫ସେ, ବାଳବକରଣ ରାତ୍ରି ଘ୯।୨୩ମି

ରବ୍ୟଂଶଽ୨୪।୫।୯, ସୂକ୍ଷ୍ମଚନ୍ଦ୍ର ରାଶି ୬।୧୬।୫୪।୫୫,

ଦିନମାନ ଘ୧୧।୪୨।୩୨ସେ, ନିଶାମାନ ଘ୧୨।୧୭।୨୮ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ସକାଳ ଘ୮।୪୬।୫ସେ, ପରେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସକାଳ ଘ୮।୪୬।୫ସେ, ମଧ୍ୟେ ତାଳ ପରେ ନଡିଆ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଉଦୟରୁ ସକାଳ ଘ୭।୫୦ମି, ଦିବା ଘ୧୦।୫ମି ରୁ ଘ୧୧।୩୫ମି, ଦିଘ୩।୨୦ମି ରୁ ଘ୪।୫୦ମି, ସଂଧ୍ୟା ଘ୬।୨୬ମି ରୁ ଘ୮।୫୯ମି, ରାତ୍ରି ଘ୨।୫ମି ରୁ ଘ୬।୨୦ମି, ମାହେନ୍ଦ୍ର-ଦିବା ଘ୧।୫୦ମି ରୁ ଘ୩।୨୦ମି, ରାତ୍ରି ଘ୮।୫୯ମି ରୁ ଘ୧୦।୪୧ମି ମଧ୍ୟେ।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।    

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୧୨।୧୬।୨୬ସେ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ଅର୍ଥଲାଭ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ସକାଳ ଘ୮।୪୬।୫ସେ ମଧ୍ୟେ ଏକପାଦ ତିଥିଦୋଷ ଦିବା ଘ୧୨।୧୬।୨୬ସେ ପରେ ଏକପାଦ ନକ୍ଷତ୍ରଦୋଷ  ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଅଶୁଭ ସମୟ-

ରାହୁକାଳ-ଦିବା ଘ୧୧।୫୯ମି ରୁ ଘ୧।୨୪ମି ମଧ୍ୟେ । କାଳବେଳା- ଦିବା ଘ୯।୧୧ମି ରୁ ଘ୧୦।୩୫ମି ମଧ୍ୟେ । ବାରବେଳା- ଦିବା ଘ୧୨।୦ମି ରୁ ଘ୧।୨୪ମି ମଧ୍ୟେ । କାଳରାତ୍ରି- ରାତ୍ରି ଘ୩।୧୧ମି ରୁ ଘ୪।୪୬ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୪।୫।୯-୨୩/୧୦, ଚନ୍ଦ୍ରରାଶି-୬।୧୬।୫୪।୫୫-୧୫/୭, ମଙ୍ଗଳରାଶି-୭|୧୨|୫୭|୨୩-୧୭/୮, ବୁଧରାଶି-୯|୧୬|୨୬|୪୧-୨୨/୧୦, ବୃହସ୍ପତିରାଶି-୬|୨୭|୪୫|୩୧-୧୬/୭, ଶୁକ୍ରରାଶି-୧୦|୦|୫୮|୨୯-୨୩/୧୧, ଶନିରାଶି-୮|୧୧|୧୯|୧୬-୧୯/୯, ରାହୁରାଶି-୩|୨୦|୫୫|୨୮-୯/୪, କେତୁରାଶି-୯|୨୦|୫୫|୨୮-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୪|୪୮ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୬|୪୧ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୨ମି, କୁମ୍ଭଘ୬|୪୧ମି, ମୀନଘ୮|୧୭ମି, ମେଷଘ୯|୫୧ମି, ବୃଷଘ୧୧|୩୩ମି,   ମିଥୁନଘ୧|୩୩ମି, କର୍କଟଘ୩|୪୬ମି, ସିଂହ ଘ୬|୦ମି, କନ୍ୟା ଘ୮|୮ମି, ତୁଳା ଘ୧୦|୧୬ମି, ବିଛା ଘ୧୨|୨୮ମି, ଧନୁଘ୨|୪୩ମି, ମକର ଘ୪|୪୮ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ସକାଳ ଘ୮।୪୬।୫ସେ, ମଧ୍ୟେ ବାଣିଜ୍ୟକରଣ, କ୍ରୟବିକ୍ରୟ, ନାମକରଣ, ଅନ୍ନପ୍ରାଶନ୍ନ, ନୂତନ ଅକ୍ଷରଆରମ୍ଭ, ନବବସ୍ତ୍ର ପରିଧାନ, ଦେବତାପ୍ରତିଷ୍ଠା, ନବାନ୍ନଭକ୍ଷଣ, ଦିକ୍ଷାଗ୍ରହଣ, ଔଷଧକରଣ ଓ ସେବନ, ଧାନ୍ୟସ୍ଥାପନ, ଆରୋଗ୍ୟସ୍ନାନ, ଯାନକ୍ରୟ ଓ ଆରୋହଣ, ଜଳାଶୟାରମ୍ଭ, ଜଳାଶୟପ୍ରତିଷ୍ଠା, ଚୂଳପକା, କୋର୍ଟବିବାହ, ଅଳଙ୍କାରଧାରଣ, ଗୃହପ୍ରତିଷ୍ଠା ଓ ପ୍ରବେଶ, ହଳଆରମ୍ଭ,  ବିହନବୁଣା, ଭୂମିପୂଜନ କରିପାରିବେ। ସକାଳ ଘ୮।୪୬।୫ସେ,ପରେ ଦିବା ଘ୧୨।୧୬।୨୬ସେ,ମଧ୍ୟେ ନୃତ୍ୟାରମ୍ଭ, ଦିକ୍ଷା ଗ୍ରହଣ, ଧାନ୍ୟସ୍ଥାପନ, ଜଳାଶୟପ୍ରତିଷ୍ଠା କରିପାରିବେ। 

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୨।୧୬।୨୬ସେ,ମଧ୍ୟେ  ସ୍ଵାତୀନକ୍ଷତ୍ର  ତୁଳାରାଶି ରାହୁ ମହାଦଶାରେ ଜନ୍ମହୋଇଛି। ଦିବା ଘ୧୨।୧୬।୨୬ସେ, ପରେ ବିଶାଖା ନକ୍ଷତ୍ର ତୁଳାରାଶି ଓ ଗୁରୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!