ଦୈନିକ ପାଞ୍ଜି: ସେପ୍ଟେମ୍ବର ୩୦, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ସେପ୍ଟେମ୍ବର ୩୦, ୨୦୧୮

ଗଜ ଷଷ୍ଠୀ, ଅପରପକ୍ଷର ଷଷ୍ଠୀ ଶ୍ରାଦ୍ଧ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟୋଦୟ  ପ୍ରାତଃ ଘଣ୍ଟା ୫।୩୭।୩୪ ସେକେଣ୍ଡ  ସୂର୍ଯ୍ୟାସ୍ତ   ସଂଧ୍ୟା ଘଣ୍ଟା ୫।୨୯।୨୬ ସେକେଣ୍ଡ

ଉଡ୍ରାବ୍ଦ ୧୪୨୬ସାଲ କନ୍ୟା ୧୪ ଦିନ ରାଷ୍ଟ୍ରିୟ ଶ୍ରାବଣ ୨୫ ଦିନ ରବିବାର

ଆଜିର ପଞ୍ଚାଙ୍ଗ

ଚାନ୍ଦ୍ରମାନ ଆଶ୍ଵିନମାସ କୃଷ୍ଣପକ୍ଷ, ପଞ୍ଚମୀତିଥୀ ସକାଳ ଘଣ୍ଟା ୭।୪।୪୨ ସେକେଣ୍ଡ,

ରୋହିଣୀନକ୍ଷତ୍ର ରାତ୍ର ଘଣ୍ଟା ୧।୪୧।୪୭ ସେକେଣ୍ଡ, ବୃଷଚନ୍ଦ୍ର ଅହୋରାତ୍ର

ସିଦ୍ଧିଯୋଗ ରାତ୍ର ଘଣ୍ଟା ୭।୫୭।୫୯ ସେକେଣ୍ଡ

ତୈତିଳକରଣ ସକାଳ ଘଣ୍ଟା ୭।୪।୪୨ ସେକେଣ୍ଡ, ଗରକରଣ ସଂଧ୍ୟା ଘଣ୍ଟା ୬।୨୮।୧୨ ସେକେଣ୍ଡ

ରବ୍ୟଂଶଽ ୧୨।୪୧।୮, ସୂକ୍ଷ୍ମଚନ୍ଦ୍ର ରା୧।୧୧।୫୪।୫୧

ଦିନମାନ ଘଣ୍ଟା ୧୧।୫୧।୫୩ ସେକେଣ୍ଡ, ରାତ୍ରମାନ ଘଣ୍ଟା ୧୨।୮।୭ ସେକେଣ୍ଡ

<<Vastu>>> | <<< Jataka Bichara >>>

ଯୋଗିନୀବାସ

ଦକ୍ଷିଣେ ସକାଳ ଘଣ୍ଟା ୭।୪।୪୨ସେକେଣ୍ଡ ଗତେ ପଶ୍ଚିମେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ

ସକାଳ ଘଣ୍ଟା ୭।୪।୪୨ସେକେଣ୍ଡ ମଧ୍ୟେ ବେଲ, ପଣଶ ଓ ପରେ ନିମ୍ବ ନ ଖାଇଲେ ଭଲ।

ଶୁଭସମୟ-

ଅମୃତ ସୂର୍ଯୋଦୟରୁ ସକାଳ ଘଣ୍ଟା ୬-୨୭ ମିନିଟ୍‌, ଦିବା ଘଣ୍ଟା ୭-୧୩ ମିନିଟ୍‌ ରୁ ଘଣ୍ଟା ୧୧-୭ ମିନିଟ୍‌, ରାତ୍ର ଘଣ୍ଟା ୭-୪୯ ମିନିଟ୍‌ ରୁ ଘଣ୍ଟା ୮-୩୮ ମିନିଟ୍‌, ଘଣ୍ଟା ୯-୨୭ ମିନିଟ୍‌ ରୁ ଘଣ୍ଟା ୧୧-୫୫ ମିନିଟ୍‌, ରାତ୍ର ଘଣ୍ଟା ୪-୦୧ ମିନିଟ୍‌ ରୁ ଘଣ୍ଟା ୫-୪୦ ମିନିଟ୍‌, ମାହେନ୍ଦ୍ର ସୂର୍ଯ୍ୟାସ୍ତରୁ ରାତ୍ର ଘଣ୍ଟା ୭-୪୯ ମିନିଟ୍‌, ରାତ୍ର ଘଣ୍ଟା ୧-୩୪ ମିନିଟ୍‌ ରୁ ଘଣ୍ଟା ୩-୧୨ମିନିଟ୍‌।

