ପଞ୍ଚୁଦୋଳମେଳଣ, ମା’ ମଙ୍ଗଳାଙ୍କର ପ୍ରଥମପାଳି ଝାମୁଜାତ୍ରା ଓ ନେତ୍ରୋତ୍ସବ ପାଳନ, ଚୈତ୍ରମଙ୍ଗଳବାର ବ୍ରତ ଓ ମେଳା ଆରମ୍ଭ, ମା’ ତାରାତାରିଣୀଙ୍କ ଯାତ୍ରାରମ୍ଭ। ଆଜିର ପାଞ୍ଜି: ମାର୍ଚ୍ଚ ୬, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ମାର୍ଚ୍ଚ ୬, ୨୦୧୮

ପଞ୍ଚୁଦୋଳମେଳଣ, ମା ମଙ୍ଗଳାଙ୍କର ପ୍ରଥମପାଳି ଝାମୁଜାତ୍ରା ଓ ନେତ୍ରୋତ୍ସବ ପାଳନ, ଚୈତ୍ରମଙ୍ଗଳବାର ବ୍ରତ ଓ ମେଳା ଆରମ୍ଭ, ମା ତାରାତାରିଣୀଙ୍କ ଯାତ୍ରାରମ୍ଭ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ କୁମ୍ଭ ଦ୨|୫୩|୫୩   ଇଂ ପ୍ରାତଃ ଘ ୬|୨|୫୮ସେ

ସୂର୍ଯ୍ୟାସ୍ତ ସିଂହ ଦ୩|୫୪|୩୦    ଇଂ ସଂଧ୍ୟା ଘ ୫|୪୬|୩୧ସେ

ଉଡ୍ରାବ୍ଦ ୧୪୨୫ସାଲ କୁମ୍ଭ ୨୨ଦିନ ରାଷ୍ଟ୍ରିୟ ଫାଲଗୁନମାସ ୧୫ଦିନ ମଙ୍ଗଳବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଚୈତ୍ରମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି ରାତ୍ର ଘଣ୍ଟା ୧୨।୫୮।୧୭ସେକେଣ୍ଡ୍,

ସ୍ଵାତୀ ନକ୍ଷତ୍ର ରାତ୍ର ଘଣ୍ଟା ୯।୪।୧୩ସେକେଣ୍ଡ୍, ତୂଳାଚନ୍ଦ୍ର ଅହୋରାତ୍ର

ଧୃବଯୋଗ ସଂଧ୍ୟା ଘଣ୍ଟା ୫।୪୪।୧୯ସେକେଣ୍ଡ୍,

କୌଳବକରଣ ଦିବା ଘଣ୍ଟା୧୨।୪୩।୩୦ସେକେଣ୍ଡ୍, ତୈତିଳକରଣ ରାତ୍ର ଘଣ୍ଟା୧୨।୫୮।୧୭ସେକେଣ୍ଡ୍,

ରବ୍ୟଂଶଽ୨୧।୧୬।୫୭, ସୂକ୍ଷ୍ମଚନ୍ଦ୍ର ରାଶି ୬।୧୧।୫୭।୪୬,

ଦିନମାନ ଘଣ୍ଟା ୧୧।୪୩।୩୩ସେକେଣ୍ଡ୍, ନିଶାମାନ ଘଣ୍ଟା ୧୨।୧୬।୨୭ସେକେଣ୍ଡ୍,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ଦକ୍ଷିଣେ ରାତ୍ର ଘଣ୍ଟା ୧୨।୫୮।୧୭ସେକେଣ୍ଡ୍ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ରାତ୍ର ଘଣ୍ଟା ୧୨।୫୮।୧୭ସେକେଣ୍ଡ୍, ମଧ୍ୟେ ବେଲ, ପଣସ ନ ଖାଇଲେ ଭଲ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଶୁଭସମୟ–

ଅମୃତବେଳା-ସକାଳ ଘଣ୍ଟା ୮।୨୪ମିନିଟ୍ ରୁ ଘଣ୍ଟା ୧୦।୪୫ମିନିଟ୍, ଦିବା ଘଣ୍ଟା ୧।୫ମିନିଟ୍ ରୁ ଘଣ୍ଟା୨।୩୯ମିନିଟ୍, ଦିବା ଘଣ୍ଟା ୩।୨୬ମିନିଟ୍ ରୁ ଘଣ୍ଟା ୫।୦ମିନିଟ୍, ସୂର୍ଯ୍ୟାସ୍ତରୁ ସଂଧ୍ୟା ଘଣ୍ଟା୬।୩୬ମିନିଟ୍, ରାତ୍ର ଘଣ୍ଟା୯।୩ମିନିଟ୍ ରୁ ଘଣ୍ଟା୧୧।୩୦ମିନିଟ୍, ରାତ୍ର ଘଣ୍ଟା ୧।୫୮ମିନିଟ୍ ରୁ ଘଣ୍ଟା ୩।୩୬ମିନିଟ୍ ମଧ୍ୟେ।

