ବୃଷ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର। ଆଜିର ପାଞ୍ଜି: ଫେବୃୟାରୀ ୪, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଫେବୃୟାରୀ ୪, ୨୦୧୮

ସୂର୍ଯ୍ୟଉଦୟ ମକର ଦ୩|୧୨|୪୭ ଇଂ ପ୍ରାତଃ ଘ୬|୨୧|୨୯ସେ

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ କର୍କଟ ଦ୪|୦|୨୮   ଇଂ ସଂଧ୍ୟା ଘ୫|୩୩|୮ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୨୨ ଦିନ ରାଷ୍ଟ୍ରିୟ ମାଘମାସ ୧୫ ଦିନ ରବିବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ଫାଲଗୁନମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି ସକାଳ ଘ୮।୫୮।୧୧ସେ,

ଉତ୍ତରା ଫାଲଗୁନୀ ନକ୍ଷତ୍ର ଦିବା ଘ୧୦।୨୮।୨ସେ, କନ୍ୟାଚନ୍ଦ୍ର ଅହୋରାତ୍ର,

ସୁକର୍ମାଯୋଗ ଦିବା ଘ୧।୫୬।୧ସେ,

ବାଳବକରଣ ସକାଳ ଘ୮।୫୮।୧୧ସେ, କୌଳବକରଣ ରାତ୍ରି ଘ୮।୨୫।୦ସେ,

ରବ୍ୟଂଶଽ୨୧।୨।୪୪, ସୂକ୍ଷ୍ମଚନ୍ଦ୍ର ରାଶି ୫।୭।୩୯।୨୦,

ଦିନମାନ ଘ୧୧।୧୧।୩୯ସେ, ନିଶାମାନ ଘ୧୨।୪୮।୨୧ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ନୈଋତେକୋଣେ ସକାଳ ଘ୮।୫୮।୧୧ସେ, ପରେ ଦକ୍ଷିଣେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସକାଳ ଘ୮।୫୮।୧୧ସେ, ମଧ୍ୟେ ମୂଳା  ପରେ ବେଲ ନ ଖାଇଲେ ଭଲ। 

ଶୁଭସମୟ-

ଅମୃତବେଳା- ସକାଳ ଘ୭।୬ମି ରୁ ଘ୧୦।୫ମି, ରାତ୍ରି ଘ୭।୧୫ମି ରୁ ଘ୮।୫୮ମି ମଧ୍ୟେ। ମାହେନ୍ଦ୍ର- ସୂର୍ଯ୍ୟଉଦୟରୁ ସକାଳ ଘ୭।୬ମି,  ଦିବା ଘ୧।୪ମି ରୁ ଘ୧।୪୯ମି, ସଂଧ୍ୟା ଘ୬।୨୪ମି ରୁ ଘ୭।୧୫ମି, ରାତ୍ରି ଘ୧୨।୨୩ମି ରୁ ଘ୩।୪୭ମି ମଧ୍ୟେ।  

ଚନ୍ଦ୍ରଶୁଦ୍ଧି-

ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।   

ତାରାଶୁଦ୍ଧି-

ଦ୍ଵିଜା, ରୋହିଣୀ, ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ଦିବା ଘ୧୦।୨୮।୨ସେ ପରେ ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।  

ଆହୁରି ପଢନ୍ତୁ: ବାସ୍ତୁ ଦୋଷ ଖଣ୍ଡନ ପାଇଁ କରନ୍ତୁ ଦଶଟି ଉପାୟ

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଘାତଚନ୍ଦ୍ର ଓ ଘାତବାର-

 ବୃଷ ରାଶିର ଘାତଚନ୍ଦ୍ର। ମେଷ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ଓ ରଜଶ୍ଚକ୍ରେ କ୍ରୋଧିନୀ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦ୍ଵିପାଦ ବାର ଓ ନକ୍ଷତ୍ରଦୋଷ ଏବଂ ଦିବା ଘ୧୦।୨୮।୨ସେ ଗତେ ଏକପାଦ ବାରଦୋଷ ଯୋଗେ ବାରପତ୍ର ଦିନ ତିଳ କାଞ୍ଚନ ଦାନ ଓ ଶାନ୍ତିହୋମ କରି ପୁରୋହିତଙ୍କୁ ଭୋଜନ ଦକ୍ଷିଣା ଦେବା ଉଚିତ୍। 