ଚନ୍ଦ୍ରଶୁଦ୍ଧି

ବୃଷ, ମିଥୁନ, କର୍କଟ, ସିଂହ, ବିଛା, ଧନୁ, କୁମ୍ଭ, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ଓ ରାତ୍ର ଘଣ୍ଟା ୧।୪୧।୪୭ ସେକେଣ୍ଡ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।

ଘାତବାର ଓ ଘାତଚନ୍ଦ୍ର

ମେଷରାଶିର ଘାତବାର। ବିଚ୍ଛା ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର

ପ୍ରଥମ ରଜଦର୍ଶନେ ଓ ରଜଶ୍ଚକ୍ରେ- ଲକ୍ଷ୍ମୀଯୁକ୍ତା।

ସାମ୍ବତ୍ସରିକ ଶ୍ରାଦ୍ଧ

ଆଜି ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ

ଆଜି ମୃତବ୍ୟକ୍ତିର ନିଶାନ୍ତ ଘଣ୍ଟା ୫।୪୫ମିନିଟ୍ ମଧ୍ୟେ ଏକପାଦ ବାରଦୋଷ ଓ ପରେ ଦ୍ଵିପାଦ ଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିବା ଘଣ୍ଟା ୪।୩ମିନିଟ୍ ରୁ ଘଣ୍ଟା ୫।୩୨ମିନିଟ୍, କାଳବେଳା- ଦିବା ଘଣ୍ଟା ୧୧।୩୬ମିନିଟ୍ ରୁ ଘଣ୍ଟା ୧।୫ମିନିଟ୍, ବାରବେଳା- ଦିବା ଘଣ୍ଟା ୧୦।୭ମିନିଟ୍ ରୁ ଘଣ୍ଟା ୧୧।୩୬ମିନିଟ୍, କାଳରାତ୍ରି- ରାତ୍ରି ଘଣ୍ଟା ୧।୭ମିନିଟ୍ ରୁ ଘଣ୍ଟା ୨।୩୮ମିନିଟ୍।

ସୂର୍ଯ୍ୟଉଦୟକାଳୀନ ଗ୍ରହସ୍ଫୁଟ-

ରବି ରାଶି-୫।୧୨।୪୦।୬ ଚନ୍ଦ୍ର ରାଶି-୧।୧୧।୫୧।୩, ମଙ୍ଗଳ ରାଶି-୯।୧୧।୨୬।୩୯, ବୁଧ ରାଶି-୫।୧୯।୩୭।୫୩, ବୃହସ୍ପତି ରାଶି-୬।୨୭।୪୬।୨୫, ଶୁକ୍ର ରାଶି-୬।୧୬।୫।୫୨, ଶନି ରାଶି-୮।୮।୫୨।୩୮, ରାହୁ ରାଶି-୩।୯।୩୦।୧୭, କେତୁ ରାଶି-୯।୯।୩୦।୧୭।

ଉଦୟଲଗ୍ନ-

ସକାଳ ଘଣ୍ଟା ୬।୫୪ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘଣ୍ଟା ୯।୬ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘଣ୍ଟା ୧୧।୨୦ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘଣ୍ଟା ୧।୨୬ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘଣ୍ଟା ୩।୧୫ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘଣ୍ଟା ୪।୫୧ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ସଂଧ୍ୟା ଘଣ୍ଟା ୬।୨୫ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ରାତ୍ରି ଘଣ୍ଟା ୮।୮ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘଣ୍ଟା ୧୦।୭ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ଘଣ୍ଟା ୧୨।୨୦ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ରାତ୍ର ଘଣ୍ଟା ୨।୩୪ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ନିଶାନ୍ତ ଘଣ୍ଟା ୪।୪୩ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟଉଦୟ ଠାରୁ ରାତ୍ର ଘଣ୍ଟା ୧।୪୧।୪୭ ସେକେଣ୍ଡ ମଧ୍ୟେ ରୋହିଣୀନକ୍ଷତ୍ର  ବୃଷରାଶି  ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ରାତ୍ର ଘଣ୍ଟା ୧।୪୧।୪୭ ସେକେଣ୍ଡ ପରେ  ମୃଗଶିରାନକ୍ଷତ୍ର  ବୃଷରାଶି  ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!