ଚନ୍ଦ୍ରଶୁଦ୍ଧି –

ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ, ମକର ରାଶିମାନଙ୍କର ।

ଆହୁରି ପଢନ୍ତୁ: ଦିନଟି ଭଲରେ କଟିବାପାଇଁ କରନ୍ତୁ ଏହି ପାଞ୍ଚୋଟି କାମ।

ତାରାଶୁଦ୍ଧି –

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୯।୪।୧୩ସେକେଣ୍ଡ୍ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

ମକର ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ ରୋଗିଣୀ।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ମୃତବ୍ୟକ୍ତିର ଏକପାଦ ବାରଦୋଷ ରାତ୍ର ଘଣ୍ଟା ୯।୪।୧୩ସେକେଣ୍ଡ୍ ଗତେ ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୨।୫୨ମିନିଟ୍ ରୁ ଘଣ୍ଟା ୪।୨୦ମିନିଟ୍ ମଧ୍ୟେ। କାଳବେଳା- ଦିବା ଘଣ୍ଟା୧।୨୫ମିନିଟ୍ ରୁ ଘଣ୍ଟା୨।୫୨ମିନିଟ୍ ମଧ୍ୟେ। ବାରବେଳା- ସକାଳ ଘଣ୍ଟା ୭।୩୩ମିନିଟ୍ ରୁ ଘଣ୍ଟା ୯।୧ମିନିଟ୍ ମଧ୍ୟେ। କାଳରାତ୍ରି- ରାତ୍ରି ଘଣ୍ଟା ୭।୨୧ମିନିଟ୍ ରୁ ଘଣ୍ଟା ୮।୫୩ମିନିଟ୍ ମଧ୍ୟେ।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବିରାଶି-୧୦।୨୧।୧୬।୫୭-୨୫/୧୧, ଚନ୍ଦ୍ରରାଶି-୬।୧୧।୫୭।୪୬-୧୫/୭, ମଙ୍ଗଳରାଶି-୭|୨୯|୮|୧୨-୧୮/୮, ବୁଧରାଶି-୧୧|୫|୨୩|୩୫-୨୬/୧୨, ବୃହସ୍ପତି ରାଶି-୬|୨୯|୭|୩୪-୧୬/୭, ଶୁକ୍ରରାଶି-୧୧|୪|୪୨|୧୯-୨୬/୧୨, ଶନିରାଶି-୮|୧୩|୩୩|୧-୨୦/୯, ରାହୁରାଶି-୩|୨୦|୪୩|୪୨-୯/୪, କେତୁରାଶି-୯|୨୦|୪୩|୪୨-୨୨/୧୦।

ଆଜିରଲଗ୍ନ

ନିଶାନ୍ତ ୪ଟା ୫୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ୬ଟା ୩୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ୮ଟା ୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ।୯ଟା ୪୭ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ୧୧ଟା ୪୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ୨ଟା ରୁ କର୍କଟ ଲଗ୍ନ ଆରମ୍ଭ। ୪ଟା୧୩ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ୬ଟା୨୨ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ୮ଟା ୩୦ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ୧୦ଟା ୪୨ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ୧୨ଟା ୫୬ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ୩ଟା ୨ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ନିଶାନ୍ତ ୪ଟା ୫୧ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ବିବାହ ପାଣିଗ୍ରହଣ, ଖଡ୍ଗଧାରଣ, ହଳଆରମ୍ଭ କରିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ରାତ୍ର ଘଣ୍ଟା ୯।୪।୧୩ସେକେଣ୍ଡ୍ ମଧ୍ୟେ ସ୍ଵାତୀ ନକ୍ଷତ୍ର ତୁଳାରାଶି  ଓ ରାହୁ ମହାଦଶାରେ ଜନ୍ମ। ରାତ୍ର ଘଣ୍ଟା ୯।୪।୧୩ସେକେଣ୍ଡ୍ ପରେ ବିଶାଖା ନକ୍ଷତ୍ର ତୁଳାରାଶି  ଓ ଗୁରୁ ମହାଦଶାରେ ଜନ୍ମ ହୋଇଛି ବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!