ଅଶୁଭ ସମୟ-

ରାହୁକାଳ-ଦିବାଘ୪।୧୧ମି ରୁ ଘ୫।୩୫ମି ମଧ୍ୟେ । କାଳବେଳା- ଦିବାଘ୧୨।୦ମି ରୁ ଘ୧।୨୪ମି ମଧ୍ୟେ । ବାରବେଳା- ଦିବାଘ୧୦।୩୬ମି ରୁ ଘ୧୨।୦ମି ମଧ୍ୟେ । କାଳରାତ୍ରି- ରାତ୍ରିଘ୧।୩୫ମି ରୁ ଘ୩।୧୧ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୨୧।୨।୪୪-୨୨/୧୦, ଚନ୍ଦ୍ରରାଶି-୫।୭।୩୯।୨୦-୧୨/୬, ମଙ୍ଗଳରାଶି-୭|୧୧|୭|୩୫-୧୭/୮, ବୁଧରାଶି-୯|୧୧|୨୯|୩୮-୨୨/୧୦, ବୃହସ୍ପତିରାଶି-୬|୨୭|୨୮|୪୩-୧୬/୭, ଶୁକ୍ରରାଶି-୯|୨୭|୧୨|୪୮-୨୩/୧୦, ଶନିରାଶି-୮|୧୧|୧|୩୮-୧୯/୯, ରାହୁରାଶି-୩|୨୦|୫୪|୩୪-୯/୪, କେତୁରାଶି-୯|୨୦|୫୪|୩୪-୨୨/୧୦।

ଆହୁରି ପଢନ୍ତୁ: ଏହି ପାଞ୍ଚୋଟି ଉପାୟ ଦୂର କରିପାରେ ଘରେ ବା ବ୍ୟବସାୟ କ୍ଷେତ୍ରରେ ଅର୍ଥାଭାବ

ଆଜିରଲଗ୍ନ-

ନିଶାନ୍ତ ଘ୫|୦ ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୬|୫୩ ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୩ମି, କୁମ୍ଭଘ୬|୫୩ମି, ମୀନଘ୮|୨୯ମି, ମେଷଘ୧୦|୩ମି, ବୃଷଘ୧୧|୪୫ମି,   ମିଥୁନଘ୧|୪୫ମି, କର୍କଟଘ୩|୫୮ମି, ସିଂହ ଘ୬|୧୧ମି, କନ୍ୟା ଘ୮|୨୦ମି, ତୁଳା ଘ୧୦|୨୮ମି, ବିଛା ଘ୧୨|୪୦ମି, ଧନୁଘ୨|୫୪ମି, ମକର ଘ୫|୦ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ନବବଧୁଯାତ୍ରା, ପ୍ରଥମ ଯୁବତୀସଂଭୋଗ, ନବବସ୍ତ୍ର ପରିଧାନ, କୋର୍ଟବିବାହ,  ଯାନକ୍ରୟ ଓ ଆରୋହଣ, ଖଡ୍ଗଧାରଣ, ବୃକ୍ଷରୋପଣ, ବାଣିଜ୍ୟକରଣ, ଜଳାଶୟପ୍ରତିଷ୍ଠା, ଦେବତାପ୍ରତିଷ୍ଠା, ଦିକ୍ଷାଗ୍ରହଣ, ଔଷଧ କରଣ ଓ ସେବନ, ଆରୋଗ୍ୟସ୍ନାନ, ମନ୍ଦିର ନିର୍ମାଣ, ଗୃହପ୍ରତିଷ୍ଠା ଓ ପ୍ରବେଶ, ବିଦ୍ୟାରମ୍ଭ, ହଳଆରମ୍ଭ, ଚଳଚ୍ଚିତ୍ର ଓ ନାଟ୍ୟାରମ୍ଭ କରିପାରିବେ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ଦିବା ଘ୧୦।୨୮।୨ସେ, ମଧ୍ୟେ ଉତ୍ତରା ଫାଲଗୁନୀ ନକ୍ଷତ୍ର କନ୍ୟାରାଶି ରବି ମହାଦଶାରେ ଜନ୍ମ ଦିବା ଘ୧୦।୨୮।୨ସେ ପରେ ହସ୍ତା ନକ୍ଷତ୍ର କନ୍ୟାରାଶି ଚନ୍ଦ୍ର ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!