ଦୈନିକ ପାଞ୍ଜି: ଜୁଲାଇ ୫ , ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୫, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୩।୦୨ସେ   ଚନ୍ଦ୍ରୋଦୟ ରାଘ୧୧।୨୫ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ  ସଂଘ୬।୨୨।୫୯ସେ ଚନ୍ଦ୍ରାସ୍ତ ଦିଘ୧୦।୫୫ମି.

ଉଡ୍ରାବ୍ଦ ୧୪୨୫ସାଲ ମିଥୁନ ୨୧ ଦିନ ରାଷ୍ଟ୍ରିୟ ଆଷାଢ ୧୪ଦିନ ଗୁରୁବାର

ଚାନ୍ଦ୍ରମାନ-ଆଷାଢ଼ମାସ କୃଷ୍ଣପକ୍ଷ, ସପ୍ତମୀତିଥୀ ରାଘ୧।୭।୪୫,

ପୂର୍ବଭାଦ୍ରପଦ ନକ୍ଷତ୍ର ସକାଳ ଘ୫।୨୩।୨୦ ମୀନଚନ୍ଦ୍ର ଅହୋରାତ୍ର, ସୌଭାଗ୍ୟଯୋଗ ସଘ୭।୨୮।୧୭ ବିଷ୍ଟିକରଣ ଦିଘ୧୨।୪୨।୪୯, ବବକରଣ ରାଘ୧।୭।୪୫

ରବ୍ୟଂଶଽ ୧୮।୫୦।୭, ସୂକ୍ଷ୍ମଚନ୍ଦ୍ର ରା୧୧।୩।୧୪।୪୧

ଦିନମାନ ଘ୧୩।୯।୫୭, ରାତ୍ରମାନ ଘ୧୦।୫୦।୩

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ  

ବାୟବ୍ୟେ ରାଘ୧।୭ମି ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ରାଘ୧।୭ମି ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ

ମାହେନ୍ଦ୍ର- ସୂର୍ଯ୍ୟୋଦୟରୁ ଘ୬-୦୬ ମି, ଦିଘ୯-୩୬ମି ରୁ ଘ୧୧-୨୨ମି, ଅମୃତ ଦିଘ୩-୪୫ମି ରୁ ଘ୬-୨୩ମି, ରାଘ୭-୬ମି ଘ୯-୧୬ମି, ରାଘ୧୨-୧୦ମି ରୁ ଘ୨-୨୦ମି, ଘ୩-୪୬ମି ରୁ ଘ୫-୧୩ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ମେଷ, ବୃଷ, ମିଥୁନ, କନ୍ୟା, ତୁଳା,ଧନୁ, ମକର, ମୀନରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

୨/୪/୬/୮/୯/୧୧/୧୩/୧୫/୧୭/୧୮/୨୦/୨୨/୨୪/୨୬/୨୭ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତବାର ଘାତଚନ୍ଦ୍ର

ତୁଳା, କୁମ୍ଭ ରାଶିର ଘାତବାର। ଧନୁ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ସକାଳ ଘ୫।୨୩ମି ମଧ୍ୟେ ସାତମାସ ଗଣ୍ଡଦୋଷ। ରଜଶ୍ଚକ୍ରେ ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ଦ୍ୱିପାଦ, ସକାଳ ଘ୫।୨୩ମି ପରେ ରାତି ଘ୧।୮ମି ମଧ୍ୟେ ଏକପାଦଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍।

ଅଶୁଭସମୟ

ରାହୁକାଳ-ଦିଘ୧।୨୮ମି ରୁ ଘ୩।୭ମି, ବାରବେଳା-ଦିଘ୪।୪୬ମି ରୁ ସଂଘ୬।୨୫ମି, କାଳବେଳା-ଦିଘ୩।୮ମି ରୁ ଘ୪।୪୬ମି, କାଳରାତ୍ରି-ରାଘ୧୧।୫୦ମି ରୁ ଘ୧।୧୨ମି।

ସୂର୍ଯ୍ୟଉଦୟକାଳିନ ଗ୍ରହସ୍ଫୁଟ

ରବିରା୨।୧୮।୫୦।୭, ଚ୧୧।୩।୧୪।୪୧, ମ୯।୧୪।୪୪।୧୮, ବୁ୩।୧୪।୦।୩୭, ବୃ୬।୧୯।୧୮।୨୨, ଶୁ୪।୦।୮।୨୮, ଶ୮।୧୧।୧୧।୫, ରା୩।୧୧।୪୫।୪୩, କେ୯।୧୧।୪୫।୪୩।

ଉଦୟଲଗ୍ନ

ରାତ୍ର ଘ୩।୪୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘ୬।୪ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୮।୧୮ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୧୦।୨୭ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୨।୩୪ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୨।୪୬ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୫।୧ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୭।୭ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୫୫ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୧୦।୩୧ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୨।୫ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧।୪୮ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ରାତ୍ର ଘ୩।୪୭ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ

ଆଜି ବିବାହ ପାଣିଗ୍ରହଣ, ବାକ୍ୟଦାନ, ନିର୍ବନ୍ଧ ଓ ଅଳଙ୍କାର ଧାରଣ, କୋର୍ଟବିବାହ, ନବବଧୂ ଯାତ୍ରା, ପ୍ରଥମ ଯୁବତୀ ସମ୍ଭୋଗ, ବ୍ରତୋପନୟନ, ଭୂମି ପୂଜନ, ଗୃହାରମ୍ଭ, ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ବାଣିଜ୍ୟକରଣ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ମନ୍ଦିରନିର୍ମାଣ, ନବବସ୍ତ୍ର ପରିଧାନ, ଜଳାଶୟ ଆରମ୍ଭ, ଜଳାଶୟ ପ୍ରତିଷ୍ଠା, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ନାମକରଣ, ଔଷଧ କରଣ, ଔଷଧ ସେବନ, ଦୀକ୍ଷା ଗ୍ରହଣ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ହଳ ଆରମ୍ଭ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୫।୨୩।୨୦ ସେକେଣ୍ଡ ମଧ୍ୟେ ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନ ରାଶି ଶନି ମହାଦଶାରେ ଜନ୍ମହୋଇଛି। ସକାଳଘ୫।୨୩।୨୦ ପରେ ରେବତୀ ନକ୍ଷତ୍ର ମୀନ ରାଶି ବୁଧ ମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!